-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
31-Jan-2025
(ମିହିର ଶଙ୍କର ପାତ୍ର)
ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଛି । ଏହି ମେଳରେ ମୁଖ୍ୟ ଉଦ୍ଦେଶ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଉପରେ କିଭଳି ଅବଗତ କରାଯିବ।ଏହି କାର୍ଯ୍ୟକ୍ରମ ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଆଜିର କାର୍ଯ୍ୟକ୍ରମ ରେ ଅତିଥିଭାବେ ମଞ୍ଚାସିନ ଥିଲେ ଡାବୁଗାଁ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଚଚରାଗୁଡା କ୍ଲଷ୍ଟର ର ଆଞ୍ଚଳିକ ସଂଯଜକ ଗୁପ୍ତେ ପ୍ରସାଦ ନାଗ, ଚଚାରଗୁଡା ସରପଞ୍ଚ ପ୍ରମ୍ମୁଖ।ଏହା ସହ ଚଚରାଗୁଡା କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରି ଏବଂ ଛାତ୍ରଛାତ୍ରି ଉପସ୍ଥିତି ଥିଲେ ।