-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
ତୁରେକେଲା(କୈଳାସ ସଗ୍ରିଆ) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ର ତୁରେକେଲାରୁ କଣ୍ଟାବାଞ୍ଜି ଯିବା ରାସ୍ତା ଲର୍କି ଗାଁ ନିକଟସ୍ଥ ରାସ୍ତା କଡ଼ରେ କିଛି ଶୁଖିଲା ବୃକ୍ଷ ପଡି ରହିଛି। ଏହି ଗଛ ଯାତାୟତ କରୁଥିବା ବ୍ୟକ୍ତିବିଶେଷ ଓ ଯାନବାହାନ ଉପରେ ପଡ଼ିଯିବାର ସମ୍ଭାବନା ରହିଅଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗାଁ ଲୋକଙ୍କ ସୁବିଧା କରାଯାଉ ବୋଲି ଲୋକେ ଅଭିଯୋଗ ଜଣାଇଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି l