-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||     

HOME   ଜିଲ୍ଲା

ପତିଆଲପଡା ଗ୍ରାମରେ ମହାଶିବରାତ୍ରୀ ଜାଗର ମେଳା ପାଳିତ,

26-Feb-2025



ସିନାପାଲି  (ଚିନ୍ତାମଣି  ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ର ପତିଆଲପଡା ଗ୍ରାମ ରେ  ମହାଶିବରାତ୍ରୀ ପୂଜା ମହାସମାରୋହରେ କଳସ ଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଲସ ଯାତ୍ରା ରେ ଗ୍ରାମର ସତାଧିକ ମହିଳା ମାନେ ଏକତ୍ରିତ ହୋଇ ଏକ ବିଶାଳ କଲସ  ଯାତ୍ରାରେ ବାହାରି  ସ୍ଥାନୀୟ  ଉଦନ୍ତୀ ନଦୀ ରେ  ପୂଜା ଅର୍ଚନା କରି  କଳସୀ ରେ ପାଣି ଉଠାଇ  ଗାଁ ପରିକ୍ରମା କରିଥିଲେ।  ସେଠାରୁ ପୂଜା ମଣ୍ଡପ ରେ ପହଂଚି କଳସ ସ୍ଥାପନ କରିଥିଲେ । ଏହି ପୂଜା  ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଚାଲି ରହିବ ବୋଲି  କମିଟି  ପକ୍ଷରୁ  ସୂଚନା ଦେଇଛନ୍ତି ,ଉକ୍ତ ପୂଜା ର କର୍ତ୍ତା ଭାବରେ ଶ୍ରୀଯୁକ୍ତ ଲକ୍ଷ୍ମଣ ବଞ୍ଜରା ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ନୀଳା ବଞ୍ଜରା ଦାୟିତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ  ଭାବରେ ଶ୍ରୀଯୁକ୍ତ ଶ୍ରୀବତ୍ସ ସୁପକାର ଓ ତାଙ୍କ ସହଯୋଗୀ ସୁନ୍ଦର ଭାବେ ରିତୀ ନିତିର ସହିତ ପୂଜାର୍ଚ୍ଚନା କରି ଉକ୍ତ ପୂଜା ଟିକୁ ଆଗେଇ ନେଇଛନ୍ତି।   ଭକ୍ତମାନେ ନିଷ୍ଠାର ସହିତ  ଏହି କଳସ ଯାତ୍ରାରେ ଘଣ୍ଟଦଳର ଘଣ୍ଟ ବାଦ୍ୟ ଓ ହୁଳହୁଳି ହରି ବୋଲ  ଧ୍ୱନିରେ ପତିଆଲପଡା ଗାଁ କମ୍ପି ଉଠିଥିଲା। ପବିତ୍ର ମହାଶିବରାତ୍ରୀରେ  ଅଷ୍ଟପ୍ରହରୀ  ନାମଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ  ଭକ୍ତିମୟ ପରିବେଶରେ  ଭକ୍ତମାନେ ନିଷ୍ଠାର ସହିତ ପୂଜାର୍ଚନା କରି ଦେବଦେବ ମହାଦେବ ଶିବଙ୍କର  ବିଭୁକୃପା ଲାଭକରି  ଏହି ପବିତ୍ର ଦିନରେ  ରାତ୍ରୀ ଉଜାଗର ରହି  ମହାଦୀପ  ପ୍ରଜ୍ବଳିତ କରିଥିଲେ । ଏହି ପବିତ୍ର ମହାଶିବ ରାତ୍ରୀ  ଭୋର ପାହାନ୍ତିଆ ସମୟରେ  ଭୋଳାବାବାଙ୍କର ମନ୍ଦିର ଉପରେ  ଫୁଲ, ଦୀପ ଓ ଚନ୍ଦନ   ଲଗାଇ ତାଙ୍କୁ ଦର୍ଶନ କରି  ବ୍ରତୀମାନେ  ଆଶୀର୍ବାଦ ନେଇ ଘରକୁ। ଫେରିଥାନ୍ତି।  କାର୍ଯ୍ୟକ୍ରମରେ ପୂଜା କମିଟି ର ସଂପାଦକ ଶ୍ରୀଯୁକ୍ତ  ତୁପଳେଶ୍ୱର ମାଝୀ,କୋଷାଧକ୍ଷ  ଶ୍ରୀଯୁକ୍ତ ସୋମନାଥ ମାଝୀ,ସଭାପତି  ଶ୍ରୀଯୁକ୍ତ ଦୀନବନ୍ଧୁ ମାଝୀ,ପୂଜା କମିଟି ର କର୍ମକର୍ତ୍ତା ବୃନ୍ଦ  ଶ୍ୟାମସୁନ୍ଦର ମାଝୀ, ଭଗତ କାଣ୍ଡ , ଜୟସିଂ ମାଝୀ, ଭଗତ ରାମ ମାଝୀ, ଭଦ୍ର ମାଝୀ, ଦେବେନ୍ଦ୍ର ମାଝୀ, ଚନ୍ଦ୍ରଧ୍ଵଜ ମାଝୀ, ରବି ଶଙ୍କର ମାଝୀ, ରୋହିତ ମାଝୀଓ ସମସ୍ତ ଗ୍ରାମବାସୀ  କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   06-May-2026
  ରାଜ୍ୟ  
ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   06-May-2026
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026

You Might Also Like