-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-May-2026
ବରପାଲି - (ସୁଦାମ ଦୀପ ) ଗୋଡଭଗା ଠାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ଉତ୍ତରୀୟ ଓ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ ଆଂଚଳିକ ସାହିତ୍ୟ ପରିଷଦର ସଦସ୍ୟ |ସମ୍ବର୍ଦ୍ଦନା ପ୍ରଦାନ ସମୟରେ ଆଂଚଳିକ ସାହିତ୍ୟ ପରିଷଦର ସଭାପତି ଦଶରଥ ଭୋଇ,ସମ୍ପାଦକ ସୁରେନ୍ଦ୍ର କଠାର, କୋଷାଧ୍ଧକ୍ଷ ଦୁର୍ଲଭ ଗଡତିଆ,ସାମ୍ବାଦିକ କୀର୍ତ୍ତନ ବିଶ୍ବାଲ ଓ ସଂସାର ପ୍ରଧାନ ଉପସ୍ଥିତ ଥିଲେ l