-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   (12-May-2026)       ||      ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି    (12-May-2026)       ||      ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ    (12-May-2026)       ||      ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||      ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   (11-May-2026)       ||      ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   (11-May-2026)       ||      ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ    (11-May-2026)       ||      ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   (11-May-2026)       ||      ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   (11-May-2026)       ||      ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   (11-May-2026)       ||      *ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   (11-May-2026)       ||      *ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (11-May-2026)       ||      ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   (11-May-2026)       ||      ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ    (11-May-2026)       ||      ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||     

HOME   ଜିଲ୍ଲା

ଏକ ଶହ ବାର ତମ ଶ୍ରୀଗୁରୁ ପାଦ ପଦ୍ମ ଙ୍କ ବ୍ୟାସ ପୂଜା ଏବଂ ଶ୍ରୀ ଗୌରାଙ୍ଗ ରାଧା ଗୋବିନ୍ଦ ଲଷ୍ମୀ ନୃସିଂହ ମନ୍ଦିର ର ଦଶମ ବାର୍ଷିକ ଅନୁଷ୍ଠିତ

17-Jan-2025



ଗୋପାଳପୁ: ରଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦିଆ ପଦର ଅଟୋ ନଗର ସ୍ଥିତ ଶ୍ରୀ ରାଧାଗୋବିନ୍ଦ ଲଷ୍ମୀ ନୃସିଂହ ମନ୍ଦିରରେ ବ୍ୟାସ ପୂଜା ବା ଗୁରୁ ପୂଜା ମହାସମାରୋହ ରେ ପାଳିତ ହେଉ ଅଛି!ଏହା ଶହ ବିଭିନ୍ନ ସାଧୁ, ସନ୍ଥ ଙ୍କ ସହଯୋଗ ରେ ଉକ୍ତ ମନ୍ଦିର ର ଦଶମ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି!ଉକ୍ତ ଶ୍ରୀ କୃଷ୍ଣ ଚୈତନ୍ୟ ମିଶନ ର ବର୍ତମାନ ର ଆଚାର୍ଯ୍ୟ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ଙ୍କ ଗୁରୁଦେବ ଶ୍ରୀକୃଷ୍ଣ ମିଶନ ର ପ୍ରତିଷ୍ଠାତା ଆଚାର୍ଯ୍ୟ ଭକ୍ତି ବୈଭବ ପୁରୀ ଗୋସ୍ୱାମୀ ମହାରାଜ ଏକ ଶହ ବାର ତମ ବ୍ୟାସ ପୂଜା ପାଳନ ହେଉ ଅଛି, ଏହି ପ୍ରରିପେକ୍ଷୀ ରେ ପ୍ରତିଦିନ ଭାଗବତ ପାଠ ଶହ ସନ୍ଧ୍ୟା ରେ ଗୌର କଥା ଏବଂ ଦିବା ରାତ୍ର ପ୍ରସାଦ ସେବନ ର ସୁ ବ୍ୟବସ୍ତା କରା ଯାଇ ଅଛି!ଭାରତ ର ବିଭିନ୍ନ ପ୍ରାନ୍ତ ଯଥା ବୃନ୍ଦାବନ, ମଥୁରା, ଦ୍ୱାରିକା ଆଦି ପ୍ରାନ୍ତ ରୁ ଭାଗବତ ପ୍ରେମୀ ଆଚାର୍ଯ୍ୟ ମାନେ ଆସି ଉପସ୍ଥିତ ଥିବା ଭକ୍ତ ମାନଙ୍କୁ ଭଗବାନ ଙ୍କ ଲୀଳା ଏବଂ କିପରି ଭାଗବତ କୃପା ଲାଭ କରିବେ ସେ ବିଷୟରେ ଉପଦେଶ ଦେଉଛନ୍ତି!ଏହି ପବିତ୍ର ଅବସରରେ ଶ୍ରୀ ଗୌରାଙ୍ଗ ରାଧା ଗୋବିନ୍ଦ ଲଷ୍ମୀ ନୃସିଂହ ମନ୍ଦିର ର ଆଚାର୍ଯ୍ୟ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ଭାଗବତ ପ୍ରେମୀ ମାନଙ୍କୁ ନିବେଦନ କରିଛନ୍ତି ଉକ୍ତ ପବିତ୍ର କାର୍ଯ୍ୟକ୍ରମ ରେ ଯୋଗଦାନ କରି ଭାଗବତ ପ୍ରେମ ରେ ଲୀନ ହୋଇ ଭଗବାନ ଶ୍ରୀକୃଷ୍ଣ ଙ୍କ ଭକ୍ତି ରସ ପାନ କରିବାକୁ ଉପଦେଶ ଦେଇଛନ୍ତି!ଉକ୍ତ ପବିତ୍ର କାର୍ଯ୍ୟକ୍ରମ ଟି କୁ ମନ୍ଦିର ର ଭକ୍ତି ସ୍ୱରୂପ ଗୋସ୍ୱାମୀ ମହାରାଜ, ଭକ୍ତି ଶରଣ ପରାମର୍ଥୀ ମହାରାଜ, ଭକ୍ତି ସାଧକ ଯୋଗୀ ମହାରାଜ, ଶିବାନନ୍ଦ ପ୍ରଭୁ, ଶ୍ରୀ ପାଦ ବେଣୁ ଗୋପାଳ ପ୍ରଭୁ, ଶ୍ରୀ ପାଦ ଅଦ୍ଵେତ ପ୍ରଭୁ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ!


News Comment




Photo in News

Advertisment
Lastest News
  ଜିଲ୍ଲା  
କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   12-May-2026
  ଜିଲ୍ଲା  
ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି   12-May-2026
  ଜିଲ୍ଲା  
ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ   12-May-2026
  ରାଜ୍ୟ  
ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   12-May-2026
  ଜିଲ୍ଲା  
ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   12-May-2026
  ଜିଲ୍ଲା  
ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   12-May-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   11-May-2026
  ରାଜ୍ୟ  
ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   11-May-2026
  ଜିଲ୍ଲା  
ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ   11-May-2026
  ଜିଲ୍ଲା  
ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   11-May-2026
  ଜିଲ୍ଲା  
ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   11-May-2026
  ଜିଲ୍ଲା  
ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   11-May-2026

You Might Also Like