-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ତାମିଲନାଡୁ ରେ ହତ୍ୟା ର ଶିକାର ହୋଇ ଥିବା ଦାଦନ ଶ୍ରମିକ ର ମଳାଦେହ ଗାଁ ରେ ପହଞ୍ଚିଲା

24-Dec-2024



ତରଭା(କପିଳାସ ସେଠ୍) ପେଟ ପାଟଣା ପାଇଁ ଦାଦନ ଶ୍ରମିକ ଭାବରେ ତାମିଲନାଡୁ ରେ କାମ କରୁଥିବା ଶ୍ରମିକ କୌଣସି କାରଣ ରୁ ହତ୍ୟା ର ଶିକାରହେବା ହୋଇ ଥିଲେ I ହତ୍ୟା କାଣ୍ଡ ପରେ ପ୍ରଶାସନ ର ହସ୍ତ କ୍ଷେପ ଯୋଗୁଁ ୭ ଦିନ ପରେ ମୃତ ଶ୍ରମିକଧୂବଳେଶ୍ୱର ସେଠ ଙ୍କ ଶବ ଆଜି ସୋମବାର ନିଜ ଗାଁ ପୁଆ ରେ ପହଁଚିଛି I ପୁଆ ଗାଁ ଓ ସମ୍ପୃକ୍ତ ପଡାରେ ଏକ ଶୋକା କୁଳ ପରିସ୍ଥିତି ସୃଷ୍ଟି ହୋଇ ଥିଲା I ଶବ ପହଞ୍ଚିବା ପୂର୍ବରୁ ତରଭା ତହସିଲଦାର ତଥା ମାଜିଷ୍ଟ୍ରେଟ ତୁଳା ମୁଦୁଲି, ବିଡ଼ିଓ ଗଙ୍ଗାରାମ ବୁଡ଼େକ ଓ ସ୍ଥାନୀୟ ସରପଞ୍ଚ ପ୍ରଭୁଦତ୍ତ ଡାଙ୍ଗ ଶୋକାତୁର ପରିବାର ଙ୍କୁ ଭେଟି ଶାନ୍ତନା ଦେବା ସହ ହରିଶ୍ଚନ୍ଦ୍ର ଯୋଜନାରେ ତିନିହଜାର ଏବଂ ୨ ହଜାର ଟଙ୍କା ସରପଞ୍ଚ ପ୍ରଦାନ କରିଥିଲେ  I ପ୍ରାୟ ଦଶଟା ସମୟରେ ଆମ୍ବୁଲାନ୍ସ ଯୋଗେ ମୃତ ଧୂବଳେ ଙ୍କ ଶବ ପୁଆ ଗାଁ ରେପହଞ୍ଚିଲା ସମୟ ରେ ଗାଁ ହଜାରଧିକମହିଳା, ବୃଦ୍ଧା ଯୁବକ ମୃତ ଦେହ ଦେଖିବା ପାଇଁ ଜମା ହୋଇଥିଲେ  I ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ଵର ଖାଖା ,ସହକାରୀ  ଶ୍ରମ ଅଧିକାରୀ ସପ୍ରୀତ ପ୍ରଧାନ  ପରିବାର ଙ୍କୁ ଶାନ୍ତନା ଦେବା ସହ ପ୍ରଥମ ପର୍ଯ୍ୟାରେ କୋଡିଏ ହଜାର ଟଙ୍କା ସରକାରୀ ସାହାଯ୍ୟ ଦେବା ସହ ଆଗାମୀ ଦିନରେ ପରିବାର ବର୍ଗ ଙ୍କୁ ନିୟମ ମୁତାବକ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ କହିଥିଲେ I ଶତାଧିକ ଗ୍ରାମ ବାସୀ, ତାଙ୍କର ବିଭିନ୍ନ ଗ୍ରାମରୁ ଆସିଥିବା ପରିବାର ବର୍ଗ ଙ୍କ ଉପସ୍ଥିତ ରେ ପରିବାର ରୀତିନୀତି କରାଯାଇ ଗାଁ ନିକଟସ୍ଥ ଶୁକ ତେଳ ନଦୀ କୂଳରେ ଅନ୍ତିମ ଶବସତ୍କାର କରାଯାଇଥିଲା I ମୃତ ଧୂବଳେ ଙ୍କ ବଡ ଭାଇ କୁଶଳେ ସେଠ ମୁଖାଗ୍ନି ଦେଇଥିଲେ I  ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକଅନ୍ତର୍ଗତ ପୁଆ ଗ୍ରାମର ସ୍ବର୍ଗତ ଶ୍ରୀଧର ସେଠ ଙ୍କ ସାନ ପୁଅ ଧୂବଲେଶ୍ୱର ସେଠ ଆଠ ବର୍ଷ ହେଲା ତାମିଲନାଡୁ ଯାଇ ସେଠାରେଦାଦନ ଶ୍ରମିକଭାବରେ ଏକ ଘରୋଇ କମ୍ପାନୀ ରେ କାମ କରିଥିଲେ I ତାଙ୍କ ପରିବାର ଙ୍କ କହିବା ଅନୁଯାୟୀ ଧୂବଲେଶ୍ୱର ସେଠ ତାମିଲନାଡୁର ଏପେଡ଼ାଇ ଜିଲ୍ଲା ର ଇ ରୋଡ଼ ସ୍ଥିତ ରାଜ ଗୁରୁ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀରେ ଦୀର୍ଘଦିନ ୮ ବର୍ଷ ହେବ କାମ କରୁଥିଲେ  I ଗତ ୧୭/୧୨ ବୁଧୁବାର ରେ ଶ୍ରୀକାନ୍ତ ମହାକୁର ନାମକ ବ୍ୟକ୍ତି ସେଠାରୁ ଧବଳେଶ୍ୱର କୁ ମାରି ଦିଆଯାଇଛିବୋଲି ଫୋନ ମାଧ୍ୟମରେ ପୁଆ ରେ ଥିବା ତାଙ୍କ ପରିବାରକୁ ଜଣାଇଥିଲେ I ଖବର ପାଇବା ପରେ ପରିବାର ପକ୍ଷରୁ ତାର ବଡ ଭାଇ କୁଶଲେଶ୍ୱର ସେଠ ପ୍ରଥମେ ନିକଟସ୍ଥ ମେଣ୍ଡା ଫାଣ୍ଡି ଅଧିକାରୀ ଙ୍କ ଠାରେ ମୋ ଭାଇ କୁ ହତ୍ୟା କରାଯାଇଛି ଓ ତାର ମୃତ ଦେହ ଆଣିବା ପାଇଁ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗ ପାଇବା ପରେ ଫାଣ୍ଡି ଅଧିକାରୀ ଏସ ଆଇ ରବୀନ୍ଦ୍ର ସାହୁ ତରଭା ଆଇ ଆଇ ସି ଙ୍କ ନିର୍ଦ୍ଧେଶ କ୍ରମେ ତଦନ୍ତ ଆରମ୍ଭ କରି ଦେଇଥିଲେ I ଆଜି ୧୮/୧୨ ରେ  ମୃତକଙ୍କ ପରିବାର ପକ୍ଷରୁ ବଡ ଭାଇ କୁଶଳେଶ୍ୱର ସେଠ, ପୂର୍ଣ୍ଣ ସେଠ, ସର୍ଜ ନ ସେଠଙ୍କ ସହ ଅନ୍ୟ ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଦୁର୍ବୃତ୍ତ ମାନେ ତାଙ୍କ ଭାଇକୁ ହତ୍ୟା କରି ଥିବା ଅଭିଯୋଗ କରିବା ସହ ତାଙ୍କ ମୃତ ଦେହ ପ୍ରଶାସନ ସହାୟତାରେ ନିଜ ବାସ ଭବନ କୁ ଆଣିବା ପାଇଁ ଗୁହାରି କରିଥିଲେ I ତାମିଲନାଡୁରୁ ପୁଆ ଗ୍ରାମ କୁ ଦାଦନ ଶ୍ରମିକ ଧୂବଳେଙ୍କ ମୃତ ଦେହ ଆଣିବାରେ ମେଣ୍ଡା ଫାଣ୍ଡି ଅଧିକାରୀ ସବ ଏନେ୍ସ୍ପେକଟର ରବୀନ୍ଦ୍ର ସାହୁ ଓ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀଙ୍କ  ବିଶେଷସହରହି ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି  I


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like