-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

05-May-2026



କଟକ ରଘୁନାଥ ଜୀଉ ମହାବିଦ୍ୟାଳୟର ପୁର୍ବତନ ଉପlଧକ୍ଷ ତଥା ବରିଷ୍ଠ  ଅର୍ଥନୀତି ଅଧ୍ୟାପକ ଡ଼. ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଚନ୍ଦ୍ରମୋହନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି  ଉତ୍ସବରେ  ଅର୍ଥନୀତିଜ୍ଞ ତଥା ପୂର୍ବତନ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ. ସତ୍ୟକାମ ମିଶ୍ର, ମହାବିଦ୍ୟାଳୟର ପୁର୍ବତନ ପରିଚାଳନା କମିଟି ର ସଭାପତି ରଘୁନାଥ ପ୍ରାସାଦ ଦାସ୍, ପୂର୍ବତନ ସଂପାଦକ ନୃସିଂହ ଚରଣ ପାତ୍ର, ୬୬୨ ଶିକ୍ଷକ ସଂଘର ସଭାପତି  ଅଧ୍ୟାପକ ଡ ଗୋଲକ ଚନ୍ଦ୍ର ନାୟକ ଓ ସଂପାଦକ ଡ଼  ଗଗନ ବେଉରା  ଯୋଗ ଦେଇ  ଡ. ଲକ୍ଷ୍ମୀ ନାରାୟଣ ପଣ୍ଡା ଉଦ୍ଦେଶ୍ୟରେ   କହିଥିଲେ ଯେ  ବୃତ୍ତିରେ ଯଦିଓ  ଡ. ପଣ୍ଡା ଜଣେ ଛାତ୍ର ବାତ୍ସଳ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଥିଲେ କିନ୍ତୁ ଦୀର୍ଘ ୩୪ ବର୍ଷ ର କର୍ମମୟ ଜୀବନରେ  ବିଭିନ୍ନ ଘlତ ପ୍ରତିଘlତ ପରିସ୍ଥିତି ରେ ସମ୍ମୁଖୀନ ହୋଇ ମଧ୍ୟ ଜୀବନ ଯୁଦ୍ଧ ରେ  କେବେ ହlରିଯାଇ

