-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଙ୍କ ସଭାପାତିତ୍ୱ ରେ ଏକ ଖୁଦ୍ର ତାଲିମ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଖୁଦ୍ର ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ତରଫରୁ ଉକ୍ତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଇପିଓ ଶ୍ୟାମସୁନ୍ଦର ହେମ୍ବ୍ରମ, ଏମଏସଏମଇ ଉପରେ ପ୍ରଭାବିତ ସରୋଜ ମନହୀରା ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଏସଏଚଜି, ଏମବିକେ ରଜନୀ ବିଶି, ସମାଜସେବୀ ଯୁଧିଷ୍ଠିର ପଧାନ ସମେତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