-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   (07-May-2026)       ||      ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ    (07-May-2026)       ||      କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||     

HOME   ଜିଲ୍ଲା

ଲିଟିସର୍ଗି ଓ ରାଣିମୁଣ୍ଡା ଆଞ୍ଚଳିକ କେନ୍ଦ୍ର ର ଯାଦବ ସମାଜ ତରଫରୁ ପାଳିତ ହେଲା ଗୋଷ୍ଟା ଅଷ୍ଟମୀ ପୂଜା

09-Nov-2024



ବୋଡେ଼ନ  (ଚାନ୍ତାମଣି ନେତାମ)
 ନୂଆପଡା  ଜିଲ୍ଲା  ବୋଡେ଼ନ ବ୍ଲକ ଲିଟିସର୍ଗି ଗ୍ରାମରେ  ୩୦ ତମ ଗୋଷ୍ଟା ଅଷ୍ଟମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗ୍ରାମର ସତାଧିକ ମହିଲା ଏକତ୍ରୀତ ହୋଇ ଏକ ବିଶାଳ କଲସ ଯାତ୍ରାରେ ବାହାରି ସ୍ଥାନୀୟ  ପୋଖରୀରେ ପୂଜାଅର୍ଚ୍ଚନା କରି କଲସୀ ରେ ପାଣି ଉଠାଇ ଗାଁ ପରିକ୍ରମା କରିଥିଲେ। ସେଠାରୁ ପୂଜା ମଣ୍ତପରେ ପହଞ୍ଚି କଲସ ସ୍ଥାପନ କରିଥିଲେ। ପରେ ରିତିନୀତି ଅନୁସାରେ ଗୋଷ୍ଠାଅଷ୍ଟମି ପୂଜା ଆରମ୍ଭ ହୋଇଥିଲା। ରାତ୍ରି ସମୟରେ ଦର୍ଶକ ଙ୍କ ପାଇଁ ଅହରହ  ଅଷ୍ଟପ୍ରହରୀ  ନାମ ଯଜ୍ଞ ହୋଇଥିବା   ବେଳେ ହଜାର ହଜାର ସଂଖ୍ଯା ରେ ଲୋକଙ୍କ ଭିଡ ଜମୁଛି। ଏହି ପୂଜା  ୨ତାରିଖ  ରୁ ଆରମ୍ଭ ହୋଇଥିବା ବେଳେ ୯  ତାରିଖ ଦିନ ପୂର୍ଣାହୁତି ହେବ ବୋଲି ଜଣାପଡିଛି। କର୍ତ୍ତା ଭାବେ ଶ୍ରୀଯୁକ୍ତ  ନରେନ୍ଦ୍ର ବଛା ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ କ୍ଷୀରମଣୀ ବଛା ଦାୟିତ୍ୱ ତୁଲାଇ ଥିବା ବେଳେ  ମୁଖ୍ୟ ପୂଜକ ଶ୍ରୀଯୁକ୍ତ ଶ୍ରୀବଛ ସୁପକାର ଓ ତାଙ୍କ ସହଯୋଗୀ ସହଯୋଗ କରିଥିଲେ ।ଉକ୍ତ କମିଟି ସଭାପତି ଭାବେ  ଶ୍ରୀଯୁକ୍ତ ଦେବ ଖରସେଲ,ସମ୍ପାଦକ ମହାବୀର ହଂସ,କୋଷାଧ୍ୟକ୍ଷ ପ୍ରେମ ଚରଣ ବାଗ,,ଉପଦେଷ୍ଟାକମିଟି  ଶ୍ରୀଯୁକ୍ତ ବିଷ୍ଟୁପତି ବାଗ, ଜୟରାମ ଜାଲ, ତୁଳସୀ ପ୍ରସାଦ ବାଗ, ଦୈତାରୀ ହଂସ, ଧନସିଂ ବଛା, ଭୁବନେଶ୍ୱର ହଂସ, ବାଞ୍ଛାନିଧି ଜାଲ, ଚିନ୍ତାମଣି ହଂସ, ମହାଦେବ ଶଗଡିଆ, ସୁରନାଥ ବଛା, ଲଛମନ ଜାଲ, କପୁର ଚନ୍ଦ ମୁଖ୍ଯ ଦାୟିତ୍ୱ ତୁଲାଇ ଥିବାବେଳେ କମିଟି ର ସମସ୍ତ   ସଦସ୍ଯ  ସହଯୋଗ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   07-May-2026
  ରାଜ୍ୟ  
ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ   07-May-2026
  ଜିଲ୍ଲା  
କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   06-May-2026
  ରାଜ୍ୟ  
ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   06-May-2026
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026

You Might Also Like