-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||      ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   (05-May-2026)       ||      କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ    (05-May-2026)       ||      ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||     

HOME   ଜିଲ୍ଲା

୭ମ ବର୍ଷ ଦଣ୍ଡପାଟଧନୁଯାତ୍ରା ମହୋତ୍ସବ, ମଶାଲ ଯାତ୍ରାରେ ଦୁଲୁକିଲା ଦଣ୍ଡପାଟ ।

29-Dec-2024



ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ହାଇସ୍କୁଲ ପଡିଆ ଠାରେ ୭ମ ତମ ଦଣ୍ଡପାଟ ଧନୁଯାତ୍ରା  ଉଦ୍ଘାଟିତ ହୋଇ ଯାଇଛି ।ମଧ୍ୟାହ୍ନ ସମୟରେ ବେହେରା ଦନ୍ତେଶ୍ୱରୀ ମନ୍ଦିର ରେ ଦେବୀ ଙ୍କ ପୂଜନ ସହ ପୂର୍ବରୁ ଆମନ୍ତ୍ରିତ ଗୋତମୁଣ୍ଡା ର ସର୍ବ ମଙ୍ଗଳା ଦେବୀ ଙ୍କ ଲାଠି,ଧଅଁର ପୂର ହାଟ ଗୋଷିଆଣୀ ଙ୍କ ଲାଠି, ସାଗଵାହାଳି ର ଦେବୀ ବୋଟକେନ ଲାଠି,ବେହେରା ର ବୁଢ଼ାରଜା ଦେବ ଙ୍କ ଲାଠି  ସହ ଏକ ଭବ୍ୟ ମଶାଲଯାତ୍ରା ଗ୍ରାମ୍ୟ ପରିକ୍ରମା କରାଯାଇ  ଉତ୍ସବ ପଡିଆ ରେ ସ୍ଥାପିତ କରାଯାଇ ଶୁଭାରମ୍ଭ ର ଶଙ୍ଖନାଦ କରାଯାଇଥିଲା।ମଶାଲ ଯାତ୍ରାରେ ଅଞ୍ଚଳର ହଜାର ହଜାର ଲୋକ ସାମିଲ ହୋଇ ଥିଲେ।। ପ୍ରଥମ ସନ୍ଧ୍ୟା ରେ  ଡହଗାଁ ଗୋନ୍ତିଆ ତଥା ଦଣ୍ଡପାଟ ର ମାଫିଦାର ସ୍ୱର୍ଗୀୟ ଗଜାନନ ପୁଝାରୀ ଙ୍କ ବଂଶଜ ବଳରାମ ପୁଝାରୀ ବିଶିଷ୍ଟ ଅତିଥି , ମୁଖ୍ୟ ଅତିଥି ଭାବରେ ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା,ମୁଖ୍ୟ ବକ୍ତା ଭାବରେ ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ଗୋତମୁଣ୍ଡା ଗୋନ୍ତୀଆ, ଜୟନ୍ତପୁର ଗୋନ୍ତୀଆ ଯୁବରାଜ ନାଏକ,ବେହେରା ଗୋନ୍ତିଆ ମଣିଭଦ୍ର ନାଏକ,ଧଅଁର ପୂର ଗୋନ୍ତିଆ ସୁରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ହୋଇ ଆୟୋଜକ କମିଟି କୁ ପ୍ରଶଂସା କରିଥିଲେ । ଦଣ୍ଡପାଟ ର ଯୁବକ ମାନଙ୍କ ପ୍ରବଳ ଇଚ୍ଛା ଶକ୍ତି ଧନୁଯାତ୍ରା କୁ ବିକାଶ ର ଯାତ୍ରା ରେ ପରିଣତ କରିଦେଇଛି, ଏହି ମଞ୍ଚରେ ନେତା ମନ୍ତ୍ରୀ ପ୍ରଶାସନ ଅଧିକାରୀ ଙ୍କୁ ନିମନ୍ତ୍ରଣ କରି ଅଂଚଳର ବିଭିନ୍ନ ସମସ୍ୟା କୁ ଉପସ୍ଥାପନ ପୂର୍ବକ ସମାଧାନ ର ପ୍ରତିଶ୍ରୁତି ସାଉଁଟି ଧନୁଯାତ୍ର କୁ ଦଣ୍ଡପାଟ ର ଗଣ ଉତ୍ସବ ରେ ପରିଣତ କରି ଦେଇଥିବାରୁ ଯୁବକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ପ୍ରଥମ ସନ୍ଧ୍ୟାରେ ଉଗ୍ରେସନ ଙ୍କ ଗାଦିଚ୍ୟୁତ,ଦେବକୀ-ବାସୁଦେବ ବିବାହ  ଓ କଂସ ଙ୍କ ରାଜ୍ୟାଭିଷେକ ମଂଚସ୍ଥ ହୋଇଥିଲା।ଆୟୋଜକ କମିଟି ର ସଭାପତି ବିନ୍ଦୁସାର ବିଶି, ଉପସଭାପତି ଉପେନ୍ଦ୍ର ନାଏକ,ସମ୍ପାଦକ ଲଲିତ ବାଣୁଆ, କୋଷାଧ୍ୟକ୍ଷ ବାଳ କୃଷ୍ଣ ବିଶି,ବରିଷ୍ଠ ସଦସ୍ୟ ଭବାନୀ ବାରିକ, ଭବେଶ ଗଈନ୍ତା,ଭିକାରୀ ଗୋପାଳ,ହୁକିମ ବିଶି, ତ୍ରିଲୋକ ସିଂହ,କ୍ଷୀରସିନ୍ଧୁ ବାଗ,ଚନ୍ଦ୍ରକାନ୍ତ ରଣା,ଅଭୟ ସିଂହ ରାଜପୁତ,ଅଜୟ ତିୱାରୀ,ରଜନୀକାନ୍ତ ନାଏକ,ତରେସ ବିଶି, ସମେତ ଅନ୍ୟାନ୍ୟ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ । ଏହି ମହୋତ୍ସବ ଆସନ୍ତା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଚଳିତ ବର୍ଷ କଳାହାଣ୍ଡି ରାଜ ଦରବାର ଆକୃତି ର ରଙ୍ଗମଞ୍ଚ ଆକର୍ଷଣ ର କେନ୍ଦ୍ର ପାଲଟି ଥିବା ବେଳେ ମିନା ବଜାର ସମେତ ରଂଗବିରଂଗୀ ଆଲୋକମାଳ  ସାଜସଜ୍ଜା ଓ କଂସ ଭୂମିକାରେ ସୋନପୁର ର ଗୋପାଳ ପଣ୍ଡାଙ୍କ ଚମତ୍କାର ଅଭିନୟ ହଜାର ହଜାର ଦର୍ଶକ ଙ୍କୁ ଆକୃଷ୍ଟ କରୁଥିବା ଦେଖା ଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   05-May-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   05-May-2026
  ଜିଲ୍ଲା  
ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   05-May-2026
  ଜିଲ୍ଲା  
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   05-May-2026
  ଜିଲ୍ଲା  
ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   05-May-2026

You Might Also Like