-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
26-Feb-2025
(ଚିନ୍ତାମଣି ନାଏକ )
ନର୍ଲା ବ୍ଲକ ଅଧିନସ୍ଥ ବେହେରାପାଟି ଗ୍ରାମରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜ ନିଜ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ର ସ୍କୁଲ ପରିଚାଳନା କମିଟି ର ସଭାପତି , ଉପ ସଭାପତି ସମସ୍ତ ସଦସ୍ୟ ସଦସ୍ୟା ସହ ସିଆର ସି ସି ହେମନ୍ତ ସାହୁ ଖଇର ମାଲ ସିଆର ସିସି ଖିରୋଦ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ ଏହି କାର୍ଯ୍ୟକ୍ରମ ଟି ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରରେଖା ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସହ ଶିକ୍ଷକ ଶେଷଦେବ କରୁଆଁ , ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ବେହେରା , ରଶ୍ମିତା ସାହୁ ପ୍ରତିଭା ସାହୁ , ପ୍ରମୁଖ ସହଯୋଗ କରିଥିଲେ