-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||     

HOME   ରାଜ୍ୟ

ଦେଷଣ୍ଢ ଚାନ୍ଦଲିପାହାଡ ଓ ଭୁଲିଆକଟାକୁ ଡିଏଫଓଙ୍କ ପରିଦର୍ଶନ,ଡିପିଆର ପ୍ରସ୍ତୁତି ନେଇ ଆଲୋଚନା

03-Dec-2024



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକଅନ୍ତର୍ଗତ ଦେଷଣ୍ଢ ଗ୍ରାମନିକଟରେ ଥିବା ଚାନ୍ଦଲିପାହାଡ ପର୍ଯ୍ୟଟନସ୍ଥଳି ଓ ଐତିହାସିକ ଭୁଲିଆକଟାକୁ ଆଜି ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ଏସିଏଫ ମାନସ ବେହେରାଙ୍କ ସହ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । ଭୁଲିଆକଟାର କିଭଳି ମାଟିଉନ୍ନତିକରଣ ସହିତ ସୌନ୍ଦର୍ଯ୍ୟକରଣ କରାଯିବ ଓ ଚାନ୍ଦଲିପାହାଡକୁ ଇକୋଟୁରିଜମରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରିଆସୁଥିଲେ । ସ୍ଥାନୀୟଲୋକଙ୍କ ଦାବିକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ରାମସିଂଖୁଣ୍ଟିଆଙ୍କୁ ଚିଠିକରି ଭୁଲିଆକଟା(ମେହେରକଟା)ର ଉନ୍ନତିକରଣ ପାଇଁ ୫କୋଟି ଟଙ୍କାର ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟସରକାରଙ୍କ ଜଙ୍ଗଲବିଭାଗ ପକ୍ଷରୁ ଏହି ପ୍ରକଲ୍ପର ଡିପିଆର ପ୍ରସ୍ତୁତକରି ପଠାଇବାକୁ ବଲାଙ୍ଗୀର ଡିଏଫଓଙ୍କୁ ନିର୍ଦ୍ଦେଶ ଆସିଥିଲା । ଆଜି ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ସକାଳ ୯ଟାରେ ସେଠାରେ ପହଞ୍ଚି ଉଭୟ ପ୍ରକଲ୍ପର ଅନୁଧ୍ୟାନ କରିଛନ୍ତି । ଡିଏଫଓ ଶ୍ରୀ ବେହେରାଙ୍କ ଏହି ପରିଦର୍ଶନ ବେଳେ ଦେଓଗାଁ ବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,ଏସିଏଫ ମାନସ ବେହେରା,ପାଟଣାଗଡ ରେଞ୍ଜର ଆନନ୍ଦଚନ୍ଦ୍ର ବିଶି,ବନ୍ଧପଡା ଫରେଷ୍ଟର ବି.କେ.ପୋଢ,ଦେଷଣ୍ଢ ଗ୍ରାମର ସ୍ୱୟଂମ୍ବର ମେହେର,ରାଧେଶ୍ୟମ ମେହେର,ଘାସିରାମ ରଣା,ରଘୁମଣି ରଣା,ଦୀନବନ୍ଧୁ ମେହେର,ଟିଙ୍କୁ ଷଢଙ୍ଗି,ସତ୍ୟନାରାୟଣ ଷଢଙ୍ଗି,ଦୁଲ ଷାଣ୍ଢ,ଇନ୍ଦ୍ରଜିତ ରାଉତ,ରାଜେନ୍ଦ୍ର ସାଏ,ଡମନ ବେହେରା,ସୁରେଶ ନାଏକ,ବନମାଳି ମେହେର,ସୁରେଶ ନାଏକ,ବିଦ୍ୟାଧର ନାଏକ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଗ୍ରାମବାସୀ ଅନୁରୋଧ କରିଥିଲେ ଯେ,ଭୁଲିଆକଟା(ମେହେରକଟା) ପାଟଣାଗଡ ରେଞ୍ଜ ବନ୍ଧପଡା ରେଞ୍ଜଅନ୍ତର୍ଗତ କିରିବାଞ୍ଜି ରିଜର୍ଭଜଙ୍ଗଲ ଭିତରେ ରହିଛି । ଶହଶହ ବର୍ଷପୂର୍ବରୁ ମେହେର ପରିବାର ପକ୍ଷରୁ ଖନନ କରାଯାଇଥିବା ଏହି କଟା ୬୭ଏକର ବିଶିଷ୍ଟ ଓ ବର୍ଷସାରା ପାଣି ରହିଥାଏ । କିନ୍ତୁ ବହୁବର୍ଷ ହେଲା ଏହାର ପଙ୍କୋଦ୍ଧାର ହେଉନଥିବାରୁ ଏହି ପୁସ୍କରିଣୀ ଆସ୍ତେ ଆସ୍ତେ ପୋତି ହୋଇଯାଉଛି । ଏହି ପୁସ୍କରିଣି ଉପରେ ପ୍ରାୟ ୫ଖଣ୍ଡ ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ଜଙ୍ଗଲଭିତରେ ଥିବାରୁ ବନ୍ୟଜନ୍ତୁ,ପକ୍ଷୀ ଇତ୍ୟାଦି ପାଣି ପିଉଛନ୍ତି । ଚାନ୍ଦଲି ପର୍ଯ୍ୟଟନସ୍ଥଳି ପାଖରେ ଏହା ଥିବାରୁ ଏହାକୁ ପୁନଃରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ କରାଗଲେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସୁବିଧା ହେବ । ଏହାବାଦ ଏଠାରୁ ତଳମୁଣ୍ଡରେ ଥିବା ଚାଷଜମିଗୁଡିକୁ ଜଳସେଚନ ମଧ୍ୟ କରାଯାଇ ପାରିବ । ତେଣୁ ଏହାର ଉନ୍ନତିକରଣ ନିତାନ୍ତ ଆବଶ୍ୟକ । ଏକ ସୁନ୍ଦରପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୁସ୍କରିଣୀର ବିକାଶ ପାଇଁ ୫କୋଟି ଟଙ୍କାର ଉର୍ଦ୍ଧ୍ୱ ଟଙ୍କାର ଅନୁଦାନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଡିଏଫଓଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଚାନ୍ଦଲି ପାହାଡକୁ ପୂର୍ବର ରାଜ୍ୟସରକାର ୧କୋଟି ଟଙ୍କାର ଅନୁଦାନ ଦେଇ ପର୍ଯ୍ୟଟନସ୍ଥଳି ଘୋଷଣା କରିଥିଲେ । ଚାନ୍ଦଲି ପାହାଡକୁ ବିଦ୍ୟୁତସଂଯୋଗ,ପାନୀୟଜଳ ବ୍ୟବସ୍ଥା,ପାହାଡ ଉପରକୁ ପାହାଚ,ପର୍ଯ୍ୟଟକଙ୍କ ପାଇଁ ଅପେକ୍ଷାଗୃହ ଇତ୍ୟାଦି ନିର୍ମାଣ ସରିଛି । ପୂର୍ତ୍ତବିଭାଗ ମୁଖ୍ୟରାସ୍ତାରୁ ଚାନ୍ଦଲି ପାହାଡ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟଉନ୍ନୟନ ବିଭାଗ ୩କୋଟି ୨୬ଟଙ୍କାରେ ନିର୍ମାଣ କରାଉଛି । ଆଗକୁ ଆହୁରି ଗୁଡାଏ ଉନ୍ନୟନ କାମର ଆବଶ୍ୟକତା ରହିଛି । ତେଣୁ ତାହାର ମଧ୍ୟ ଏକ ପୂର୍ଣ୍ଣାଙ୍ଗ ଡିପିଆର ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଥିଲା । ଆସନ୍ତା ଡିସେମ୍ବର ୩୦ ତାରିଖରୁ ହେବାକୁ ଥିବା ଅଷ୍ଟମ ଚାନ୍ଦଲିପାହାଡ ମହୋତ୍ସବ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026

You Might Also Like