-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
31-Jan-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ଗ୍ରାମ ପଂଚାୟତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଜାମଖୁଣ୍ଟା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି ପ ଓ ପୂର୍ବତନ ଛାତ୍ର ଛାତ୍ରୀ ଉପସ୍ଥିତ ରେ ଶିକ୍ଷକ ସୁଶାନ୍ତ କୁମାର ସେଠ ଆଜି ବିଦାୟ ସମର୍ଦ୍ଧନ ସେଠ ଦୀର୍ଘ ଚଉଦ ବର୍ଷ ହେଲା ଗୋଟିଏ ସ୍କୁଲ ରେ ଛାତ୍ର ମାନଙ୍କୁ ସୁଚାରୁ ରୂପେ ପାଠ ପଢୁଥିଲେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଅମ୍ରିତା ମହାନ୍ତି ଉପସ୍ଥିତ ଥିଲେ ସ୍କୁଲ ସଭାପତି ସୁରେଶ କୁମ୍ଭାର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁରୀ ସେଠ ଗୀତାଞ୍ଜଳି ଦଣ୍ଡସେନା ମିତା ସ୍ୱଇଁ ଓ ସାଧୁଗୌଡେଶ୍ୱର ଯୁବକ ସଂଘ ସମସ୍ତ କମିଟି ଓ ଗାଁ ର ୱାର୍ଡ଼ ମେମ୍ବର ହରି ପ୍ରୟା ବଗର୍ତ୍ତୀ ଅଜ୍ଞନୱାଡି ଦିଦି ସଂଜୁ ବଗର୍ତ୍ତୀ ଓ ସ୍କୁଲ ର ସମସ୍ତ ମେମ୍ବର ଉପସ୍ଥିତ ଥିଲେ