-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||     

HOME   ଜିଲ୍ଲା

ତୀରନ୍ଦାଜ ବୋଝାତୁଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ   

16-Jan-2025



ରାଇରଙ୍ଗପୁର : ବାମନଘାଟୀ ଉପଖଣ୍ଡ  ଯାମଦା ବ୍ଲକ ମଧୁପୁର ଗ୍ରାମର ଗ୍ରାମ ମୂଖିଆ ଭାଗବତ ପ୍ରସାଦ ମୁର୍ମୁଙ୍କ ଆହ୍ବାନରେ ଗତ ୧୪ ତାରିଖ ମକର ତିଥିଦିନ "ବେଝାତୁଞ୍ଜ୍"  (ତୀରନ୍ଦାଜ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୂର୍ବେ ଏକ ଆଦିବାସୀ ରାଣୀ ନିଜ ଉଦ୍ୟାନରେ ଏକ ଫୁଲ ଗଛ ଲଗାଇଥିଲେ ସେଠାରେ ଏକ ରହସ୍ୟମୟ ସୁନ୍ଦର ଫୁଲଟିଏ ଫୁଟିଥିଲା । ସୁନ୍ଦର ଫୁଲଟି ଦେଖି ରାଜା ଉତ୍ସକତାରେ ସହ ରାଣୀଙ୍କଠାରୁ ଫୁଲର ନାମ ଜାଣିବକକୁ ଚାହିଁଲେ । ରାଜା ରାଣୀଙ୍କୁ

ପଚାରିବାରୁ ପରକିଆ ପ୍ରେମରେ ଅନ୍ଧ ହୋଇଥିବା ରାଣୀ ରାଜାଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ କହିଲେ ତୁମେ ଜଗତର ରାଜା ବୋଲାଉଛ ... ତୁମେ ଯଦି ଏହି ଫୁଲର ନାମ କହିବ ତେବେ ମୋର ଜୀବନ ତୁମେ ନେବ ଯଦି ତୁମେ  ଫୁଲର ନାମ କହି ପାରିବ ନାହିଁ ତେବେ ତୁମକୁ ସର୍ବସାଧାରଣରେ ଫାଶି ଦିଆଯିବ  । ରାଣୀଙ୍କର ଏପରି ସର୍ତ୍ତଶୁଣି ରାଜା ଯେତିକି ବିସ୍ମିତ ହେଲେ ସେତି ଆଶ୍ଚର୍ଯ୍ୟ ହୋଇ ଫୁଲର ରହସ୍ୟ ଜାଣିବାକୁ ଆଗ୍ରହ ବଢିବାରୁ ରାଣୀଙ୍କୁ ସମୟ ମାଗି ରାଣୀଙ୍କ ସର୍ତ୍ତକୁ ରାଜା ରାଜ ଶୋଭାରେ ମଞ୍ଜୁରୀ ଦେଲେ । ସର୍ତ୍ତଟି ମକର ତିଥି ଦିନଟି ଅନ୍ତିମ ଦିନ ଥାଏ ରାଜାଙ୍କୁ ଫାଶି ଦେବାର ସଜବାଜ ଚାଲିଥାଏ ରାଜା ନିଜ ଭଉଣୀ ଠାରୁ ଜାଣିବାକୁ ପାଇଲେ ରାଜା ଶିକାରକୁ ଯାଇଥିବା ଏକ ନାଗ ସାପକୁ ମାରିଥିଲେ ଏବଂ ସେହି ନାଗ ସାପ କେହି ନୂହେଁ ନାଗ ଦେବତା ଥିଲେ ରାଣୀ ପ୍ରତିଦିନ ରାଜାଙ୍କ ପଛେ ଜଙ୍ଗଲକୁ ଯାଉଥିଲେ ରାଣୀର ରୂପଦେଖି ନାଗରୂପି ନାଗ ଦେବତା ମନୂଷ୍ୟ ରୂପ ଧାରଣ କରି ରାଣୀଙ୍କ ସହିତ ପ୍ରେମ କରୁଥିଲେ । ନାଗ ସାପକୁ ମାରି ଦେଇଥିବାର ଶୁଣି ରାଣୀ ଅତ୍ୟନ୍ତ ମର୍ମାହତ ହୋଇଥଲେ ସେ ଗପନରେ ଜଙ୍ଗଲକୁ ଯାଇ ନାଗ ସାପର ମୁଣ୍ଡଆଣି ନିଜ ବଗିଚାରେ ପୋତି ପାଣି ଦେଉଥିଲେ । ସେଠାରୁ ଏକ ଫୁଲଗଛ ଜାତ ହେବାର ଦେଖି ରାଣୀ ପ୍ରତିଦିନ ସେହି ଫୁଲ ଗଛରେ ପାଣି ଦିଅନ୍ତି ଏବଂ ଦିନେ ସେହି ଗଛରୁ ଏକ ଅଦ୍ଭୁଦଫୁଲ ଫୁଲ ଫୁଟି ସମସ୍ତଙ୍କ ମନମୁଗ୍ଧ କରୁଥିଲା । ରାଣୀ ଚରିତ୍ରାହୀନା ଜାଣିବାପରେ ରାଜା ରାଣୀର ସର୍ତ୍ତ ଅନୁଶାରେ ସର୍ବସାଧାରଣରେ ମକର ତିଥିଦିନ ରାଣୀଙ୍କୁ ତୀରମାରି ବୋଧକରାଯାଇଥିବା ପରମ୍ପାରାକୁ ସାନ୍ତାଳ ଲୋକମାନେ "ବେଝାତୁଞ୍" କରି ନିଜର ଅସ୍ମିତାକୁ ମନେ ପକାଇଥାନ୍ତି । (ରାଇରଙ୍ଗପୁରରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   20-Aug-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   20-Aug-2026
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026

You Might Also Like