-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||     

HOME   ଜିଲ୍ଲା

ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଶୋକସଭା

25-Sep-2020



ସ୍ୱର୍ଗତଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେକୋସଲରାଜ୍ୟସମନ୍ୱୟସମିତିତରଫରୁଶ୍ରଦ୍ଧାଂଜଳୀସଭା
ବିଶିଷ୍ଟସମାଜସେବୀ, ସାଂବାଦିକ, ରାଜନୈତିକ, ସାମାଜିକସଂଗଠକ ଓ ବୁଦ୍ଧିଜୀବୀସ୍ୱର୍ଗତଭାଗବତ ପ୍ରସାଦ ନନ୍ଦ ଙ୍କ ବିୟୋଗସମଗ୍ରକୋସଲାଂଚଳ ପାଇଁ ଏକ ଅପୂରଣୀୟକ୍ଷତି ଅଟେ ।ଗାନ୍ଧୀବାଦୀ ବିଚାରଧାରାର ଏକ ମୂର୍ତ୍ତିମନ୍ତ ପ୍ରତିକଶ୍ରୀ ନନ୍ଦ ଦୀର୍ଘ ଦିନ ଧରିକୋସଲ ଆନ୍ଦୋଳନ ସହସଂଶ୍ଲିଷ୍ଟ ଥିଲେ ।ବୁର୍ଲାଡାକ୍ତରଖାନା ଆନ୍ଦୋଳନ ହେଉକିହାଇକୋର୍ଟବେଂଚ୍ ଆନ୍ଦୋଳନ ହେଉସେକୋସଲାଂଚଳର ପ୍ରାୟତଃସବୁମାନବବାଦୀ ଆନ୍ଦୋଳନ ସହସଂଶ୍ଲିଷ୍ଟ ଥିଲେ । ଏକ ନିର୍ଦ୍ଧିଷ୍ଟବିଚାରଧାରାର ଅନୁଗାମୀହୋଇଥିଲେ ମଧ୍ୟ ସମାଜରସବୁସ୍ତରରବ୍ୟକ୍ତି ଓ ରାଜନୈତିକଗୋଷ୍ଠୀସହ ମଧୁରସଂପର୍କରଖିବାତାଙ୍କରବ୍ୟକ୍ତିତ୍ୱରବିଶେଷତ୍ୱ ଥିଲା ।ତାଙ୍କରବିୟୋଗରେକୋସଲାଂଚଳ ଏକ ମୁରବୀ, ଏକ ମାନବବାଦୀ ଦରଦୀ ମଣିଷକହରାଇଲାବୋଲିକୋସଲରାଜ୍ୟସମନ୍ୱୟସମିତିରକେନ୍ଦ୍ରୀୟକମିଟିତରଫରୁମତ ପ୍ରକାଶକରାଯାଇଛି ।କାଲିଶ୍ରୀ ନନ୍ଦଙ୍କ ବିୟୋଗସମାଚାର ଆଲିଲାମାତ୍ରେକେନ୍ଦ୍ରୀୟକାର୍ଯ୍ୟାଳୟର ପତାକା ଅବନତକରିବାସହ ଆଜିବରଗଡସ୍ଥିତକେନ୍ଦୀୟକାର୍ଯ୍ୟାଳୟ ଓ ବଲାଙ୍ଗିରସ୍ଥିତକେନ୍ଦ୍ରୀୟ ଅଧ୍ୟକ୍ଷଙ୍କକାର୍ଯ୍ୟାଳୟଠାରେଶୋକସଭାରେକୋସଲରାଜ୍ୟସମନ୍ୱୟସମିତିରକେନ୍ଦୀୟ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାରମିଶ୍ର, ଉପାଧ୍ୟକ୍ଷମନୋରଂଜନ ସାହୁ, ସାଧାରଣସଂପାଦକ ବିଭୁଦତ୍ତମିଶ୍ର, ଜୋନାଲସଂଯୋଜକଶରତକୁମାରହୋତା, ଆଇନଜୀବୀ ପ୍ରଶନ୍ନନେଗୀ, କର୍ମଚାରୀନେତାବିଭୂତିଶଙ୍କରବିନ୍ଧାଣୀ, ଆଇନଜୀବୀ ପ୍ରଭାସମିଶ୍ର, ଭରତଚନ୍ଦ୍ର ପୃଷ୍ଟି, ବରିଷ୍ଠକୋସଲବାଦୀ ନେତା ଅବଦୁଲଜମାଲଖାଁ ପ୍ରମୁଖସ୍ୱର୍ଗତ ନନ୍ଦଙ୍କ ସ୍ମୃତିଚାରଣକରିବାସହଶ୍ରର୍ଦ୍ଧାଂଜଳୀଜ୍ଞାପନ କରିଥିଲେ ।ବରଗଡସ୍ଥିତକେନ୍ଦ୍ରିୟକାର୍ଯ୍ୟାଳୟଠାରେ ଅନୁଷ୍ଠିତସ୍ମୃତିସଭାରେଜିଲ୍ଲାକାର୍ଯ୍ୟକାରୀସଭାପତିଶ୍ରୀକେଦାରମିଶ୍ର, କେନ୍ଦ୍ରୀୟକୋଷାଧକ୍ଷ ପ୍ରମୋଦ ଝାଁକର, କେନ୍ଦ୍ରୀୟସାଧାରଣସଂପାଦକ ସୁନୀଲ ପୁରୋହିତ, ଜିଲ୍ଲାକୋଷାଧକ୍ଷ ଭରତଚନ୍ଦ୍ର ଦାଶ, ସାଧାରଣସମ୍ପାଦକ ସୁରେନ୍ଦ୍ର ପଣ୍ଡା ଆଦି ସ୍ୱର୍ଗତ ନନ୍ଦଙ୍କ ସ୍ମୃତିଚାରଣକରିବାସହଶ୍ରର୍ଦ୍ଧାଂଜଳୀଜ୍ଞାପନ କରିଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   24-Jun-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   24-Jun-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026

You Might Also Like