-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଲଗାତାର ତିନି ଦିନ ଧରି ଦାଦନ ଶ୍ରମିକ ଉଦ୍ଧାର କଲେ ତୁରେକେଲା ପୋଲିସ

25-Dec-2024



ତୁରେକେଲା (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ଭାବେ ବେଶ୍ ପରିଚିତ ଥିବାବେଳେ ବର୍ତ୍ତମାନ ଦାଦନ ଚାଲାଣ ଜୋର ସୋର ରେ ଚାଲିଛି। ଦାଦନ ଶ୍ରମିକ ଚାଲାଣ ଏତେ ଯେ ବୃଦ୍ଧି ପାଇଛି ପଡୋଶୀ ଜିଲ୍ଲା ଯାହାକି ନୂଆପଡ଼ା,କଲାହାଣ୍ଡି, ସୋନପୁର, ବରଗଡ଼ ଜିଲ୍ଲାରୁ ଦାଦନ ଶ୍ରମିକ ଆଣି ବଲାଙ୍ଗିର ଜିଲ୍ଲାର ସର୍ଦ୍ଦାର ମାନେ ଚାଲାଣ କରୁଛନ୍ତି।ଶ୍ରମ ବିଭାଗ ପାଖରେ ପଞ୍ଜିକୃତ ସର୍ଦ୍ଦାର ସଂଖ୍ୟା କମ୍ ଥିବାବେଳେ ସର୍ବାଧିକ ସର୍ଦ୍ଦାର ସ୍ଥାନୀୟ ପୋଲିସ କୁ ହାତକରି ବେଆଇନ ଭାବେ ଚାଲାଣ କରୁଛନ୍ତି। ବଲାଙ୍ଗିର ଜିଲ୍ଲାର ଦାଦନ ଗଡ଼ ର ରାଜଧାନୀ କୁହାଯାଉଥିବା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦାଦନ ଚାଲାଣ କରାଯାଉଛି କିନ୍ତୁ କଣ୍ଟାବାଞ୍ଜି ଥାନା ପୋଲିସ ଓ ରେଲୱେ ପୋଲିସ ମୋଟା ଅଙ୍କର ପାଉଣା ନେଇ ଚୁପ୍ ବସିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।ଇତି ମଧ୍ୟରେ ବଲାଙ୍ଗିର ପୋଲିସ ପ୍ରଶାସନ ମଧ୍ୟରେ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ୧୫ ଥର ଦାଦନ ଶ୍ରମିକ ଉଦ୍ଧାର କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ବିତୀୟ ରେ ବେଲ ପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନ ଦାଦନ ଶ୍ରମିକ ଉଦ୍ଧାର କରି ନାଁ ରଖିଛନ୍ତି। ତୃତୀୟ ରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଦାଦନ ଶ୍ରମିକ ଉଦ୍ଧାର କରିବାରେ ସକ୍ଷମ ହେଇଛନ୍ତି । ଚତୁର୍ଥ ସ୍ଥାନରେ  ଲାଠୋର ଥାନା ଅଧିକାରୀ ରାକେଶ କୁମାର ବେହେରା ଦାଦନ ଶ୍ରମିକ ଉଦ୍ଧାର ମିଶନ ରଖିଛନ୍ତି। ପଞ୍ଚମରେ କଣ୍ଟାବାଞ୍ଜି ପୋଲିସ ରହିଛି ଯାହାକି ଆକଳନ କଲେ କଣ୍ଟାବାଞ୍ଜି ପୋଲିସ ପ୍ରଥମ ସ୍ଥାନ ଅଧିକାର କରିବା କଥା ଯେହେତୁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ହେଉଛି ସର୍ଦ୍ଦାର ଙ୍କ ପେଣ୍ଠସ୍ଥଳୀ। ସୂଚନା ଅନୁସାରେ ୨୨/୧୨/୨୪ ରେ ନୂଆପଡ଼ା