-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ଅନୁପ୍ରବେଶକାରୀଙ୍କ କବ୍ଜାରେ ସରଂକ୍ଷିତ ଜଙ୍ଗଲ,  ଉଚ୍ଛେଦ ଦାବିରେ ବନ ସୁରକ୍ଷା ସମିତିର ରେଞ୍ଜ କଯ୍ୟାଳୟ ଘେରାଉ। -୧୮ ରେ ଜାତୀୟ ରାଜପଥ ଅବରୋଧ ସହ ଡିଏଫଓ ଅଫିସ ଘେରିବେ

11-Jan-2021



ରେଢାଖୋଲ(ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅନ୍ତର୍ଗତ ଲଣ୍ଡାକୋଟ, ଗାଈଘାଟି, ରତାଖଣ୍ଡି ଓ ପଡ଼ିଆବାହାଳ ରେଞ୍ଜ ଅନ୍ତର୍ଗତ ପୁରୁଣାପାଣି ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ଦିନକୁ ଦିନ ଆନ୍ତ ରାଜ୍ୟ  ଅନୁପ୍ରବେଶ କାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ଏହି ଅନୁପ୍ରବେଶ କାରୀ ମାନେ ଜନ ବସତି କରିବା ସହ ସରଂକ୍ଷିତ ଜଙ୍ଗଲ ସବୁରୁ ମୂଲ୍ୟବାନ ଗଛ ସବୁ କାଟି ଚାଷ ଜମି କରୁଛନ୍ତି।ଏହି ଅନୁପ୍ରବେଶ କାରୀଙ୍କ ପାଇଁ ଉକ୍ତ ଅଞ୍ଚଳର ଜଙ୍ଗଲ ସବୁ ନଷ୍ଟ ହୋଇ ଗଲାଣି।ଏପରିକି ଅନୁପ୍ରବେଶ କାରୀଙ୍କ ପାଇଁ ଲୋକେ ଉକ୍ତ ଅଞ୍ଚଳରେ  ରହିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ତେବେ ଏହି ଅନୁପ୍ରବେଶ କାରୀଙ୍କ ଉଚ୍ଛେଦ କରିବା ପାଇଁ ଅଞ୍ଚଳବାସୀମାନେ ବନ ବିଭାଗ, ରେଢାଖୋଲ ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ କିମ୍ବା ସୁଫଳ ମିଳୁ ନାହିଁ। ପ୍ରଶାସନ ଓ ବନ ବିଭାଗ ଅବହେଳା ତଥା ଉଦାଶିନତା କାରଣରୁ ଏହାର ସୁଯୋଗ ନେଇ ଘଞ୍ଚ ଜଙ୍ଗଲ ସବୁକୁ କାଟି ଜନ ବସତି, ଚାଷ ଜମି କରି ବଢ଼ାଇ ଚାଳିବାରେ ଲାଗିଛନ୍ତି। ହେଲେ ଦିନକୁ ଦିନ ଅନୁପ୍ରବେଶ କାରୀଙ୍କ  ସଂଖ୍ୟା ବଢୁ ଥିବାରୁ ଜଙ୍ଗଲ ସରକ୍ଷା ଓ ଅନୁପ୍ରବେଶ କାରୀଙ୍କୁ ଉଚ୍ଛେଦ କରା ଯିବାକୁ ନେଇ  କିସିଣ୍ଡା ପଞ୍ଚାୟତର   ବନ ସୁରକ୍ଷା ସମିତି ସଭାପତି  ଶଙ୍କର ନାୟକଙ୍କ ଅଧ୍ୟକ୍ଷତାରେ ରବିବାର ଏକ ଜରୁରୀ ବୈଠକ ହେବା ସହିତ ଆଗାମୀ ଦିନରେ ଏକ ଆନ୍ଦୋଳନାତ୍ମକ ପନ୍ଥା କରିବା ପାଇଁ ନିଷ୍ପତ୍ତି ହୋଇ ଅଛି। କିସିଣ୍ଡା ପଞ୍ଚାୟତ ଅଞ୍ଚଳରେ ଥିବା ସରଂକ୍ଷିତ ଜଙ୍ଗଲ ମାନଙ୍କରେ ଝାରଖଣ୍ଡ ଅନୁପ୍ରବେଶ କାରୀ ମାନେ ଆଜକୁ ବର୍ଷେ କି ୨ ବର୍ଷ ନୁହେଁ ଆଜକୁ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ ହେଲା ଆସି ପ୍ରଶାସନ ଓ ଜଙ୍ଗଲ ବନ ବିଭାଗ ଅପାରଗତା, ଅବହେଳାରୁ ଏହି ଅନୁ ପ୍ରବେଶ କାରୀଙ୍କ କାୟା ବିସ୍ତାର ହେବାରେ ଲାଗିଛି। ଏହାକୁ ନେଇ କିସିଣ୍ଡା ପଞ୍ଚାୟତର ବନ ସୁରକ୍ଷା ସମିତି ପକ୍ଷରୁ 

