-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ    (21-Jun-2026)       ||      ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   (21-Jun-2026)       ||      ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (21-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   (21-Jun-2026)       ||      *ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   (21-Jun-2026)       ||      ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   (21-Jun-2026)       ||      ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||      ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   (20-Jun-2026)       ||      *ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   (20-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (20-Jun-2026)       ||      ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ    (20-Jun-2026)       ||      ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ    (20-Jun-2026)       ||      ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ   (20-Jun-2026)       ||     

HOME   ଜିଲ୍ଲା

ଲାଞ୍ଜିଗଡବ୍ଲକ ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି

15-Dec-2024



(ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ତିଗଡ ସରକାରୀ 5t ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ବିଜେଡ଼ି ସରକାର ଶାସନ ସମୟ ରେ 2023 /24 ମସିହା ରେ ଉକ୍ତ ସ୍କୁଲ ର ରୂପାନ୍ତିକରଣ ପାଇଁ 5t ଯୋଜନା ରେ ପାଖା ପାଖି ସତୁରି ଲକ୍ଷ୍ୟ ଟଙ୍କା ର ବିଭିନ୍ନ କାର୍ଯ୍ୟ ତତ କାଳୀନ ବିଡ଼ିଓ ଏବଂ ଲାଞ୍ଜିଗଡ ବ୍ଲକର ଜଣେ ବିଜେଡ଼ି ନେତ୍ରୀ ଙ୍କ ସ୍ୱାମୀ ନିଜେ ଠିକାଦାର ସାଜି କାର୍ଯ୍ୟ ଟିକୁ ଅତି ରୁ ଅତି ନିମ୍ନ ମାନର କରି ପାଖା ପାଖି 35 ଲକ୍ଷ୍ୟ ଟଙ୍କାର ଘୋଟଲା କରାଯାଇ ଥିବାର ଅଭିଯୋଗ ହୋଇଛି ତିନିରୁ ଚାରି ହଜାର ମାର୍କେଟ ଭେଲୁ ଥିବା ଚିୟାର ଟେବୁଲ କୁ 12 ରୁ  15 ହଜାର ଟଙ୍କା ର ଅତ୍ୟଧିକ ଚଢ଼ା ଦରରେ ବିଲ କରାଯାଇ ଥିବା ବେଳେ ଅନେକ କାର୍ଯ୍ୟ ନ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ମିଥ୍ୟା ବିଲ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ଧମକ ଚମକ ଦେଇ ଦସ୍ତଖତ କରାଇ ଥିବା ସେହି ନାରୀ ନେତ୍ରୀ ଙ୍କ ସ୍ୱାମୀ ଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି! ତତ ସଂଗେ ସଂଗେ ଉକ୍ତ ସ୍କୁଲ ରେ ଶ୍ରମିକ  ମାନଙ୍କ ନାମରେ ଦଶଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ର ମିଥ୍ୟା ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ଏହି ସ୍କୁଲ କାର୍ଯ୍ୟ ମହା ଘୋଟାଲା ରେ ତତ କାଳୀନ ବିଡ଼ିଓ ଏବଂ ସମ୍ପୃକ୍ତ ଠିକାଦାର ଓ ସ୍କୁଲ କୁ ବିଭିନ୍ନ ସାମଗ୍ରୀ ଯୋଗାଇ ଥିବା ଜଣେ ଅସାଧୁ ବ୍ୟବସାୟୀ ଓ ବ୍ଲକ ଶିକ୍ଷ୍ୟା ଅଧିକାରୀ ଙ୍କ ମିଳି ଭଗତ ରେ ସମସ୍ତ ଦୁର୍ନୀତି ହୋଇଥିବା କୁହା ଯାଉଛି ଏଭଳି କି ସ୍କୁଲ ଏମ ଭି ବିଲ ବୁକ ମଧ୍ୟ ଵେ ଆଇନ ଭାବରେ ଠିକାଦାର ନିଜେ ତାଙ୍କ ନିଜ ହାତ ଲେଖା ଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମିଥ୍ୟା ବିଲ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି!ଏହା ଭାତ ହାଣ୍ଡିରୁ ଗୋଟେ ଏଭଳି ବ୍ଲକ ସମସ୍ତ 24 ଗୋଟି 5t ସ୍କୁଲ ରେ କୋଟି କୋଟି ଟଙ୍କା ର ମହା ଦୁର୍ନୀତି ର ଗନ୍ଧ ପଦାକୁ ଆସୁଛି 
ଏଣୁ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ ନିର୍ଦେଶ ପାଇଁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଗୋଚର ନିମନ୍ତେ ଦାବି ହେଉଛି


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   21-Jun-2026
  ଜିଲ୍ଲା  
ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   21-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   21-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   21-Jun-2026
  ଜିଲ୍ଲା  
*ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   21-Jun-2026
  ରାଜ୍ୟ  
ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   21-Jun-2026
  ଜିଲ୍ଲା  
ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ   20-Jun-2026
  ଜିଲ୍ଲା  
ବରିଷ୍ଠ ମୋହରି ଙ୍କ ପରଲୋକ   20-Jun-2026

You Might Also Like