-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||      ଲାଞ୍ଚ ନେବା ପଡ଼ିଲା ମହଙ୍ଗା,ଉପକୋଷାଗାର ପୂର୍ବତନ କିରଣୀଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ।   (24-Jul-2026)       ||      ସ୍ତ୍ରୀ କୁ ହାଣି ହତ୍ୟା କଲା ସ୍ୱାମୀ - ଥାନା ରେ ଅଟକ ସ୍ୱାମୀ    (24-Jul-2026)       ||      ତଳସରା ବିଧାନସଭା କ୍ଷେତ୍ର ସ୍ତରୀୟ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ   (23-Jul-2026)       ||      ଦିଲ୍ଲୀ ଜନ୍ତର-ମନ୍ତର ପ୍ରତିବାଦ ଓ ବିଜେଡ଼ି-କଂଗ୍ରେସ ଦୋମୁହାଁ ନୀତି ବିରୋଧରେ ବିଜେପିର ବିଶାଳ ଗର୍ଜନ*   (23-Jul-2026)       ||      "ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି"   (23-Jul-2026)       ||      ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ    (23-Jul-2026)       ||      କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।   (23-Jul-2026)       ||      ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ   (23-Jul-2026)       ||     

HOME   ଜିଲ୍ଲା

ବିଭାଗ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିର ଗାର

01-Dec-2024



ନର୍ଲା (ଚିନ୍ତାମଣି ନାଏକ ) ନର୍ଲା-ରୁପ୍ରା-ପଲମ ର ରାସ୍ତା କାମ ପାଇଁ ସରକାରୀ ଅନୁମତି ଓ ଅନୁଦାନ ମିଳିଛି । ରୁପ୍ରାରୋଡ ରୁ ନର୍ଲା ପଟକୁ ରାସ୍ତା କାମ ଆରମ୍ଭ ହୋଇନଥିବା ବେଳେ,ନର୍ଲା ପଟରୁ ମାତ୍ର ୨୦୦ ମିଟର ରାସ୍ତାକୁ ଖୋଲିଛି ଏ ଆର୍ ଏନ୍ ଏସ୍ ଠିକା ସଂସ୍ଥା । ନିର୍ବାଚନ ପୂର୍ବରୁ ରାସ୍ତା ଖୋଳା ଯାଇଥିବା ବେଳେ ଲୋକେ ଭାବିଲେ କାମ ହୋଇଯିବ । ରାସ୍ତାର ନବୀକରଣ ହେଲେ ଯାତାୟତ ସୁବିଧା ହେବ । ହେଲେ ଲୋକଙ୍କ ଆଶା ଆଜିଯାଏଁ ଆଶାରେ ରହିଯାଇଛି । ପାଲଟା ସୁଖ ପାଇବା ବଦଳରେ ଲୋକେ ପାଉଛନ୍ତି ମହାଦୁଃଖ । ଖୋଳା ଯାଇଥିବା ଚକ୍ର ରାସ୍ତାରେ ଯାନ ବାହାନ ଚଳାଚଳ ହେଉଥିବାରୁ ଧୂଳି ଧୂସର ହେଉଛି ରାସ୍ତା ।  ସାଧାରଣ ଲୋକେ ଯାତାୟତ କରିବା ସମୟରେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗର ଉପଖଣ୍ଡୀୟ ଅଧିକାରୀ ସୁବ୍ରତ ସାହୁଙ୍କୁ ପଚାରିବାରୁଜଣାଇବାରୁ ସେ ପାଣି ଦେବା ପାଇଁ ମୁଁ ଠିକାଦାରଙ୍କୁ କହୁଛି ବୋଲି କହିଥିଲେ । ଏହା ମଧ୍ୟରେ ୩ ଦିନ ବିତି ଯାଇଥିଲେ ହେଁ ଓ ଅଧିକାରୀ ଶ୍ରୀ ସାହୁ କହିଥିଲେ ହେଁ ଠିକାଦାର ଜଣକ ବାସି ପାଣିରେ ଖାତିରି କରୂ ନାହାନ୍ତି । ବିଭାଗୀୟ ଅଧିକାରୀଙ୍କ କଥା ଯେଉଁଠି କାମ କରୁନି ସେଇଠି ସାଧାରଣ ଜନତା କରିବେ କଣ । ବିଭାଗକୁ ଯେଉଁ ଠିକାଦାର ଖାତିରି କରୁନାହିଁ, ସେ ସାଧାରଣ ଜନତା ଅଭିଯୋଗ କଲେ କେଉଁ ଭଳି ଗ୍ରହଣ କରୁଥିବ ତାହା ଅନୁମାନ ସାପେକ୍ଷ । ସଂପୃକ୍ତ ରାସ୍ତା ଜନତାଙ୍କ ସମ୍ପତ୍ତି ଓ ଏହାରା ମିଲିକାନାତ୍ବ ରାଜ୍ୟ ସରକାରଙ୍କ ରହିଛି । ଯେଉଁ କୋଟି ଅର୍ଥ ରାଶି କାମ କରିବାକୁ ସରକାର ଦେଇଛନ୍ତି ତାହା ମଧ୍ୟ ଜନତାଙ୍କର । ହେଲେ ଏ ଆର୍ ଏନ୍ ଏସ୍ ଠିକା ସଂସ୍ଥା ନିଜର ହୁକୁମ୍ ଜାହିର କରି ମନ ଇଚ୍ଛା କାମ କରୁଛି । ଧୂଳି ଗୁଣ୍ଡ ଉଡି ସାଧାରଣ ଲୋକେ ସନ୍ତାପିତ ହେଲେ ଠିକାଦାରର କଣ ଯାଏ ଆସେ । ତେବେ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଜନତା ଦାବୀ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   24-Jul-2026
  ଜିଲ୍ଲା  
*ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   24-Jul-2026
  ଜିଲ୍ଲା  
ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି   24-Jul-2026
  ଜିଲ୍ଲା  
ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   24-Jul-2026
  ଜିଲ୍ଲା  
ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   24-Jul-2026
  ଜିଲ୍ଲା  
ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   24-Jul-2026
  ଜିଲ୍ଲା  
ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   24-Jul-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   24-Jul-2026

You Might Also Like