-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଏମ୍. ସି. ଏଚ୍ ରେ ମାରୱାଡ଼ୀ ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    (12-May-2026)       ||      ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ    (12-May-2026)       ||      ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   (12-May-2026)       ||      *ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   (12-May-2026)       ||      କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   (12-May-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   (12-May-2026)       ||      ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   (12-May-2026)       ||      ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   (12-May-2026)       ||      ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   (12-May-2026)       ||      ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   (12-May-2026)       ||      କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   (12-May-2026)       ||      ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି    (12-May-2026)       ||      ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ    (12-May-2026)       ||      ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||      ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   (11-May-2026)       ||      ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   (11-May-2026)       ||      ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ    (11-May-2026)       ||      ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   (11-May-2026)       ||     

HOME   ଜିଲ୍ଲା

*୪୩ତମ ମିଳିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ*

16-Jan-2025



(ଡୋଲେଶ୍ଵର  ବାଗ )
ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ  ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୩ତମ ମିଳିତ ବାର୍ଷିକ କ୍ରୀଡ଼ା  ଉଦଘାଟିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେଶ କୁମାର ଦଣ୍ଡସେନା , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀ , ସାଙ୍ଗଠନିକ ସଂପାଦକ ଗୌରୀ ଶଙ୍କର ଦୁବେ , ଉଭୟ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ଯକ୍ଷ ସମ୍ରାଟ ପାତ୍ର ଓ ନରୋତ୍ତମ ସିଂହ ଠାକୁର ମଞ୍ଚାସୀନ ରହି  ଶାରୀରିକ ଶିକ୍ଷାର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ  ଉଦବୋଧନ ଦେଇଥିଲେ। ଶିକ୍ଷକ ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଯୁଗ୍ମ ସାଂଗଠନିକ ସଂପାଦକ ପ୍ରଣବ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶାରୀରିକ ଶିକ୍ଷା ଶିକ୍ଷକ ରତନ ସିଂ ବାରିକ , କୃପାସିନ୍ଧୁ ମେହେର ,  ଶିକ୍ଷକ ଧନଞ୍ଜୟ ଦଣ୍ଡସେନା ଓ ଗଜିନ୍ଦ୍ର ହରିଜନଙ୍କ ନେତୃତ୍ୱରେ ମଶାଲ ଯାତ୍ରା ମା ସମଲେଶ୍ବରୀଙ୍କ ପୀଠରୁ ଆଣି ପଡିଆରେ ସ୍ଥାପନ କରିଥିଲେ। ଦୁଇ ଦିନ ବ୍ୟାପୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏମ୍. ସି. ଏଚ୍ ରେ ମାରୱାଡ଼ୀ ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    12-May-2026
  ଜିଲ୍ଲା  
ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ   12-May-2026
  ଜିଲ୍ଲା  
ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   12-May-2026
  ଜିଲ୍ଲା  
*ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   12-May-2026
  ଜିଲ୍ଲା  
କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   12-May-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   12-May-2026
  ରାଜ୍ୟ  
ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   12-May-2026
  ରାଜ୍ୟ  
ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   12-May-2026
  ରାଜ୍ୟ  
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   12-May-2026
  ରାଜ୍ୟ  
ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   12-May-2026
  ଜିଲ୍ଲା  
କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   12-May-2026
  ଜିଲ୍ଲା  
ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି   12-May-2026

You Might Also Like