-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): ଓଡିଶା ରାଜ୍ୟ ବେସରକାରୀ ଶିକ୍ଷକ କର୍ମଚାରୀ ସଂଘର ଦାବୀ ଗୁଡିକ ପ୍ରତି ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ସଙ୍ଘ ତରଫରୁ ଦସ୍ତଖତ ଅଭିଯାନ ର ଶୁଭାରମ୍ଭ ଆଜି ଆରମ୍ଭ ହୋଇଛି l ଆଜି ଘଣ୍ଟାପଡା ଯୁକ୍ତ 3 ମହାବିଦ୍ୟାଳୟ ସମ୍ମୁଖରେ ବରିଷ୍ଠ ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରାଙ୍କ ଦ୍ଵାରା ଏହି ଅଭିଯାନର ଶୁଭାରମ୍ଭ କରା ଯାଇଥିବା ପ୍ରକାଶ l ଏହି ଅଭିଯାନରେ ଆଂଚଳିକ ଗ୍ରାମ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ସୁବାଷ ବାରିକ, ରିଚପାଲ ବଗର୍ତ୍ତୀ , ଟଙ୍କଧର କମ୍ପ , ଓ ଅଣ କର୍ମଚାରୀ ପଞ୍ଚାନନ ଚୂହାନ , କ୍ଷୀରୋଦ୍ର ରଣା ପ୍ରମୁଖ ସାମିଲ ହୋଇ ଥିଲେ।