-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||      *ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   (10-May-2026)       ||      ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

23-Jan-2025



ବଲାଙ୍ଗୀର, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟେଡିୟମ୍ ଠାରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ୍ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଟସ୍ ଜିଣି ପ୍ରଥମେ ଜୁଡିସିଆଲ ଏକାଦଶ ବେଟିଂ ଆରମ୍ଭ କରିଥିଲା । ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଡ. ପବିତ୍ର ସାମଲଙ୍କ ଅଧିନାୟକତ୍ୱରେ ଖେଳ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ୧୫ ଓଭରରେ ଜୁଡିସିଆଲ୍ ଏକାଦଶ ୧୫୩ ରନ୍ କରିଥିଲା । ଏହାର ଜବାବରେ ଓକିଲ ସଂଘ ଏକାଦଶ ମାତ୍ର ୬୫ ରନ୍ କରି ୮୮ରନ୍ ରେ ପରାସ୍ତ ହୋଇଥିଲା । ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଅଧିନାୟକ ଦାୟିତ୍ୱ ତୁଲାଇ ଥିଲେ । ରୂପକ ବରାଳ କ୍ରିକେଟ ମ୍ୟାଚ୍ ର ଧାରାବିବରଣୀ ପ୍ରଦାନ କରିଥିଲେ । ଡିଷ୍ଟିକ୍ଟ ଏଥିଲେଟିକ୍ ଏସୋସିଏସନ୍ ର ସଂପାଦକ ହରିନାରାୟଣ ପୂଝାରୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଜୁଡିସିଆଲ ଏକାଦଶ ଓ ରନରର୍ସଅଫ୍ ଦଳ ଜିଲ୍ଲା ଓକିଲ ସଂଘକୁ ପୁରସ୍କୃତ କରିଥିଲେ । ଓକିଲ ସଂଘ ପକ୍ଷରୁ ଶିବ୍'ରାଜ୍ ପତି ଓ ମହିଳା ଦଳରୁ ସବିତାରାଣୀ ମିଶ୍ର ବେଷ୍ଟ ପ୍ଲେୟାର ଭାବରେ ପୁରସ୍କୃତ ହୋଇଥିଲେ । ଜୁଡିସିଆଲ୍ ଏକାଦଶ ତରଫରୁ ଆକାଶ ତ୍ରିପାଠୀଙ୍କୁ ଟ୍ରଫି ପ୍ରଦାନପୂର୍ବକ ମେନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କର।ଯାଇଥିଲେ । ଏଥିରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟସଭ୍ୟ। ଓ ଜୁଡିସିଆଲ ଷ୍ଟାଫ୍ ଯୋଗ ଦେଇ ଖେଳକୁ ଉପଭୋଗ କରିଥିଲେ ।  ଆଡଭୋକେଟ୍ ଓ ବିଚାରପତି ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲା ଓକିଲ ସଂଘ ର ଉଦ୍ୟମରେ ଏପରି ଏକ ପ୍ରୟାସ କରାଯାଇଥିବାରୁ ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ   10-May-2026
  ଜିଲ୍ଲା  
ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ   10-May-2026
  ଜିଲ୍ଲା  
*ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   10-May-2026
  ଜିଲ୍ଲା  
*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   10-May-2026
  ଜିଲ୍ଲା  
*ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   10-May-2026
  ଜିଲ୍ଲା  
*ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   09-May-2026
  ଜିଲ୍ଲା  
ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   09-May-2026
  ଜିଲ୍ଲା  
ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   09-May-2026
  ଜିଲ୍ଲା  
ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   09-May-2026
  ଜିଲ୍ଲା  
ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   09-May-2026

You Might Also Like