-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ

25-Dec-2024



ଯାଜପୁର ଜିଲ୍ଲା ବରୀ ଏକ କୃଷିପ୍ରଧାନ୍ୟ ଅଂଚଳ ଶତକଡା ୭୦ ଭାଗ ଲୋକ ବିଲରେ ଚାଷ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବରୀ, ଅରଙ୍ଗାବାଦ, ଉଦୟନାଥପୁର, ରତଳାଙ୍ଗ, ବାଲିଆ, ରନ୍‌ଗିରି, ଅମଠପୁର, ଅନ୍ୟାସିପୁର ଆଦି ଅଂଚଳରେ ଚଳିତ ବର୍ଷଧାନ ଫସଲ ଖୁବ ଉନ୍ନତ ମାନର ହୋଇଥିଲା | ହେଲେ ଲଗାଣ ବର୍ଷା ଚାଷୀ ମାନଙ୍କ ଚିନ୍ତା ବଢାଇ ଦେଲା । ଦୁଇ ଦିନ ତଳେ ବିଲରେ ଖେଳୁଥିଲା ପାଚିଲା ଧାନ କେନ୍ଦା I ଯାହାକୁ ଦେଖି ଚାଷୀ ଭାଇ ଜଣଙ୍କ କେତେ କଣ ସ୍ୱପ୍ନ ଦେଖିଥିଲା ଧାନ ଅମଳ ହେବ ତାକୁ ବିକି ଚାଷୀ ପରିବାର ର ଅର୍ଥିକ ସମ୍ବଳ ଦୃଢ ହେବା ହେଲେ ଲଗାଣ ବର୍ଷା ଚାଷୀ ପରିବାରର ଏହି ସ୍ୱପ୍ନକୁସ୍ୱପ୍ନରେ ରଖିଦେଲା I ଦୁଇ ଦିନ ଧରି ବର୍ଷା ଲଗି ରହୁଥିବାରୁ ଚାଷୀ କୂଳର ମେରୁଦଣ୍ଡ ଭାଙ୍ଗି ଯାଇଛି| ମୁଣ୍ଡରେ ହାତ ଦେଇ ଲୁହ ଭରା ଆଖିରେ ନିଜର ଉଜୁଡା ବିଲକୁ ଅନାଇ ବସିଛି ଓ ପ୍ରଶ୍ନ କରୁଛି କିପରି ପୋଷିବି ମୋ ପରିବାରକିପରି ସୁଜିବି ଚାଷ କରିବା ଲାଗି କରିଥିବା ଋଣ କିଏ କରିବ ଆମ କ୍ଷତିର ଭରଣା ବର୍ଷ ଛାଡିବ ବଡ ବଡ ଗାଡରେ ସରକାରୀ ରୀ ବାବୁ ଆସିବେ ରାସ୍ତାରେ ଛିଡା ହୋଇ ଆମ ବିଲକୁ ଦେଖିବେ ଫଟୋ ଟୋ ଉଠାଇବେ ଚାଲିଯିବେ ପରେ କହିବେ ବ ଆମେ ଚାଷୀଙ୍କ କ୍ଷତି ପରିମାଣ ଆକଳନ କରି କ୍ଷତି ପୂରଣ ଦେବୁ। ଦେ ଆପଣ ମାନଙ୍କୁ ପ୍ରଶ୍ନ ଆମେ ବିଲକୁ ନଗଲେ ଚାଷ ହୋଇ ପାରିବକି ? ତେବେ ସରକାରୀ ବାବୁ ମାନେ ରାସ୍ତାରେ
ଛିଡା ହୋଇ ଫଟୋ ଉଠାଇ ଆମ ଚାଷ ଷରେ ହୋଇଥିବା କ୍ଷତି ର ପରି ମାଣ ମାଣ ଜାଣନ୍ତି କିପରି। ବାବୁ ମାନେ କେବଳ ଭାଷଣରେ କୁହନ୍ତି ଚାଷୀ ବଂଚିଲେ ଦେଶ ବଂଚିବ, ଚାଷୀ ଚ ଫସଲ ଫଳାଇଲେ ଦେଶ ବା ବାସୀଙ୍କୁ ଆହାର ମିଳିବ କିନ୍ତୁ ପ୍ରକୃତରେ କେହି ବି କେବେ ବି ଚାଷୀର ଦୁଃଖରେ ଦୁଃଖୀ ହୋଇ ନାହାନ୍ତି କିମ୍ବା ଚାଷୀ ଆଖିର ଦୁଃଖ ମନର କୋହକୁ ଦେଖି ଆହା ପଦେ କହି ନାହାନ୍ତି I ତେଣୁ ସଠିକ ତଦନ୍ତ କରିବା ସହିତ କ୍ଷୟ କ୍ଷତି ଆକଳନ କରି କ୍ଷତିଗ୍ରସ୍ତ କୃଷକ ମାନଙ୍କୁ କ୍ଷତି ପୂରଣ ନମିଳିଲେନ୍ଦୋଳନର ରୂପ ନେବ ବୋଲି ଚାଷୀ ମାନେ ମତ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like