-+91-9937148622 |

prerana_bgr@rediffmail.com |

  Wednesday 13th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   (12-May-2026)       ||      ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||      ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   (12-May-2026)       ||      ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ    (12-May-2026)       ||      ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    (12-May-2026)       ||      ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ    (12-May-2026)       ||      ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   (12-May-2026)       ||      *ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   (12-May-2026)       ||      କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   (12-May-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   (12-May-2026)       ||      ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   (12-May-2026)       ||      ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   (12-May-2026)       ||      ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   (12-May-2026)       ||      ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   (12-May-2026)       ||      କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   (12-May-2026)       ||      ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି    (12-May-2026)       ||      ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ    (12-May-2026)       ||      ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||     

HOME   ଜିଲ୍ଲା

*ଏସିଏଣ୍ଟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ*-

16-Jan-2025



ସୁବର୍ଣ୍ଣପୁର:( ମନୋରଞ୍ଜନ ତ୍ରିପାଠୀ ) ସୋନପୁର ଭାରତୀ ଏକାଡେମୀର ଏସିଏଣ୍ଟ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘ ର ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନାଟ୍ୟଶ୍ରୀ ଗଦାଧର ବାରିକ, ସମାଜସେବୀ ଶ୍ରଦ୍ଧାଞ୍ଜଳି ମିଶ୍ର, ପଲସାଗୋରା ମହିଳା କଲେଜ ର ଅଧ୍ୟକ୍ଷା ମନୀଷା ଚାନ୍ଦ ଏବଂ ଉଦୀୟମାନ ଓଏସ ଅଫିସର ସମୁଦ୍ର ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଭଲ ମଣିଷ ହେବାକୁ ପ୍ରେରଣା ପ୍ରଦାନ କରିଥିଲେ l ଏହି ଉତ୍ସବ ରେ ଅନୁଷ୍ଠାନ ର କୁନି କୁନି ଛାତ୍ର ଛାତ୍ରୀ ମାନେ  ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ଭାରତୀ ଏକାଡେମୀ ର ଡାଇରେକ୍ଟର ଶ୍ରୀମତୀ ଶ୍ରଦ୍ଧା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   12-May-2026
  ଜିଲ୍ଲା  
ଶୋଭନୀୟ ଦେବ କନ୍ୟା ର ବିବାହ   12-May-2026
  ଜିଲ୍ଲା  
ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   12-May-2026
  ଜିଲ୍ଲା  
ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ   12-May-2026
  ଜିଲ୍ଲା  
ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    12-May-2026
  ଜିଲ୍ଲା  
ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ   12-May-2026
  ଜିଲ୍ଲା  
ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   12-May-2026
  ଜିଲ୍ଲା  
*ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   12-May-2026
  ଜିଲ୍ଲା  
କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   12-May-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   12-May-2026
  ରାଜ୍ୟ  
ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   12-May-2026
  ରାଜ୍ୟ  
ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   12-May-2026

You Might Also Like