-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
10-Dec-2024
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆର.ଏମ.ସି ପରିସରରେ ଡୁଙ୍ଗୁରିପାଲି କୃଷି ସମବାୟ ସମିତି ପକ୍ଷରୁ ତଥା ବ୍ଲକର ସମସ୍ତ ସମବାୟ ସମିତିରେ ଆଜି ଠାରୁ ଧାନ କିଣା ହେବା ପାଇଁ ଉପଜିଲ୍ଲାପାଳ ଶ୍ରୀମତୀ ସୈମ୍ୟରୁପା ରଥ ଆସି ପୂଜାଜନ କରି ନଡିଆ ଫଟଇ ଉଦଘାଟନ କରଥିଲେ। ବିଡିଓ ଦିଲୀପ କୁମାର ବାରା, ସପ୍ଳାଏ ଇନ୍ଷପେକେଟ ସୁବ୍ରତ ପାଣି, ଅତିରିକ୍ତ ତହସିଲଦାର ଆନନ୍ଦ କୁମାର ଦାସ ଉପସ୍ଥିତ ଥିଲେ। ଅଂଚଳର ସମସ୍ତ ଚାଷୀ ଉପସ୍ଥିତ ଥିଲେ। ଚାଷୀ ମାନେ ଟୋକନ ର ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରିଥିଲେ l ଅନେକ ଚଷୀ ମାନଙ୍କର ଫେବୃଆରୀ ମାସ ରେ ଧାନ ବିକିବା ପାଇଁ ଟୋକନ ଆସିଛି। ଯାହାକି କାଦୋଜୁତା,ପଲ୍ଲାରୁଆ ସମୟ ଥିବ ଚାଷକର୍ଯ୍ୟ କରିବ କି ଧାନ ବିକିବ ତାହା ଏକ ଚିନ୍ତାର ବିଷୟ l ବର୍ତ୍ତମାନ ଯେଉଁ ଧାନ ଅମଳ ହୋଇଛି ତାହା ଦୁଇ ଦୁଇ ମାସ କେଉଁଠି ରଖିବ ଏପଟେ ଅଦିନିଆ ବର୍ଷାର ଭୟ ବର୍ତମାନ ଚାଷୀ ଟୋକନ ସମସ୍ୟାରେ ଚିନ୍ତିତ ଅନେଇ ଉପଜିଲ୍ଲାପାଳ ଙ୍କୁ ଦୃଷ୍ଟି ଆକର୍ଷଣ କରି ଥିଲେ। ଡୁଙ୍ଗୁରିପାଲି ର ଚାଷୀ ମାନେ