-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ଶିଶୁ ପ୍ରତିଭା  ରୂପକ ମୁକ୍ତା  ଅନ୍ୱେଷଣ  କରେ   ଓଷ୍ଟା

14-Dec-2024



ଅତାବିରା(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ  କୁମେଲସିଂହା  ପଞ୍ଚାୟତର  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଷ୍ଟା ପକ୍ଷରୁ ଅତାବିରା  ବ୍ଲକ ସ୍ତରୀୟ ଶିଶୁମେଲା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତାବିରା ବ୍ଲକର ୧୮ଟି ହାଇସ୍କୁଲର ୨୮୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।  ଜିଲ୍ଲା ଓଷ୍ଟl ଉପ ସଭାନେତ୍ରୀ ଅନୁସୂୟl ଦେବତାଙ୍କ ସଭାପତିତ୍ଵରେ ଆୟୋଜିତ ଏହାର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ କୁମୁଦିନୀ ମହାନନ୍ଦ  ମୁଖ୍ୟ ଅତିଥ୍‌ ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି   କୃଷ୍ଣ ଚନ୍ଦ୍ର ମେଣ୍ଡେଳି ,  ଶିକ୍ଷା

ପ୍ରେମୀ ପ୍ରେମରlଜ୍  କମ୍ପ, ସମିତି  ସଭ୍ୟl ବନିତା ନାଗ,   ଓଷ୍ଟl ଜିଲ୍ଲା ଉପ ଦେଷ୍ଟା ଅଶ୍ଵିନୀ ପ୍ରଧାନ, ଜିଲ୍ଲା  ଯୁଗ୍ମ ସମ୍ପାଦକ ସଚିଦା ନନ୍ଦ ପ୍ରଧାନ, ସ୍କୁଲ୍ ର ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର , ବ୍ଲକ ସମ୍ପାଦକ ଓକିଲ ପ୍ରଧାନ    ସମ୍ମାନିତ ଅତିଥୂ ଭାବେ ମଞ୍ଚlସିନ ଥିଲେ।   ଓଷ୍ଟ୍ଟା  ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ  ବଳରାମ ସାହୁ     ଅତିଥି ପରିଚୟ ପ୍ରଦାନ ଓ  ମଞ୍ଚ ପରିଚାଳନା  କରିଥିଲେ । ଏହି ଶିଶୁ ମହୋତ୍ସବ ରେ  ଏକକ ନୃତ୍ୟ, ଏକକ ଅଭିନୟ, ଗଳ୍ପ ଲିଖନ , କବିତା ଆବୃତ୍ତି , କବିତା ଲିଖନ , ଚିତ୍ରାଙ୍କନ , କଣ୍ଠ ସଙ୍ଗୀତ , ତର୍କ, ସାଧାରଣ ଜ୍ଞାନ ଓ ବୁଦ୍ଧି ପରୀକ୍ଷା ଆଦି ୧୦ ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା ।ବିଚାରକ ଭାବରେ ଗୋପାଳ  ପ୍ରଧାନ  ଶିବାଜି ବିଶି, ଡଃ ନୀତିଶ ମହାପାତ୍ର, ସଚ୍ଚି ପଣ୍ଡା, ମନୋଜ ପ୍ରଧାନ, ସୁବାସ ପ୍ରଧାନ, ଅଞ୍ଜଳି ସେଠ୍, ସଞ୍ଜୀବ ସାହୁ, ମନୋଜ କୁମାର ଭୋଇ, ନିର୍ମଳ ପ୍ରଧାନ, ଅଶ୍ଵିନୀ ପ୍ରଧାନ ,, ବଳରାମ ସାହୁ ପ୍ରମୁଖ  ବିଚାରକ ଭାବରେ ଦାୟିତ୍ଵ ତୁଲାଇ ଥିଲେ । ଏହି ଶିଶୁ ମହୋତ୍ସବର  ଉଦଯାପନୀ ଉତ୍ସବରେ ଅତାବିରା ଓଷ୍ଟା ସଭାପତି  ଯାଦବ ପ୍ରଧାନ ଙ୍କ  ଅଧ୍ଯକ୍ଷତା ରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା । ଉତ୍ସବରେ  ବ୍ଲକ ଶିକ୍ଷା ଅଧିକାରୀ  ମିଶ୍ରାଣୀ  କୁମ୍ଭାର  ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ , ଏ  ବି ଇ  ଓ   କାର୍ତ୍ତିକ ବାଗ,   ଓଷ୍ଟl ରାଜ୍ୟ କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ସମ୍ମାନିତ ଅତିଥି ଭାବରେ  ଆସନ ଅଳଙ୍କୃତ କରିଥିଲେ ।
