-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
25-Feb-2025
ଧର୍ମଗଡ଼( ଜ୍ୟୋତିରଞ୍ଜନ ବେମାଲ )
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବେ ସଦାଶିବ ନାୟକ ଯୋଗଦାନ କରିଛନ୍ତି। ତାଙ୍କୁ ରୋରାଲ୍ ହାଉସ୍ ୟୁଥ୍ ନିରାକାର ଗୋପାଳ, ସ୍ୱରୂପ ପୁରୋହିତ, ବିରାଜ ବାଗ, ଜ୍ୟୋତି ରଞ୍ଜନ ବେମାଲ, ଜୟ ପ୍ରକାଶ ବେହେରା, ଦେବେନ୍ଦ୍ର ବାଗ, ହରିହର ନାଗ, ଅନିଲ ନାଏକ, ଧର୍ମେନ୍ଦ୍ର ବାଗ, ଭୂପେନ୍ଦ୍ର, ଛାତ୍ରପତି, କିସାନ ପଣ୍ଡା, ପ୍ରଦୀପ ସାହୁ,ଲଷ୍ମୀକାନ୍ତ ନାଏକ, ଓ ଯୁବକ ଲାଲ ମାଝୀ ପୁଷ୍ପଗୁଛ ଦେଇ ସ୍ଵାଗତ ଜଣାଇଥିଲେ । ଶ୍ରୀଯୁକ୍ତ ନାୟକ ପୁର୍ବ ରୁ ବିସମକଟକ ବ୍ଲକ୍ ରେ ରହିଥିଲେ ବର୍ତମାନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଡିଓ ଭାବେ କାର୍ଯ୍ୟ ତୁଲାଇବେ । ଲୋକଙ୍କ ପାଇଁ ଦିନ ରାତି କାମ କରିବା ସହ ପ୍ରତେକ୍ ପଞ୍ଚାୟତ କୁ ଯାଇ ସମସ୍ତଙ୍କ ଅସୁବିଧା ର ସମାଧାନ୍ କରିବାକୁ ଚେଷ୍ଟା କରିବି ବୋଲି ସମ୍ବର୍ଦ୍ଧନା ସମୟରେ କହିଥିଲେ ।