-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଲାଦରପାଲି   ତୃତୀୟ  କ୍ରିକେଟ ଲିଗ-୨୦୨୫ ଉଦଯାପିତ ଦ   ଡେଷ୍ଟ୍ରୟରସ ୧୧ ରନ୍ ରେ  ବିଜୟୀ

02-Feb-2025



 ଅତାବିରା( ଆକାଶ ମିଶ୍ର):  ଅତାବିରା ଏନଏସି ଅନ୍ତର୍ଗତ ଲାଦରପାଲି କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଲାଦରପାଲି ତୃତୀୟ ତମ କ୍ରିକେଟ ଲିଗ-୨୦୨୫ ଆଜି  ଉଦଯାପିତ ହୋଇଯାଇଛି।ଏଥିରେ ମୋଟ ତିରିଶ ଦଳ ଭାଗ ନେଇଥିଲେ ।ଏହି ତିରିଶ ଦଳ  ରୁ ଦୁଇଟି ଦଳ କୁ ନେଇ ଲିଗ୍ ଖେଳ ହୋଇଥିଲା । ଆଜି  କୋବ୍ରା ଏଟେକର୍ସ ସହ ଦ ଡେଷ୍ଟ୍ରୟରସ ମଧ୍ୟରେ  ଚିତ୍ତାକର୍ଷକ ଚୂଡାନ୍ତ / ଫାଇନାଲ ଖେଳ ହୋଇଥିଲା । ଦଶ  ଓଭର  ଲେଖାଏଁ ଖେଳି ଥିଲେ । କୋବ୍ରା ଏଟେକର୍ସ  ଦଶ ଓଭର ରେ ୯ ୱିକେଟ ହରାଇ ୯୩ ରନ କରିଥିଲା।

ଶେଷରେ  ଦ  ଡେଷ୍ଟ୍ରୟାର୍ସ ୫ ୱିକେଟ   ହାସଲ କରି ୧୦୪ ରନ କରି  ବିଜୟୀ ହୋଇଥିଲା ।ଆଜି ର ଉଦଯାପନୀ ଅବସରରେ ସତିଶ ଚୌଧୁରୀ,ରମଣୀ ଦନ୍ତା, ଫକୀର କର୍ଣ, ଯାଚକେଶ୍ୱର ପ୍ରଧାନ,କୃଷ୍ଣଚନ୍ଦ୍ର ପ୍ରଧାନ,ଦିଲ୍ଲୀପ ସାହୁ,ପ୍ରଭାତ ପ୍ରଧାନ, ସାଇମନ ଟପ୍ପୋ,ଅଚ୍ୟୁତାନନ୍ଦ ଦାଶ ,ଦୀପକ ରାଏ,ଧୀରେନ ରଥ,ଶରତ ସାହୁ, ଚେତନ୍ ଶର୍ମା,ସୁରଜ ଅଗ୍ରୱାଲ, ଲେଶ ପ୍ରଧାନ, ଅଶ୍ଵିନୀ ମେହେର,ପରମେଶ୍ବର ପଟେଲ, ଦୁର୍ଯ୍ୟୋଧନ ଗଡତିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳ କୁ ଉପଭୋଗ କରିଥିଲେ।  ବରପାଲି ର ରଞ୍ଜିତ ଛତ୍ରିଆ  ଓ ହୀରାକୁଦ ର ବିଘ୍ନେଶ୍ୱର ପାଣିଗ୍ରାହୀ  ଆମ୍ପାୟାର୍ କାର୍ଯ୍ୟ ନିର୍ବାହ କରିଥିଲେ।ମିଥୁନ ମଞ୍ଚ  ପରିଚାଳନା  କରିଥିଲେ।  ଦ ଡେସଟ୍ରୟର୍ସ ଦଳ ଙ୍କୁ ବିଜେତା ଓ କୋବରା ଏଟେକର୍ସ ଦଳ ଉପ ବିଜେତା  ଭାବରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ  କରାଯାଇ ଥିଲା । ସମୀର ମହାପାତ୍ର ବେଷ୍ଟ ୱିକେଟ କିପର, ବେଷ୍ଟ  ବ୍ୟାଟସ୍ ମେନ୍ , ମେନ୍ ଅଫ ଦ ମେଚ, ମେନ୍ ଅଫ୍ ସିରିଜ୍ ଓ  ଗେମ୍ ଚେଞ୍ଜର୍ ଅଫ ମେନ୍ ଭାବରେ ହିତେଶ ଭୋଇ  ଙ୍କୁ ପୁରସ୍କୃତ କରାଯାଇଥିଲା ।ବେଷ୍ଟ ଫିଲ୍ଡର ଭାବରେ ରଞ୍ଜନ ଭୋଇ  ପୁରସ୍କୃତ ହୋଇଥିଲେ । ଏହି ଲିଗ୍ ମ୍ୟାଚ୍ କୁ ଏସୋସିଏସନ ର ସମସ୍ତ ସଦସ୍ୟ , ଆଶୀର୍ବାଦ ସେବା ସଙ୍ଗଠନର ସଦସ୍ୟ ଓ ଗ୍ରାମ ବାସୀ  ଙ୍କ ସକ୍ରିୟ ସହଯୋଗ ରହିଥିଲା ।ପୁରସ୍କାର ବିତରଣ ପରେ ସମସ୍ତ ଖେଳାଳି ମାର୍ଚ୍ଚ ପାଷ୍ଟ କରି ଖେଳ ର ନିୟମ ଓ ଶୃଙ୍ଖଳା ପ୍ରଦର୍ଶନ କରିଥିଲେ ।ଶେଷରେ ସମବେତ ଜାତୀୟ ସଙ୍ଗୀତ ଗାନ ପରେ  ଶାନ୍ତି ଶୃଙ୍ଖଳା  ର ସହ ଖେଳ କୁ  ସମ୍ପନ୍ନ କରି ଥିବାରୁ  ଶୁଭମ୍ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like