-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||     

HOME   ଜିଲ୍ଲା

ମୁହୁରି ର ମହୁରତ୍,ଓ ଉତ୍କୃଷ୍ଟ ଲେଖା ଆହ୍ବାନ

30-Nov-2024



ବଲାଙ୍ଗୀର(ପ୍ରେରଣା ଖବର): ବହୁ ପ୍ରତୀକ୍ଷିତ କୋସଲି ପତ୍ରିକା ମୁହୁରି ର କଲୁଆଁ'ଫୁଟା ଏଡିସନ୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଇ ଅବସରରେ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। କୋସଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ଅନୁମୋଦନ କ୍ରମେ କାର୍ଯ୍ୟକାରିଣୀ କମିଟିର ସଭାପତି ପଣ୍ଡିତ ଡଃ.ନାମଜଜ୍ଞ ମିଶ୍ର ଉକ୍ତ ସଭାରେ ସଭାପତିତ୍ବ କରିଥିଲେ l ଟ୍ରଷ୍ଟ ର ଅଧ୍ୟକ୍ଷ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ମୁହୁରି ର ଅନ୍ୟତମ ସହଯୋଗୀ ସମ୍ପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ l ସଚିବ ମଧୂସୁଦନ ଦାସ ଖର୍ଚ୍ଚ ବିବରଣୀ ଦାଖଲ କଲା ପରେ ଟ୍ରଷ୍ଟ ର ମୁଖପତ୍ର ମୁହୁରି ର ପୁର୍ଣାଙ୍ଗ ଅବୟବ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା l ଏଥିରେ ଟ୍ରଷ୍ଟ ସଦସ୍ୟ, କାର୍ଯ୍ୟକାରୀ କମିଟି ସଦସ୍ୟ ଓ ମେଗାଜିନ୍ କମିଟି ସଦସ୍ୟ କିଶୋର ପୁରୋହିତ, ଶରତ ଚନ୍ଦ୍ର ହୋତା, ଆଶୁତୋଷ ମିଶ୍ର, ରଘୁନାଥ ବାବୁ, ବିରେନ୍ଦ୍ର କୁମାର ବନଛୋର, କବି ସୁଶାନ୍ତ ବାଗ, ଜ୍ୟୋତିପ୍ରକାଶ ଗୁରୁ, ସବିତା ମହରା, ତପସ୍ଵିନୀ ପସାୟତ, ଏଡ୍‌ଭୋକେଟ ନିର୍ମାଲ୍ୟ ସ୍ବାଇଁ, ସୁଜିତ୍ କୁମାର ସତପଥି, ଶ୍ରୀପାଳ ପଣ୍ଡା, ପୁସ୍ତମ ଜୁଆଡ଼ି ବିଭିନ୍ନ କାର୍ଯ୍ୟଭାର ତୁଲାଇଥିଲେ l

ଟ୍ରଷ୍ଟ ର ମୁଖପତ୍ର 'ମୁହୁରି' ପାଇଁ କୋସଲି ଭାଷାରେ ଉତ୍କୃଷ୍ଟ ଓ ସମସାମୟିକ ଲେଖା ଆହ୍ବାନ କରା ହୋଇଛି; ପ୍ରଥମ ଥର ପାଈଁ ଲେଖା ଗୁଡ଼ିକ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଓ ପରେ ଅନ୍ୟ ସଂସ୍କରଣ ଗୁଡ଼ିକ ପାଇଁ ବର୍ଷ ତମାମ muhurikoshli@gmail.com ଓ ମୋବାଇଲ୍ ହ୍ବାଟ୍‌ସଏପ୍ ନମ୍ବର୍ - ୯୯୩୭୧୨୮୨୭୧/୯୪୩୯୪୨୩୩୪୫ ନମ୍ବର୍ ରେ ପଠାଇବାକୁ ଟ୍ରଷ୍ଟ ତରଫରୁ ଆହ୍ବାନ କରାଯାଇଛି l

 

 

 

 

 

