-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ରାଜ୍ୟ

ସିନାପାଲି ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅନିୟମିତତା: ୨୧ ମାସର ଭତ୍ତା ଖାଇଗଲେ ଅଧିକାରୀ

04-Feb-2025



ସରକାର ଗରିବ ନିରୀହ ଜନସାଧାରଣଙ୍କ ପାଇଁ ଅନେକ ଯୋଜନା କରି ସହାୟତା କରୁଛନ୍ତି। ହେଲେ କିଛି ଦୁର୍ନୀତିଖୋର ଅଧିକାରୀ କର୍ମଚାରୀଙ୍କ ପାଇଁ ଗରିବ ନିରୀହ ଲୋକେ  ସେହି ସହାୟତା ପାଇବାରୁ ବଞ୍ଚିତ ରହୁଛନ୍ତି। ସିନାପାଲି ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ବୃଦ୍ଧା କୁନ୍ତି ମେହେର (୮୦) ଙ୍କ ୨୧ ମାସର ଭତ୍ତା  ବିଭାଗୀୟ ପଞ୍ଚାୟତ ଅଧିକାରୀ ଓ ଜନପ୍ରତିନିଧି ମିଶି ଖାଇ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବୃଦ୍ଧାଙ୍କ ସ୍ୱାମୀ ରାମେଶ୍ଵର ମେହେର ଗତ ୨୪ ଡିସେମ୍ବର ୨୦୨୪ ମସିହାରେ ମୃତ୍ୟୁ ହେଲାପରେ  ସିନାପାଲି ବ୍ଲକ ସାମାଜିକ ସୁରକ୍ଷା ବିଭାଗକୁ ବିଧବା ଭତ୍ତା ଆବେଦନ କରିବାକୁ ଗତ ୨୭ ଜାନୁଆରୀରେ ଯାଇଥିଲେ। ହେଲେ ସେଠାରେ ଗତ ୧୩/୪/୨୦୨୩  ମସିହାରେ ତାଙ୍କ ବୃଦ୍ଧା ଭତ୍ତା ସେକସନ ହୋଇଥିବା ବିଭାଗୀୟ ସୁତ୍ରରୁ  ଜାଣି ପାରିଥିଲେ। କିନ୍ତୁ ଏହି ଭତ୍ତା ହୋଇଥିବା ସ୍ଥାନୀୟ ପଞ୍ଚାୟତ କୌଣସି ସୂଚନା ଦେଇନଥିବା ବେଳେ  ଭତ୍ତା କାର୍ଡ ବା ଗୋଟିଏ ଟଙ୍କା ମଧ୍ଯ ଭତ୍ତା ବାବଦକୁ ପଞ୍ଚାୟତ  ଅଧିକାରୀ କିମ୍ବା ଜନପ୍ରତିନିଧି ଦେଇନ ଥିବା ଅଭିଯୋଗ କରିଥିଲେ। ଏହି ବିଷୟରେ ବୃଦ୍ଧା ଜାଣିବା ପରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭତ୍ତାକାର୍ଡ ଓ ଭତ୍ତା ଟଙ୍କା ୨ହଜାର ଦେଉଥିଲେ। ହେଲେ ଭତ୍ତା ଟଙ୍କା ଓ କାଡ୍ କୁ ବୃଦ୍ଧା ଗ୍ରହଣ କରିନଥିବା ବେଳେ ୨୧ ମାସର ଭତ୍ତା ଟଙ୍କା ପ୍ରଦାନ କରିବାକୁ ଅଧିକାରୀଙ୍କୁ ଦାବୀ କରିଥିଲେ। ସେହିପରି ସ୍ୱାମୀଙ୍କ ମୃତ୍ୟୁ  ପରେ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ତୁରନ୍ତ ସ୍ଥାନୀୟ ପଞ୍ଚାୟତ ପ୍ରଦାନ କରିବା ନିୟମ ରହିଥିବା ବେଳେ ସେହି ସହାୟତା ମଧ୍ଯ କରିନଥିବା ଅଭିଯୋଗ ହୋଇଛି। ପ୍ରକାଶଯୋଗ୍ୟ ଯେ ଏହି ପଞ୍ଚାୟତ ରେ ଏଭଳି ଅନେକ ଲୋକଙ୍କ ଭତ୍ତା ବଣ୍ଟନରେ ଅନିୟମିତତା କରି  ହିତାଧିକାରୀଙ୍କ ଭତ୍ତା ଟଙ୍କା ଖାଇଯାଉ ଥିବା ଜନସାଧାରଣରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ସୂଚନାଯୋଗ୍ୟ ଯେ ବୃଦ୍ଧା ଜଣକ ଭତ୍ତା ପାଇଁ ଗତ ୨୮/ ୩/ ୨୦୨୩  ରେ ଆବେଦନ କରିଥିଲେ। ଆବେଦନ ପରେ ଗତ ୧୩/୪/୨୦୨୩ ରେ ତାଙ୍କ ଭତ୍ତା ଗ୍ରହୀତ ହୋଇଥିଲା। ସେହି ସମୟରୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗତ ତାରିଖ ୧୭/୫/୨୦୨୩ ରେ ସୁରଂଜନ ହୋତା ଯୋଗଦାନ କରିଥିବା ବେଳେ ତାପରେ ଗତ  ୧୩/ ୧୧/ ୨୦୨୩ ରେ ଭୀଷ୍ମରାଜ ମେହେର, ତା- ୧୩/୩/୨୪ ମସିହାରେ ସୁଜାତା ମେହେର ଯୋଗଦାନ କରି କାର୍ଯ୍ୟ ଦାୟିତ୍ୱ ତୁଲାଇ ଥିଲେ। ସେହିପରି ଗତ ତାରିଖ ୨୯/୧୦/୨୦୨୪ ରେ  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସୁଶାନ୍ତ ବେହେରା ଯୋଗଦାନ କରି ବର୍ତ୍ତମାନ ଦାୟିତ୍ୱ ତୁଲାଉଛନ୍ତି। ଗତ ତାରିଖ ୧୭/୫/୨୩ ଠାରୁ ୧୩/୩/୨୦୨୪ ପର୍ଯ୍ୟନ୍ତ ୩ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଦଲବଦଲ ହୋଇଥିବା ବେଳେ କେମିତି ବୃଦ୍ଧାଙ୍କ ଭତ୍ତା ବାବଦରେ ଯାଣି ପାରି ନଥିଲେ ତାହା ଜନସାଧାରଣ ରେ ଅନେକ ପ୍ରଶ୍ନ ସ୍ରୁଷ୍ଟି କରୁଥିବା ବେଳେ  ଅଧିକାରୀ ଓ ଜନପ୍ରତିନିଧି ମିଲିମିଶି ବୃଦ୍ଧାଙ୍କ ଭତ୍ତା ଟଙ୍କା ଖାଇଦେଇ ଥିବା ବୋଲି ଜନସାଧାରଣରେ ଯୋରଦାର ଚର୍ଚ୍ଚା ହେଉଛି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ବେହେରାଙ୍କୁ ପଚାରିବାରୁ ଦୁଇ ତିନି ମାସ ହେବ ମୁଁ ଯୋଗଦାନ କରିଛି। କିଛି କିଛି ମାସକରି ସମସ୍ତ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି। ପୁଣି ଏନେଇ ସିନାପାଲି ବିଡିଓ କାର୍ମୀ ଓରାମଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

(ନୂଆଁପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେର ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like