-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2024
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଟିକେଟ କାଉଣ୍ଟର ରେ ଅନେକ ସମୟରେ ଦଳାଳ ଭିଡ ହୋଇ ଟିକେଟ କାଟି ଚଢା ଦର ରେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ କଣ୍ଟାବାଞ୍ଜି ରେ ଟିକେଟ କାଟିବାକୁ ଦଳାଳ କଣ୍ଟାବାଞ୍ଜି ଆରପିଏଫ ପୋଲିସ କୁ ଦିନ କୁ ୧୦ ହଜାର ଟଙ୍କା ଲାଞ୍ଚ ହେଉଥିବା ତାଙ୍କୁ ଆରପିଏଫ ପୋଲିସ କର୍ମଚାରୀ
ମାନେ ଟିକେଟ କାଟିବାକୁ ଦଳାଳ ଙ୍କୁ ସହଯୋଗ କରୁଥିବା ଖୋଦ ଟ୍ରେନ ଟିକେଟ ଦଳାଳ ଧିରଜ ସାମ୍ବାଦିକ ମାନେ ପ୍ରକ୍ରିୟା ନେବାରୁ ସୁଇକାର କରିଛନ୍ତି। ଖୋଲମଖୋଲ ଟିକେଟ ଦଳାଳ ଜଣକ ଟିକେଟ କାଟି ଚଢା ଦରେ ବିକ୍ରି କରୁଥିବା ବେଳେ ହାତ ବାନ୍ଧି ଚୁପ ବସିଛି ସମ୍ବଲପୁର ରେଲ ମଣ୍ଡଳ। ଏହା ଉପରେ ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।