-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ଜିଲ୍ଲା

ନର୍ଲା ବ୍ଲକ ଧଅଁରାମାଳ ଗ୍ରାମରେ ବେଆଇନ ଚୋରା ବାଲି ବୋଝେଇ ଟ୍ରକ ଓ ପୋକଳିନ ଜେସିବି ଗ୍ରାମ ବାସି ଙ୍କ ଦ୍ଵାରା ଅଟକ ଘଟଣା ସ୍ଥଳରୁ ଦୁଇ ଡ୍ରାଇଭର ଫେରାର

09-Dec-2024



ନର୍ଲା (ଚିନ୍ତାମଣି ନାଏକ)
କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ ଅନ୍ତର୍ଗତ ଘୋଡ଼ାବନ୍ଧ ପଂଚାୟତ ଧଅଁରାମାଲ ଗ୍ରାମର ସାନ୍ଦୂଲ୍ ନଦୀରୁ ଦୀର୍ଘ ମାସ ମାସ ଧରି ବଲାଙ୍ଗୀର ଜିଲ୍ଲାର ଆକାଶ ଅଗ୍ରୱାଲ ନାମକ ଜଣେ ଠିକାଦାର ଉକ୍ତ ବାଲିଘାଟ ରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଚୋରା ବାଲି ଚାଲାଣ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଅଭିଯୋଗ କୁ ଭିତ୍ତି କରି ଆଜି ସକାଳ ୧୦ ଘଣ୍ଟା ସମୟରେ ନର୍ଲା ତହସିଲଦାର ତଥା ଏକଜୁକେଟିଭ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ବଳଦେବ ବେହେରା ନର୍ଲା ଭାରପ୍ରାପ୍ତ ଥାନା ଅଧିକାରୀଣୀ ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କ ସମେତ ଥାନାର  ଏଏସଆଇ ମଳୟ ରଣା ଓ ସବ ଇନ୍ସପେକ୍ଟର ସଦବଳେ ଯାଇ ଘଟଣା ସ୍ଥଳରେ ପହଞ୍ଚି ଚୋରା ବାଲି ବୋଝେଇ ହାଇୱା OD 08 4573 ଗାଡ଼ି ସହ ଏକ ବଡ ପୋକ୍ଲିନ ଜେଶିବି ଗାଡିକୁ ଜବତ କରିଛନ୍ତି ଅପର ପକ୍ଷରେ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ସମୃକ୍ତ ବାଲି ମାଫିଆ ଠିକାଦାର ଆକାଶ ଅଗ୍ରୱାଲ ମାସ ମାସ ଧରି ବେଆଇନ ଚୋରା ବାଲି ଚାଲାଣ ସମୟରେ ଗ୍ରାମବାସୀ ଙ୍କ ବାରଣ ସତ୍ତ୍ୱେ ସମସ୍ତଙ୍କୁ ନାଲି ଆଖି ଦେଖାଇ ଭୟଭୀତ କରି ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି

ଏବଂ ପ୍ରତି ରାତିରେ ଦଶରୁ ପନ୍ଦର ହାଇୱା ଏକାଧିକ ବାର ଓଭର ଲୋଡ କରି ଯିବା ଆସିବା ସମୟରେ ଗ୍ରାମର ଶିଶି ରୋଡ ମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ୱାର୍ଡ ସଭ୍ୟ ଅଭିଯୋଗ ଆଣିଛନ୍ତି ତତ୍ ସଙ୍ଗେ ସଙ୍ଗେ ଚାଷୀଙ୍କ ପାଇଁ ଜଳସେଚନ ନିମନ୍ତେ ବିଛଯାଇଥିବା ଉଠା ଜଳ ସେଚନ ପଏଣ୍ଟ ର ପାଣି ପାଇପ ଓଭର ଲୋଡ ଗାଡ଼ି ର ଚାପରେ ଭାଙ୍ଗି ଯାଇ ଚଳିତ ବର୍ଷ ଶତାଧିକ ଚାଷୀ ଙ୍କ ଧାନବିଲରେ ପାଣି ନ ପାଇ ଧାନ ମରିଯାଇଥିବା ଅଭିଯୋଗ ହୋଇଛି ଖାଲି ସେତିକି ନୁହେଁ ବେଆଇନ ବାଲି ଘାଟ କୁ ରାସ୍ତା ନିମନ୍ତେ ସଂପୃକ୍ତ ବାଲି ମାଫିଆ ଅନେକ ଚାଷୀଙ୍କ ରଇତି ଜମିର ହୁଡ଼ା ଭଙ୍ଗିଦେଇଥିବା ସହ ଅନେକ ଅର୍ଥକାରୀ ମହୁଲ ଗଛ ମାନ ଜେସିବି ରେ ଭାଙ୍ଗି ଦେଇ ଲୋକଙ୍କୁ ନାଲିଆଖି ଦେଖାଉଥିବା କିଛି ନିରୀହ ମହିଳା ଅଭିଯୋଗ ଆଣିଛନ୍ତି ଏବଂ ଗ୍ରାମରୁ ନଦୀକୁ ସଂଯୋଗ କରୁଥିବା ଏକ ପଞ୍ଚୟତ ମାଟି ରାସ୍ତାକୁ ମଧ୍ୟ ଠିକାଦାର ଭାଙ୍ଗି ଦେଇ ତାଙ୍କର ବ୍ୟକ୍ତିଗତ ସ୍ବାର୍ଥ ସାଧନ କରୁଛନ୍ତି ବୋଲି ୱାର୍ଡ ମେମ୍ବର ଅଭିଯୋଗ ଆଣିଛନ୍ତି ଏଣୁ ଏହି ବେଆଇନ ବାଲି ଚୋରା ଚାଲାଣ ବାଲି ମାଫିଆ ଆକାଶ ଅଗ୍ରୱାଲ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like