-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||     

HOME   ଜିଲ୍ଲା

ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଉଦଯାପିତ ପାରମ୍ପାରିକ ଖାଦ୍ୟ ମେଳା ପ୍ରଦର୍ଶିତ

01-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ରେଡିଏନ୍ସ୍ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେବୌଦ୍ଧର ସୁ-ସାହିତ୍ୟିକ ତଥା ଗବେଷକ ଶ୍ରୀମାନ ରମେଶ ପ୍ରସାଦ ମେହେର, ସମ୍ମାନୀତ ଅତିଥି ଭାବେ ଶିକ୍ଷାନୁଷ୍ଠାନର ସଭାପତି ଶ୍ରୀମତୀ କସ୍ତୁରୀ ମେହେର, ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେର,ବିଶ୍ୱବାଣୀ ସମ୍ବାଦପତ୍ରର  ପଶ୍ଚିମଓଡିଶା ବ୍ୟୁରୋ ଚିଫ ନିରଞ୍ଜନ ତ୍ରିପାଠୀ, ଡଃ ଆଞ୍ଚଲ ମେହେର,ଏକାଡେମିକ ଡାଇରେକ୍ଟର୍ ଶ୍ରୀଯୁକ୍ତ ଗୋବିନ୍ଦ ମେହେର, ଏଡମିଷ୍ଟେଟିଭ ଡାଇରେକ୍ଟର ଶ୍ରୀଯୁକ୍ତ ନେତ୍ରମଣୀ ମେହେର, ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଉପାଧ୍ୟକ୍ଷ  ଶ୍ରୀ ସଞ୍ଜୟ ବାରିକ ଉପସ୍ଥିତ ରହି ବାର୍ଷିକ କ୍ରୀଡା ସମାରୋହକୁ ସାମୂହିକ ଭାବେ ଉଦଯାପିତ କରିଥିଲେ ।

ଉପାଧ୍ୟକ୍ଷ  ଶ୍ରୀ ସଞ୍ଜୟ ବାରିକ ସୂଚାରୁ ରୂପେ ମଞ୍ଚ ପରିଚାଳନା ଦାୟିତ୍ବ ତୁଳାଇଥିବା ବେଳେ, ପାଠ ଓ ଶାଠ ଉଭୟ ପରିପୂରକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରେ କ୍ରୀଡା ସର୍ବଦା ଉପଯୋଗୀ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ତତ୍ ସଙ୍ଗେ ସଙ୍ଗେ ଦେବ ସାଂସ୍କୃତିକ ବିଶ୍ବ ବିଦ୍ୟାଳୟ ଶାନ୍ତିକୁଞ୍ଜ,ହରିଦ୍ଵାରରୁ ଦେବ କନ୍ୟା କୁମକୁମ୍ ଠାକୁର, ଦିବ୍ୟ ବର୍ମା, ସଞ୍ଜନା କୁମାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଚେତନା ଓ ଗୁରୁଙ୍କ ମହତ୍ତ୍ଵ ସଂପର୍କ ରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ନର୍ସରୀ ରୁ ଆରମ୍ଭ କରି ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ କ୍ରୀଡ଼ାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ସର୍ବୋତ୍କୃଷ୍ଟ କୃତି ପାଇଁ  କଲେଜର ଛାତ୍ର ନିରାକାର ମେହେର, ଛାତ୍ରୀ ନିତୁ ମେହେର ଓ ସ୍କୁଲରୁ ଛାତ୍ର ସ୍ବସ୍ତିକ ମେହେର ଯୋଗ୍ୟ ରୃପେ ପୁରସ୍କୃତ ହୋଇଥିଲେ । ଉତ୍ତମ ସ୍ବେଚ୍ଛାସେବକ ଭାବେ ଛାତ୍ର କିଶାନ ଗଡତିଆ ଓ ଛାତ୍ରୀ ପ୍ରତୀକ୍ଷା ପଧାନ  ପୁରସ୍କୃତ ହୋଇଥିଲେ । ସଭା ପରେ ଶିକ୍ଷାନୁଷ୍ଠାନର ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ଗତ ତା.୨୯.୧୧.୨୦୨୪ ରୁ ତା.୦୧.୧୨.୨୦୨୪ ପର୍ଯ୍ୟନ୍ତ  ତିନି ଦିନଧରି ଚାଲୁ ରହିଥିଲା । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ମେଳାରେ ୭୦ ପ୍ରକାର ଖାଦ୍ୟ  ପ୍ରଦର୍ଶିତ ହୋଇଥିଲା ଏବଂ ଏହି ଖାଦ୍ୟ ମେଳାକୁ ମୁଖ୍ୟ ଅତିଥି ଶ୍ରୀ ମେହେର ଶୁଭ ଉଦ୍ ଘାଟନ କରିଥିଲେ  ।