ନଥିଲେ ବରଂ ମହାବିଦ୍ୟାଳୟର ପୂର୍ଣ୍ଣ ବିକାଶରେ ନିଜକୁ ସମ୍ପୂର୍ଣ ସମର୍ପିତ କରିଥିଲେ। ଅନୁଷ୍ଠାନର  ଶୈକ୍ଷିକ ଭୌଗୋଳିକ କଳେବର, ଶିକ୍ଷା ବ୍ୟବସ୍ଥା, କ୍ରୀଡ଼ା ଓ ସାଂସ୍କୃତିକ ଉକ୍କର୍ଷତl ପ୍ରତିପାଦନ କରି ସମାଜ ସେବାରେ ମଧ୍ୟ ନିଜର ନିରବିଛିନ୍ନ ପ୍ରତିବଦ୍ଧତା ଓ  ସଂକଳ୍ପ ବଦ୍ଧତl ଦ୍ବାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କେବଳ  ସେତିକି ନୁହେଁ  ସମକାଳୀନ ବେସରକାରୀ ମହାବିଦ୍ୟାଳୟ ରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ବେଇ ଗଠିତ ସଂଘ ମାଧ୍ୟମରେ ନେତୃତ୍ଵ ନେଇ ସରକାରଙ୍କ ପାଖରେ ମହାବିଦ୍ୟାଳୟର ଅଧ୍ୟାପକ ଙ୍କ ଦାବୀ ଉପସ୍ଥାପନ କରି ସମାସ୍ତ ଙ୍କ ପ୍ରିୟ ଭlଜନ ହୋଇ ପାରିଥିଲେ। ଆପଣଙ୍କ  ସେବା ମନୋ ଭାବ  ସମସ୍ତ ଙ୍କୁ ନିଶ୍ଚୟ ଉଦବୁଦ୍ଧ କରିବ ଏଥିରେ ସନ୍ଦେହ ନାହିଁ। ଏହି  ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ  ମହାବିଦ୍ୟାଳୟ ପକ୍ଷରୁ  ଏବଂ ବିଭିନ୍ନ ମହାବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ  ଡ଼ ପଣ୍ଡାଙ୍କୁ  ମାନପତ୍ର ଓ ପୁଷ୍ପଗୁଛ ଓ ସାଲ  ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇ ଥିଲା।   ଅଧ୍ୟାପିକା ତନୁଜା ରାଉତ୍    ମାନପତ୍ର ପାଠ କରିଥିଲେ ମହାବିଦ୍ୟାଳୟ  ପୂର୍ବତନ ପରିଚାଳନା କମିଟି ସଦସ୍ୟ ଇଁ  ସୁବିର ଦାସ, ଡ଼. ମିନତି ପlତ୍ର, ପତ୍ନୀ ପ୍ରଫେସର୍ ଡ. ଅବନ୍ତିକl କର, ସମେତ ସମସ୍ତ ପରିବାର ସଦସ୍ୟ ଙ୍କ ସମେତ 
ଶ୍ରୀ ସାଧୁ ଚରଣ ଦାସ, ପ୍ରମୋଦl ଦାସ୍, ଡ଼. ସତ୍ୟଜିତ ମହାପାତ୍ର, ଡ଼. ପ୍ରଫେସର୍ ସୁରେଖା ସୁନ୍ଦରୀ ସ୍ୱାଇଁ, ୬୬୨ ମହାବ୍ୟାଳୟ ସଂପାଦକ ଯେ ସତlପ ଉଦ୍ଧିନ,  ଉପସଭାପତି ଡ଼. ତପନ ଜେନା, ପଟିଆ ଏମ ଡି କଲେଜ ର ଅଧକ୍ଷ ଡ. ପ୍ରଶାନ୍ତ ରାଉତ , ଡ. ହେମନ୍ତ କୁମାର ପରିଡ଼ା, ଡ. ସୋମନାଥ ମିଶ୍ର, ବିଜୟ କୁମାର୍ ମହାନ୍ତି, ଶ୍ରୀ ସାଧୁ ଚରଣ ଦାସ,  ବରିଷ୍ଠ ଅଧ୍ୟାପକ ଡ଼. ସରୋଜ ଦlଶ, ଡ଼ ଅକ୍ଷୟ ନାୟକ, ଅଧ୍ୟାପିକା ଅନିମା ମହପ୍ରସସ୍ଥ୍,  ମୀରା ବେଉରା, ଡ. ସୁଧlମୟୀ ବେହୁରା ଡ଼ ପଣ୍ଡା ଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ତାଙ୍କର  ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ ।
କାର୍ଯ୍ୟକ୍ରମ କୁ ଅଧ୍ୟାପିକା କlନ୍ତିରେଖl ବିଶ୍ଵାଳ ସଂଯୋଜନା କରିଥିଲେ। ବରିଷ୍ଠ ଅଧ୍ୟାପକ ଏକାଦଶୀ ସାହୁ, ଅଧ୍ୟାପକ

ପ୍ରଦୀପ୍ତ କୁମାର ନାୟକ ପ୍ରଶାନ୍ତ କୁମାର ପ୍ରଧାନ , ଅଧ୍ୟାପକ ପ୍ରିୟନାଥ ମିଶ୍ର, ତରୁଣ ସାମଲ,  ତୃପ୍ତି ମିତ୍ରl କର, ରୋଜାଲିନ ସାମଲ , ରମେଶ ଚନ୍ଦ୍ର ବିଶ୍ବାଳ , ଅଧ୍ୟାପିକା ଚନ୍ଦନl ମହାନ୍ତି ଓ  ସସ୍ମିତା ବିଶ୍ଵାଳ ପରିଚାଳନା କରିଥିଲେ।   ଏହି ଉତ୍ସବରେ ପୁର୍ବତନ ଅଧ୍ୟାପକ ଅନନ୍ତ ଚରଣ ନାୟକ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପକl କର୍ମଚାରୀ ଉପସ୍ଥିତ  ହୋଇ  ଶୁଭକାମନା ଜଣାଇଥିଲେ ମହାବିଦ୍ୟାଳୟର  ରାଜନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡ. ଶାରଦା କାନ୍ତ ମିଶ୍ର ଉତ୍ସବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like