-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||     

HOME   ଜିଲ୍ଲା

ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତି ସଭାପତି ମାନଙ୍କ ଏକ ବୈଠକ ଅନୁଷ୍ଠିତ

14-Dec-2024



ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍  ପ୍ରାଥମିକ କୃଷି ସେବା ସମବାୟ ସମିତି ସଭାପତି ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଡୁଡୁକା ପ୍ରାଥମିକ କୃଷି ସେବା ସମବାୟ ସମିତି ର ସଭାପତି ଶ୍ରୀ ବଳରାମ ପଟେଲ୍ ଙ୍କ ସଭାପତିତ୍ବ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ସମସ୍ତ ସମବାୟ ସମିତି ର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ l ବିଶେଷ କରି ଧାନ ମଣ୍ଡି ରେ କିପରି ଠିକ୍ ଭାବରେ ଚାଷୀ ର ଧାନ ଉଠି ପାରିବ ସେ ବିଷୟରେ ଆଲୋଚନା କରିଥିଲେ l ଏହାସହ ଏ ବର୍ଷ ଧାନ କିଣା ରେ ବିଳମ୍ବ ହେଉଥିବାରୁ ସଭାପତି ମାନେ ଉଦବେଗ ପ୍ରକାଶ କରିଥିଲେ l ଗତ ଦୁଇ ତାରିଖ ରୁ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ସମବାୟ ସମିତି ରେ ଧାନ କିଣା ଆରମ୍ଭ ହୋଇନାହିଁ l

ଚାଷୀଙ୍କୁ ଦିଆ ଯାଇଥିବା ଟୋକନ୍ ର ମଧ୍ୟ ଅବଧି ସରିବାକୁ ବସିଲାଣି ହେଲେ ଆଜି ପର୍ଯ୍ୟନ୍ତ କୌଣସି ମଣ୍ଡି ରେ ଧାନ ନାହିଁ l ଆହୁରି ସବୁଠାରୁ ବିଡମ୍ବନା ର ବିଷୟ ହେଉଛି ସରକାର ଏ ବର୍ଷ ପ୍ରଥମ କରି ଧାନ ବସ୍ତା ଦେବାକୁ ସ୍ଥିର କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ଖାଲି ବସ୍ତା ସମିତି ମାନଙ୍କ ପାଖକୁ ପହଞ୍ଚି ନାହିଁ। ଆଜି ବ୍ଲକ୍ ର ପଟୁଆପାଲି ସେବା ସମବାୟ ସମିତି କୁ କିଛି ବସ୍ତା ଆସିଥିବାର ସଭାପତି ଶ୍ରି ପ୍ରମୋଦ କୁମାର ମିଶ୍ର ସୂଚନା ଦେଇଥିଲେ l କିନ୍ତୁ ସେଥିରୁ ଅଧିକାଂଶ ଚିରା ଦଦରା ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ l ସେହି ଚିରା ଫଟା ବସ୍ତା ରେ ଚାଷୀ କେମିତି ଧାନ ଭର୍ତ୍ତି କରି ଦେବ ସେ ବିଷୟରେ ବୈଠକ ରେ ଆଲୋଚନା ହୋଇଥିଲା l ତା ସହିତ ପ୍ରତି ସମବାୟ ସମିତି କୁ ଯେତେ ଟାର୍ଗେଟ ଅଛି ସେତିକି ବସ୍ତା ଏକା ସାଙ୍ଗେ ଦିଆଯିବାକୁ ସରକାର ଙ୍କୁ ଅନୁରୋଧ କରିଥିଲେ l ସରକାର ଯଦି ଏ ବିଷୟରେ ବ୍ୟବସ୍ଥା ନ କରିବେ ତା ହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି l ଆଜିର ବୈଠକ ରେ ସମସ୍ତ ସମବାୟ ସମିତି ର ସଭାପତି ମାନେ ଯୋଗ ଦେଇଥିଲେ l ସେମାନେ ହେଲେ ସର୍ବ ଶ୍ରୀ ଜଗବନ୍ଧୁ ପଧାନ୍ ସଭାପତି, ଶ୍ରୀ କଳାର ସିଂ ବାଗ ସମ୍ପାଦକ, ଶ୍ରୀ ରଜନୀକାନ୍ତ ପାତ୍ର କୋଷାଧ୍ୟକ୍ଷ, ଏହାସହ ଶ୍ରୀ ଚିନ୍ତାମଣି ଭୋଇ, ଦେବେନ୍ଦ୍ର କୁମାର ମେହେର, ବଳରାମ ପଟେଲ, ଉତ୍ତମ ଭୋଇ, ପ୍ରମୋଦ କୁମାର ମିଶ୍ର, ଫକୀର ବିଶ୍ଵାଳ, ବରୁଣ ଯୁଆଡ଼ି, ମୋତି ସରାଫ୍, ଶ୍ରୀମତୀ ପଦ୍ମିନୀ ମେହେର ଓ ସଶାଙ୍କ ଶେଖର ଭୋଇ l ସରକାର ଚାଷୀଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସମବାୟ ସମିତି ସଂଘ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026

You Might Also Like