-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||     

HOME   ଦେଶ ବିଦେଶ

ସୁପ୍ରିମକୋର୍ଟ ନିର୍ଦ୍ଦେଶ ରେ ଲାଗୁ କରାଯାଇ ଥିବା ଆଇନ କୁ ବାତିଲ ପାଇଁ ତୀଵ୍ର ଆନ୍ଦୋଳନ ଧମକ

13-Jan-2021



ନୁଆଦିଲ୍ଲୀ,(ପ୍ରେରଣା ଖବର ବ୍ୟୁରୋ): ତିନୋଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେବ ଦିଲ୍ଲୀ ସୀମାରେ ବିକ୍ଷୋଭ ଜାରି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଚାଷୀଙ୍କ ପକ୍ଷ ବୁଝିବା ପାଇଁ ଚାରି ଜଣିଆ କମିଟି ଗଠନ କରିଥିଲେ । ହେଲେ ଚାଷୀ ମାନେ ତା'କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନେ ଖୋଲାଖୋଲା ଭାବରେ କହିଦେଇଛନ୍ତି ଯେ, କୌଣସି କମିଟି ଆଗକୁ ସେମାନେ ଯିବେ ନାହିଁ । ସେପଟେ ଆଇନ ସମ୍ପର୍କରେ ଚାଷୀ ମାନେ କୋର୍ଟକୁ ଯାଇନଥିଲେ ବୋଲିପ କହିଛନ୍ତି । ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । କିନ୍ତୁ କମିଟି ଗଠନକୁ ବିରୋଧ କରୁଛନ୍ତି ବୋଲି ସଷ୍ଟ କରିଛନ୍ତି । ଏଥିସହିତ ଜାନୁୟାରୀ ୧୫ରେ ଆଲୋଚନାରେ ସାମିଲ ହେବା କଥା ମଧ୍ୟ କହିଛନ୍ତି ଚାଷୀ ନେତା ମାନେ । 

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କୃଷକ ନେତା ତଥା ୟୁନାଇଟେଡ୍ କିସାନ୍ ମୋର୍ଚା, ବଲବୀର ସିଂ ରାଜୱାଲ, ଡକ୍ଟର ଦର୍ଶନ ପାଲ, ଜଗମୋହନ ସିଂ, ଜଗଜିତ ସିଂ ଦଲ୍ଲେୱାଲ, ପ୍ରେମ ସିଂ ଭଙ୍ଗୁ, ରାମିନ୍ଦର ପାଟିଆଲ ଇତ୍ୟାଦି   କୁଣ୍ଡଳୀ ସୀମାରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ । କୃଷକ ନେତାମାନେ କହିଛନ୍ତି ଯେ କୃଷି ଆଇନ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ଅନ୍ତର୍ଭୁକ୍ତ ହୋଇଥିବା ଚାରୋଟି ନାମ, ସେମାନେ ଆଗରୁ ହିଁ ଏହି ଆଇନ ଗୁଡିକୁ ସମର୍ଥନ କରି ଆସୁଥିଲେ ।  ଆଇନକୁ ସମର୍ଥନ କରି  ସେମାନଙ୍କର ବିଭିନ୍ନ ଲେଖା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି । କେବଳ ଏତିକି ନୁହେଁ, କୃଷକମାନେ ମଧ୍ୟ ସୁପ୍ରିମକୋର୍ଟ ଯାଇ ନାହାଁନ୍ତି କିମ୍ବା  କୌଣସି କମିଟି ପ୍ରସ୍ତାବ ଦେଇ ନାହାଁନ୍ତି  । କେବଳ ଏହି ପ୍ରସଙ୍କକୁ ବୁଲେଇବା ପାଇଁ ଏହି ଚାରିଜଣିଆ କମିଟି ଗଠନ କରାଯାଇଛି । ସଂସଦ ଏବଂ ବିଜେପି ସରକାର ଏହି ତିନୋଟି ଆଇନ ପ୍ରଣୟନ କରିଛନ୍ତି ।  ତେଣୁ ଆମ ଲଢେ଼ଇ ସରକାରଙ୍କ ସହ । ଆମର ଦାବି ଏହି ଆଇନକୁ ପ୍ରତ୍ୟାହାର କରିବା, କୌଣସି କମିଟିରେ ଯାଇ ବିତର୍କ କରିବା ନୁହେଁ ବୋଲି ସିଧାସଳଖ  କହିଛନ୍ତି ଚାଷୀ ନେତା ମାନେ ।   

ଏହି ଚାଷୀ ବିରୋଧୀ ଆଇନ ରଦ୍ଧ ନ ହେବା ପର୍ଯ୍ୟନ୍ତ ମେସାନଙ୍କ ଆନ୍ଦୋଳନ ଏହିପରି ଭାବରେ ଜାରି ରହିବ । ବରଂ ଆଗକୁ ଆହୁରି ତିବ୍ର ହେବ ବୋଳି ସେମାନେ କହିଛନ୍ତି । ସମ୍ପ୍ରତି ଦିଲ୍ଲୀର ୫ଟି ସୀମା ବନ୍ଦ ହୋଇଥିବା ବେଳେ, ଆଗକୁ ୧୦ ଟି ସୀମା ବନ୍ଦ ହେବ ଏବଂ ମସଗ୍ର ଦେଶରେ ଏହି ଆନ୍ଦୋଳନ ବିସ୍ତାର ହେବ । ତେବେ କୃଷକ ନେତା ରାଜୱାଲ କହିଛନ୍ତି ଯେ, ଆସନ୍ତା ୧୫ ତାରିଖରେ ହେବାକୁ ଯାଉଥିବା ବୈଠକ ପରେ ଯଦି କିଛି ନିଷ୍କର୍ସ ନ ବାହାରେ ତେବେ ଆମେ ଟ୍ରାକ୍ଟର ପଦଯାତ୍ରା ଗଠନ କରିବୁ । ବର୍ତ୍ତମାନ ଯେଉଁ କୁହାଯାଉଛି ଯେ, ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ପଦଯାତ୍ରା ବିଷୟରେ ଭୁଲ ପ୍ରଚାର କରାଯାଉଛି । ଚାଷୀ ନେତା କହିଛନ୍ତି ଯେ, ଆସ୍ତା ୨୬ ତାରିଖ ରେ ଆମେ ଲାଲକିଲ୍ଲା ପରିଦର୍ଶନ କରିବ ନାହିଁ କି କୌଣସି ଚାଷୀ ସଂସଦ ଯିବାକୁ ଚେଷ୍ଟା କରିବେ ନାହିଁ ।  ତେବେ ଏହା ସତ ଯେ, ୧୫ ର ଆଲୋଚନା ପରେ ଟ୍ରାକ୍ଟର ପଦଯାତ୍ରା କରିବୁ । ଆଉ ଏହା ଶାନ୍ତିପୁର୍ଣ୍ଣ ଭାବେ ହେବ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026
  ଜିଲ୍ଲା  
ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   06-Aug-2026

You Might Also Like