-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସ୍ଥାନୀୟ ରୟାଲ ପଡ଼ିଆ ଠାରେ ଜାନୁୟାରୀ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୧୨ତମ ରାଜ୍ୟ ସ୍ତରୀୟ ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏଥିରେ ଓଡ଼ିଶା ର ବଛାବଛା ସର୍ବମୋଟ୮ଟି ଦଳ ଯୋଗଦେବେ। ପୁଲ୍ ଏ ରେ ବରଗଡ଼ ର ରୋୟାଲ୍ ଷ୍ଟାର,ତରଭା ର ରିଜୁଲ୍,କଳା ପଥର ଇଲେଭେନ୍ ଷ୍ଟାର୍, ସୋନପୁର ଶ୍ରୀୟାନ୍ସ ସ୍ପୋର୍ଟିଂ ଥିବାବେଳେ ପୁଲ୍ ବି ରେ ସୋନପୁର ର ବି ଏସ୍ ଏଫ୍, ସୁରେଶ୍ଵରୀ ଫୁଟବଲ୍ ସୋନପୁର, ମୟୁରଭଞ୍ଜ ର ସିମିଳିପାଲ୍ ୱ।ଇଲ୍ଡ୍ ଟାଇଗର ଓ ଶାନ୍ତି ନଗର ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହେବ।