-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
Khordha, 07/10- ଜଙ୍ଗଲ ଛାଡି ସହର ମୁଁହା ହାତୀ । ଖୋରଧା ସହର ମଧ୍ୟରେ ପୁଣି ପଶିଲେ ହାତୀ ।ସହରରେ ହାତୀଙ୍କୁ ଦେଖି ଲୋକେ ଛାନିଆ । ଦୁଇଦିନ ତଳେ ମେଡ଼ିକାଲ ପରିସରରେ ପଶିଥିଲେ । ଆଜି ପୁଣି ସହର ମଧ୍ୟକୁ ପଶି ଆସିଥିବାରୁ ସାଧାରଣ ଜନତା ତ୍ରସ୍ତ ।ତେବେ ହାତୀ ଘଉଡାଇବାକୁ ପହଞ୍ଚିଛନ୍ତି ବନବିଭାଗ କର୍ମଚାରୀ । ସେମାନଙ୍କୁ ସହଯୋଗ କରୁଛନ୍ତି ପୋଲିସ ।