ଖାଦ୍ୟ ମେଳାରେ ପାରମ୍ପରିକ ସୁସ୍ୱାଦୁ ଦେଶୀ ଖାଦ୍ୟ ଠାରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ଖାଦ୍ୟ ବ୍ୟଜନ ଦେଖିବାକୁ ମିଳିଥିଲା। ସିଝା ମଣ୍ଡା,ଅରସା ପିଠା,ଖିରୀ,ଗାଜର ହାଲୁକା,ଉଖୁଡା ଜୁଗାର, ମାଲପୁଆ,ଛେନା ପୋଡ଼,ଦାନ୍ତରୀ ଖଜା,ମୁଖଫଲି ଲଡ଼ୁ,ନଡ଼ିଆ କୁରା,ଖିରସା, ଭୁଜା ମିକ୍ଚର ଲଡୁ ଖାଦ୍ୟ ପସରା ଦେଖିବାକୁ ମିଳିଥିଲା।ଉପନୀତ ଖାଦ୍ୟମେଳା ଚେୟାରମେନ ଶ୍ରୀ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅଧ୍ୟାପକ ଆଲୋକ ପୋଡ଼, ଲୟକାନ୍ତ କୁମ୍ଭାର,ସୁଶାନ୍ତ ସାହୁ, ଅଧ୍ୟାପିକା ରୀତା ପଧାନ, ଟିକି ସାହୁ, ସଞ୍ଜଳୀ ପଟେଲ, ନୀଳମ ସାହୁ, ସୁଜାତା ପଧାନ, ଜ୍ୟୋତି ପଧାନ, ଦୀପାଞ୍ଜଳୀ ମେହେର, ହେଲିସା ବେହେରା, ସ୍କୁଲ ଉପାଧ୍ୟକ୍ଷ ଜୟନ୍ତ ସାହୁ, ଶିକ୍ଷକ ଆଶିଷ କୁମ୍ଭାର, ଅରବିନ୍ଦ ସାହୁ, ମୃଣାଳ ମେହେର, ଶିକ୍ଷୟିତ୍ରୀ ମମତା ମେହେର, ଭାରତୀ ଗଡତିଆ,ଉମା ଗଡତିଆ, ସ୍ବାଗତିକା ପଣ୍ଡା, ରିଙ୍କି ସେଠ, ବର୍ଷା ସାହୁ ସମେତ ସମେତ ରୋହିତ ଭୋଇ, ସନ୍ତୋଷ ବାରିକ, କିଶୋର ମହାଣା, ଉପେନ୍ଦ୍ର ବେହେରା, ବରୁଣ ମେହେର, ମୁକ୍ତା , ମମତା, ବବିତା,ସବିତା, ମଞ୍ଜୁଲତା, ସୁଷମା, ବିଶ୍ଵାମିତ୍ର ରଣା, ଶୁଭମ ସହଯୋଗ କରିଥିବା ବେଳେ, ଖେଳ ଶିକ୍ଷକ ସୁବ୍ରତ ବାରିକ, ବିଶ୍ବମ୍ବର ପଧାନ, ସରୋଜ ପୁରୋହିତ ଖେଳ ପରିଚାଳନରେ ସହଯୋଗ କରିଥିଲେ । ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପଧାନ ଧନ୍ୟବାଦ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ ଶେଷରେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଆପ୍ରାଣ ପ୍ରୟାସ ବୋଲି ଚେୟାରମେନ ଶ୍ରୀ ମେହେର ଶ୍ରେୟ ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026

You Might Also Like