-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା    (07-May-2026)       ||      ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   (07-May-2026)       ||      ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   (07-May-2026)       ||      ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   (07-May-2026)       ||      ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ    (07-May-2026)       ||      ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   (07-May-2026)       ||      ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   (07-May-2026)       ||      *ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   (07-May-2026)       ||      ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା    (07-May-2026)       ||      ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା   (07-May-2026)       ||      କଶୀସ ଅଗ୍ରୱାଲ ନାଁ ରଖିଲେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ବୟସ ଦୁଇ ବର୍ଷ ନଅ ମାସ   (07-May-2026)       ||      ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   (07-May-2026)       ||      ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ    (07-May-2026)       ||      କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||     

HOME   ଜିଲ୍ଲା

ମାସିକ ରଚନା ସନ୍ଧ୍ୟା ଅନୁଷ୍ଠିତ, କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ

10-Nov-2024



କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ

 ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ଦ୍ୱାରା ଆୟୋଜିତ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି l
ଗତ ଶନିବାର ସ୍ଥାନୀୟ ପି.ପି ଏକାଡେମୀ ସଭାକକ୍ଷ ଠାରେ ଅନୁଷ୍ଠାନର ସଭାପତି ସନାତନ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବରେ ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ, ପରିବେଶ କର୍ମୀ ସୁଶୋଭିତା ଗୁରୁ, ଆଇନଜୀବୀ ଶୁଭ୍ରାଂଶୁ ଶେଖର ପଣ୍ଡା ଓ ସମାଜସେବୀ ଅରୁଣ ମିଶ୍ର ଅତିଥି ବକ୍ତା ଭାବରେ ଯୋଗଦେଇ ନିଜ ପ୍ରିୟ ସହରକୁ ସବୁଜ ସ୍ୱଚ୍ଛ ରଖିବା ପାଇଁ ଆମର କଣ ଦାୟିତ୍ୱ ରହିଛି ଓ ଆମେ ଏଥିପ୍ରତି କେତେ ସଚେତନ, ପ୍ରଶାସନ କଣ ସବୁ ପଦକ୍ଷେପ ନେଉଛି ଓ ଆଗକୁ ନେବାର ଅଛି ସେ ସମ୍ପର୍କରେ ଆଲୋଚନା କରିଥିଲେ l ଆମେ ନିଜଘର ଅଳିଆ ଆବର୍ଜନା ଘର ଆଗ ନାଳରେ ନ ପକାଇ ମଇଳା ଗାଡିକୁ ଦେବା ଓ ସହରର ଖାଲିସ୍ଥାନରେ ମିଳିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ପ୍ରୟାସ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା l ପ୍ରାରମ୍ଭରେ ରଚନାର ସମ୍ପାଦକ ଭାଗିରଥି ମିଶ୍ର 

ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ l ଅତିଥି ବକ୍ତା ମାନଙ୍କ ବକ୍ତବ୍ୟ ପରେ ଅନୁଷ୍ଠିତ ମତ ବିନିମୟ କାର୍ଯ୍ୟକ୍ରମରେ, ଶିକ୍ଷାବିତ ମନୋରଞ୍ଜନ ସାହୁ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସମାଜସେବୀ ରଶ୍ମି ପାତ୍ର, କବି ସସ୍ମିତା ନେପାକ, ଅଧ୍ୟାପକ ଜଗନ୍ନାଥ ସାହୁ ନିଜସ୍ୱ ମତ ଉପସ୍ଥାପନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସହ ସମ୍ପାଦକ ରତ୍ନମୟ ତ୍ରିପାଠୀ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ରଚନାର ସଭାପତି ସନାତନ ଠାକୁର l ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସମାଜସେବୀ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ରାଜ୍ୟ  
ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା   07-May-2026
  ଜିଲ୍ଲା  
ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   07-May-2026
  ଜିଲ୍ଲା  
ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   07-May-2026
  ରାଜ୍ୟ  
ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   07-May-2026
  ଜିଲ୍ଲା  
ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ   07-May-2026
  ଜିଲ୍ଲା  
ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   07-May-2026
  ଜିଲ୍ଲା  
ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   07-May-2026
  ଜିଲ୍ଲା  
*ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   07-May-2026
  ଜିଲ୍ଲା  
ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା   07-May-2026
  ଜିଲ୍ଲା  
ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା   07-May-2026
  ଜିଲ୍ଲା  
କଶୀସ ଅଗ୍ରୱାଲ ନାଁ ରଖିଲେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ବୟସ ଦୁଇ ବର୍ଷ ନଅ ମାସ   07-May-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   07-May-2026

You Might Also Like