-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଜାତୀୟ ଗଣିତ ଦିବସ ପାଳିତ ହୋଇଥିଲା।ଏହି ଅବସରରେ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଜୟଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଅନୁଷଠାନର ଅଧ୍ୟକ୍ଷ ଡକ୍ଟର ଜୟ ପ୍ରକାଶ ଦାଶ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ସପନା ସେଠ, ଡକ୍ଟର ପ୍ରଶାନ୍ତ କୁମାର ନିଖଣ୍ଡିଆ,ମମତା ମଞ୍ଜରୀ ସାହୁ,ମିନାକ୍ଷୀ ମେହେର,ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟ। ମିତ୍ର,ସ୍ୱ।ଗତିକା ବଳୀଆରସିଂ ତଥା ଗୁରୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି ଅବସରରେ ବୃକ୍ଷ ରୋପଣ, ପୋଷ୍ଟର ପ୍ରଦର୍ଶନୀ, କୁଇଜ ଓ ପ୍ରେରଣାତ୍ମକ ଭିଡିଓ ଆଦି ପ୍ରଦର୍ଶିତ କରାଯାଇଥିଲା।