ଏକ ବୈଠକ ହେବା ସହିତ  ଗିରିଶ୍ଚନ୍ଦ୍ରପୁର ରେଞ୍ଜ କାର୍ଯ୍ୟାଳୟକୁ ଯାଇ ଅନୁପ୍ରବେଶ କାରୀଙ୍କୁ ଯଥା ଶୀଘ୍ର ଉଚ୍ଛେଦ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।  ଏହା ସହ ରେଞ୍ଜ କାର୍ଯ୍ୟାଳୟକୁ ଘେରାଉ ମଧ୍ୟ କରା ଯାଇଥିଲା।ଏହାର ନକଲ କପି ମାନ୍ୟବର ମୁଖ୍ୟମନ୍ତ୍ରୀ, ପିସିସିଏଫ ଭୁବନେଶ୍ୱର, ସମ୍ବଲପୁର ଜିଲ୍ଲାପାଳ, ରେଢାଖୋଲ ଉପଜିଲ୍ଲାପାଳ, ଡିଏଫଓଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରେରଣ କରା ଯାଇ ଥିବା ଜଣା ଯାଇଛି। କରା ଯାଇ ଥିବା ବୈଠକରେ ହୋଇଥିବା ନିଷ୍ପତି ଓ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଝାରଖଣଣ୍ଡି ଅନୁପ୍ରବେଶ କାରୀଙ୍କୁ ହଟାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ଠାରେ ବହୁବାର ଜଣାଇ ଆସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଅସନ୍ତୋଷ ଦେଖା ଦେବା ସହ ଏହାକୁ ନେଇ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରୁ ଅନୁପ୍ରବେଶ କାରୀଙ୍କୁ ହଟାଇବା ଦାବିରେ ଆସନ୍ତା ୧୮ ତାରିଖ ଦିନ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥକୁ ରେଢାଖୋଲ ସ୍ଥିତ ଭୀମ ଭୋଇ କଲେଜ ଛକ ନିକଟରେ ଅବରୋଧ କରିବା ସହିତ ରେଢାଖୋଲ ଡିଏଫଓଙ୍କ କାର୍ଯ୍ୟାଳୟ ଘେରିବାକୁ  ବୈଠକରେ ନିଷ୍ପତି ହୋଇଛି।ଅନ୍ୟ ମାନଙ୍କ ଦାବିପତ୍ର ପ୍ରଦାନ ବେଳେ ଓ  ଏହି ବୈଠକରେ ବିପିନ ବିହାରୀ ପ୍ରଧାନ, ରୋହିତ କୁମାର ଭୋଇ, ନାରାୟଣ ନାୟକ, ପ୍ରମୋଦ କୁମାର ମାଝୀ ପ୍ରମୁଖ  ପ୍ରାୟ ୪ ଶହ ପାଖାପାଖି ସଭ୍ୟ ଯୋଗ ଦେଇଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like