*ମୁହୁରି ର ମହୁରତ୍* ଓ *ଉତ୍କୃଷ୍ଟ ଲେଖା ଆହ୍ବାନ*

ବହୁ ପ୍ରତିକ୍ଷିତ କୋସଲି ପତ୍ରିକା ମୁହୁରି ର କଲୁଆଁ'ଫୁଟା ଏଡିସନ୍ ପାଇଁ ପ୍ରସ୍ତୁତି ବୈଠକ ଓ ଏଇ ଅବସରରେ ପରିଷଦ ର ସାଧାରଣ ସଭା ଅନୁଷ୍ଠିତ ହୋଇଜାଇଛି। କୋସଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ର ଅନୁମୋଦନ କ୍ରମେ ଏହାର କାର୍ଯ୍ୟକାରିଣି କମିଟିର ସଭାପତି ପଣ୍ଡିତ ଡଃ.ନାମଜଜ୍ଞ ମିଶ୍ର ଉକ୍ତ ସଭାରେ ସଭାପତିତ୍ବ କରିଥିଲେ; ଟ୍ରଷ୍ଟ ର ଅଧ୍ୟକ୍ଷ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ମୁହୁରି ର ଅନ୍ୟତମ ସହଯୋଗୀ ସମ୍ପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ; ସଚିବ ମଧୂସୁଦନ ଦାସ ଖର୍ଚ୍ଚ ବିବରଣି ଦାଖଲ କଲା ପରେ ଟ୍ରଷ୍ଟ ର ମୁଖପତ୍ର ମୁହୁରି ର ପୁର୍ଣାଙ୍ଗ ଅବୟବ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା; ଏଥିରେ ଟ୍ରଷ୍ଟ ସଦସ୍ୟ, ଓ୍ବାର୍କିଂ କମିଟି ସଦସ୍ୟ ଓ ମେଗାଜିନ୍ କମିଟି ସଦସ୍ୟ ମାନେ  ସର୍ବଶ୍ରୀ କିଶୋର ପୁରୋହିତ, ଶରତ ଚନ୍ଦ୍ର ହୋତା, ଆଶୁତୋଷ ମିଶ୍ର, ରଘୁନାଥ ବାବୁ, ବିରେନ୍ଦ୍ର କୁମାର ବଞ୍ଚ୍ଛୋର, କବି ସୁଶାନ୍ତ ବାଗ, ଜ୍ୟୋତି ପ୍ରକାଶ ଗୁରୁ, ସବିତା ମହରା, ତପସ୍ଵିନୀ ପସାୟତ, ଏଡ୍‌ଭୋକେଟ ନିର୍ମାଲ୍ୟ ସ୍ବାଇଁ, ସୁଜିତ୍ କୁମାର ସତପଥି, ଶ୍ରୀପାଳ ପଣ୍ଡା, ପୁସ୍ତମ ଜୁଆଡ଼ି ବିଭିନ୍ନ କାର୍ଯ୍ୟଭାର ତୁଲାଇଥିଲେ.

ଟ୍ରଷ୍ଟ ର ମୁଖପତ୍ର *ମୁହୁରି* ପାଇଁ କୋସଲି ଭାଷାରେ ଉତ୍କୃଷ୍ଟ ଓ ସମସାମୟିକ ଲେଖା ଆହ୍ବାନ କରା ହୋଇଛି; ପ୍ରଥମ ଥର ପାଈଁ ଲେଖା ଗୁଡ଼ିକ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଓ ପରେ ଅନ୍ୟ ସଂସ୍କରଣ ଗୁଡ଼ିକ ପାଇଁ ବର୍ଷ ତମାମ

muhurikoshli@gmail.com ଓ ମୋବାଇଲ୍ ହ୍ବାଟ୍‌ସଏପ୍ ନମ୍ବର୍ - ୯୯୩୭୧୨୮୨୭୧/୯୪୩୯୪୨୩୩୪୫

ନମ୍ବର୍ ରେ ପଠାଇବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026

You Might Also Like