-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
26-Feb-2025
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ଥାନା ଅନ୍ତର୍ଗତ ଜେମାପାଲି ଗ୍ରାମ ରେ ଦୁଇ ଭାଇ ସହ ଉଭୟ ଙ୍କ ବାପା ମା ମଧ୍ୟରେ ଘର ନିହ କୁ ନେଇ ଝମେଲା ହେବାସହ ମାରପିଟ ହୋଇଥିବା ସୂଚନା ରୁ ପ୍ରକାଶ l ସେମାନେ ହେଲେ ରୂପାନନ୍ଦ ସାହୁ (40) ପି. ଧନୀ ସାହୁ, ଡୋଳାମଣୀ ସାହୁ (32) ପି. ଦୂତିଆ ସାହୁ ଗ୍ରାମ ଜେମାପାଲି l ଆଗଲପୁର ପୋଲିସ ଦୁଇ ପାଟିର ଜଣେ ଜଣେ କୁ ଗିରଫ କରିବା ସହ କେଶ ନ. 28/24 ଓ 29/24 ରୁଜୁ କରି କୋର୍ଟ ଚାଲାଣ କରିଛି l