ଜିଲ୍ଲାର ତଳକୋଟ ଗାଁ ସର୍ଦ୍ଦାର ଭଜନ ମାଝୀ ଓ ସହଯୋଗୀ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମାଲପଡା ଗାଁ ର ଡାଇମଣ୍ଡ ମାଝୀ ସୁଦୁର ରାଜ୍ୟ ଛତିଶଗଡ଼ ଗରିଆବନ୍ଦ ରୁ ୧୦ ଜଣ ଶ୍ରମିକଙ୍କୁ ଆଣୁଥିବା ସମୟରେ ତୁରେକେଲା ଥାନା ବଡ଼ ଡକଲା ଗାଁ ଠାରେ ଧରାପଡିଥିଲେ। ଉଭୟ ଙ୍କ ନାଁ ରେ ତୁରେକେଲା ଥାନା କେଶ୍ ନମ୍ବର ୩୮୯ ତା.୨୨.୧୨.୨୪ ୟୁ ଏସ ୩୧୮ (୨)/୧୪୩/୧୪୬ ବି ଏନ୍ ଏସ ଆର୍ ଡବ୍ଳୁ ସେକ୍ସନ ୨୫ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ପୁଣି ୨୩/୧୨/୨୪ ରେ ତୁରେକେଲା ଥାନା କୁଶପାଳି ଗାଁ ର ସର୍ଦ୍ଦାର ଗୋକୁଳ ମେହେର (୪୦) ୧୨ ଜଣ ଦାଦନ ଶ୍ରମିକ ଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ମହୁଳପାଟି ଠାରେ ତୁରେକେଲା ପୋଲିସ ଦ୍ବାରା ଧରାପଡିଥିଲା। ଉକ୍ତ ସର୍ଦ୍ଦାର ନାଁ ରେ ତୁରେକେଲା ଥାନା କେଶ୍ ନମ୍ବର ୩୯୦ ତା.୨୩.୧୨.୨୦୨୪ ୟୁ ଏସ ୩୧୮(୨)/୧୪୩/୧୪୬ ବି ଏନ୍ ଏସ ଆର୍ ଡବ୍ଳୁ ଧାରା ୨୫ ରେ ଗୋକୁଳ ମେହେର କୁ କୋର୍ଟ ଚାଲାଣ କରାଯାଇଛି।ଆଜି ପୁଣି ଥରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଟିମନପୁର ଗାଁ ର ସର୍ଦ୍ଦାର ଲେବନୀ ସୁନାନୀ (୪୪) ଏବଂ ସହଯୋଗୀ ଲିଙ୍ଗେଶ୍ବର ଦଣ୍ଡସେନା (୨୭) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମହେଶ୍ବର ଗାଁ ର ୨୫ ଜଣ ଦାଦନ ଶ୍ରମିକ ଙ୍କୁ ଚାଲାଣ କରିବା ପାଇଁ ଆଣୁଥିବା ବେଳେ ତୁରେକେଲା ଥାନା ପଖନମୁଣ୍ଡା ଗାଁ ଠାରେ ତୁରେକେଲା ପୋଲିସ ଧରିଥିଲେ। ଦାଦନ ଶ୍ରମିକ ଙ୍କ ମଧ୍ୟରେ ୧୦ ଜଣ ପୁରୁଷ,୧୧ ଜଣ ମହିଳା ଓ ୪ ଟି ଶିଶୁ ଥିବା ବେଳେ ଉକ୍ତ ସର୍ଦ୍ଦାର ଦ୍ବୟର ନାଁ ରେ ତୁରେକେଲା ଥାନା କେଶ୍ ନମ୍ବର ୩୯୧ ତା.୨୪/୧୨/୨୪ ୟୁ ଏସ ୩୧୮(୨)/୧୪୩/୧୪୬(୩(୫) ବି ଏନ୍ ଏସ/ ଆର୍ ଡବ୍ଳୁ ସେକ୍ସନ ୨୫ ଧାରା ୧୯୭୯ ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ରମାକାନ୍ତ ସାହୁ ଙ୍କ ଭଳି ସମସ୍ତ ଅଧିକାରୀ ଯଦି ସଚ୍ଚୋଟ ଭାବେ ଦାଦନ ଶ୍ରମିକ ଉଦ୍ଧାର କରନ୍ତେ ତାହେଲେ ବଲାଙ୍ଗିର ପୋଲିସ ପ୍ରଶାସନ ର ମିଶନ ଉଦ୍ଧାର କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like