ସମ୍ପାଦକ   ଓକିଲ ପ୍ରଧାନ  ମଞ୍ଚାଷୀନ ରହି ବାର୍ଷିକ ବିବରଣୀ  ପାଠ  କରିଥିଲେ  ।ଏହି ଉତ୍ସବରେ ଓଷ୍ଟା ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷକ  ପଞ୍ଚାନନ ଦଳପତି, ରାଧେଶ୍ୟାମ ବାଗ, ଭରତ ପତି, ଘନଶ୍ୟାମ ମହାପାତ୍ର  ପ୍ରମୁଖ ଙ୍କୁ ମାନପ‌ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।। ପ୍ରତି ପ୍ରତିଯୋଗିତା ରେ  ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯଥା ତର୍କରେ  ଅଙ୍କିତା ଛନ୍ଦ ,  ତନ୍ମୟ କର୍ଣ୍ଣ , ଗୌରବ ପ୍ରଧାନ, ,କବିତା ଲିଖନରେ , ତୃପ୍ତିମୟୀ ପ୍ରଧାନ, ତାନିଆ ରାଣୀ ପ୍ରଧାନ, ସିମରନ ପଟେଲ  ,ଗଳ୍ପ ଲିଖନରେ  ଯୁଗେଶ୍ୱର୍ ଖମାରୀ , ସ୍ନେହରlଣୀ ପ୍ରଧାନ ,  ଲଭଳି  ସାହୁ ,ସାଧାରଣ ଜ୍ଞାନରେ ସାଇନା ପ୍ରଧାନ , ପ୍ରିୟଙ୍କା ପ୍ରିୟଦର୍ଶିନୀ କର୍ଣ୍ଣ , ପ୍ରତୀକ୍ଷା ମହାକୁର   ,  ବୁଦ୍ଧି ପରୀକ୍ଷାରେ  ପ୍ରତୀକ୍ଷା ସାହୁ, ପୀୟୂଷ ଶତପଥୀ , ଅନ୍ନପୂର୍ଣ୍ଣା କଠାର, ଚିତ୍ରାଙ୍କନ ରେ   କରିଷ୍ମା ଥାଟି, ରିତୁରାଣି ବଗର୍ତ୍ତି, ବାସୁଦେବ ସାହୁ,ଏକକ ଅଭିନୟରେ  ବର୍ଷାରlଣି  ମହାକୁର, ଇମାନ୍  ପ୍ରଧାନ,  ହେମକେଶ  ଛନ୍ଦ ,  କଣ୍ଠ ସଙ୍ଗୀତରେ  କୁସୁମ ଭୂଏ, ସୁରୁଚି ମହାପାତ୍ର, ଇତିଶ୍ରୀ ମହାକୁର , ଏକକ୍ ନୃତ୍ୟ  ରେ  ଆଲିସା ମିଶ୍ର , ସଂସ୍କୃତିବାଲା ପ୍ରଧାନ , ସରସ୍ଵତୀ ତାଣ୍ଡିଆ, କବିତା

ଆବୃତ୍ତି ରେ କରଣ ସାହୁ, ପ୍ରଞ୍ଜୁଲିକା କର୍ଣ୍ଣ ଓ ମୀନା କୁମ୍ଭାର ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ଏହି ସମସ୍ତ ପୁରସ୍କାର ପାରିଜାତ ଏଗ୍ରୋ କେୟାର ପ୍ରୋପାଇଟର ସଂଜୀବ ପରିଜା ପକ୍ଷରୁ ପ୍ରଦାନ କରାଯାଇଥିଲା।।ମନୋନୀତ ଛାତ୍ରଛାତ୍ରୀଙ୍କୁ ଅତିଥ୍‌ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ସାହୁ , ହିଂମାଶୁ ଶେଖର ସାହୁ, ପୁରନ୍ଦର ପ୍ରଧାନ, ତ୍ରିଲୋକ୍ୟ ନାଏକ, ସୁବାଷ ଗଡ଼ତିଆ,   ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ,ଓଷ୍ଟାର ସମସ୍ତ ସଦସ୍ୟ,ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ,  ସହଯୋଗ କରିଥିବା ବେଳେ  ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like