-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2025
(ଡୋଲେଶ୍ୱର ବାଗ )
ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା,ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ। ଗତ କାଲି ପୁରୀ ଦୁର୍ଗ ଇଣ୍ଟର ସିଟି ରେଳ ରେ ଓହ୍ଲାଇ ଖରୀଆର ରୋଡ ରୁ ନୂଆପଡ଼ା ସର୍କିଟ ହାଉସ ରେ ରହଣି କରିବେ। ପରେ କୋମନା ଥାର ଅର୍ବିଷ୍ଣ ଅରବିନ୍ଦ ଶିକ୍ଷା ପାଠାଶଲା, କୋମନା ବ୍ଲକ କାର୍ଯ୍ୟାଳୟ ରେ ଭୂମି ପୂଜନ ଉତ୍ସବ ଯୋଗଦାନ କରିବେ। କୋମନା ଠାରୁ ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୋଗଦାନ, ଅଗ୍ରେସନ ଧର୍ମଶାଳା ରେ ଅଭିଯୋଗ ଗ୍ରହଣ, କର୍ମକର୍ତ୍ତା ସମ୍ମିଳନୀ ଯୋଗଦାନ, ସିନାପାଲି ଗସ୍ତ, ସିନାପାଲି ରେ କର୍ମକର୍ତ୍ତା ସମ୍ମିଳନୀ ଏବଂ ବୋଡ଼େନ ଗସ୍ତ କରିବେ। ବୋଡ଼େନ ରୁ ନୂଆପଡ଼ା ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ। ଆସନ୍ତା ଜାନୁଆରୀ ୨୬ ରେ ଗଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ ଏବଂ ଜାତୀୟ ପତାକା ଉତ୍ତୋଳନ କରିବେ।