-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଗ୍ରାମରକ୍ଷୀ ଙ୍କ ଦୁଃଖ କେବେ ବୁଝିବେ ସରକାର.. ୬ବର୍ଷ ହେବ ଟଙ୍କାଟି ବଢ଼ିଲାଣି ଭତ୍ତା

08-Nov-2024



ନବରଙ୍ଗପୁର  (ମିହିର ଶଙ୍କର ପାତ୍ର,)
ଡାବୁଗାଁ କୃଷି ଫାର୍ମ ନିକଟରେ ଗ୍ରାମରକ୍ଷୀଙ୍କ ଦରମା ବୃଦ୍ଧିପାଇଁ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ
ହୋଇ ଯାଇଛି । ଏହି ବୈଠକରେ ଡାବୁଗାଁ ବ୍ଲକ ତଥା ନବରଙ୍ଗପୁର ଜିଲ୍ଲା ର ୧୦ ଗୋଟି ବ୍ଲକରୁ ଦୁଇଶହରୁ 
ଉର୍ଦ୍ଧ ଗ୍ରାମରକ୍ଷୀ ଉପସ୍ଥିତି ଥିଲେ। ସେମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା ଦରମା ବୃଦ୍ଧି କରି ମାସକୁ ୧୩, ୫୦୦ ଟଙ୍କା କରାଯାଉ, ସ୍ଥାୟୀ ନିଯୁକ୍ତି ଦିଆଯାଉ, କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ମୃତ୍ୟୁ ପରେ ପରିବାରକୁ କ୍ଷତି 
ପୁରଣ  ବାବଦରେ ୧୧ଲକ୍ଷ୍ୟ ଦିଆଯାଉ ଏଭଳି ୭ ଟି ଦାବି ସରକାରଙ୍କୁ ଜଣାଇଛନ୍ତି ।ସେମାନଙ୍କୁ ମାସକୁ ମିଳୁଛି ମାତ୍ର ୧୮ ସହ ଟଙ୍କା, ତାହାବି 
କୈଣସି ଗୁରୁତ୍ୱ ପୂର୍ଣ୍ଣ କାମ ପଡିଲେ ଯଦି ଯେଉଁଦିନ ସେମାନଙ୍କ ପାଳି ପଡ଼ିଥିବ ନ ଆସିଲେ ୪୫୦ ଟଙ୍କା କଟା ଯାଉଛି। ଆଜିକୁ ୬ବର୍ଷ ହେବ ଟଙ୍କାଟି ମଧ୍ୟ ବଢିନି ଭର୍ତ୍ତା 
ପଇସା। ଏବିଷୟରେ ସେମାନେ ହଇକୋର୍ଟ ର ମଧ୍ୟ ଦ୍ୱାରସ୍ଥ 
ହୋଇ  ସାରିଲେଣି କିନ୍ତୁ
କୈଣସି ସୁଫଳ ମିଳି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ। *ଗ୍ରାମରକ୍ଷୀ ମାନେ ସରକାରୀ କର୍ମଚାରୀ ହୋଇ ଥିବାରୁ ତାଙ୍କ ସ୍ତ୍ରୀ ମାନଙ୍କୁ ମିଳୁନି ସୁଭଦ୍ରା ଟଙ୍କା, ଦୁଃଖ ଜଣାଇଲେ ଗ୍ରାମରକ୍ଷୀ ମାନେ* ।ସରକାରୀ ଚାକିରୀ କରୁଥିବା କର୍ମଚାରୀ ମାନେ ଯେଭଳି ନିର୍ଦ୍ଧିଷ୍ଟ ସମୟରେ ଦରମା ପାଉଛନ୍ତି ସେଭଳି ଗ୍ରାମରକ୍ଷୀ ମାନଙ୍କୁ ମଧ୍ୟ ଦରମା ଦିଆଯାଉ ଏଵଂ ଦିନକୁ ୫ସହ ଟଙ୍କା ହିସାବରେ ମାସକୁ ୧୫ ହଜାର କରା ଯାଉ କିନ୍ତୁ ଏବିଷୟରେ ବାରମ୍ବାର ଦାବି ଦେବା ପରେ ମଧ୍ୟ 
କୈଣସି ଫଳ ମିଳୁ ନାହିଁ। ନୂତନ ସରକାରଙ୍କୁ ମଧ୍ୟ ସେମାନେ ଦାବି ଜଣାଇଲେଣି ମଧ୍ୟ ଦାବି ପୂରଣ ହେଇପାରୁ ନାହି


:,,,,,,,,,,-ଗ୍ରାମରକ୍ଷୀ ମାନେ ସରକାରୀ କର୍ମଚାରୀ ହୋଇ ଥିବାରୁ ତାଙ୍କ ସ୍ତ୍ରୀ ମାନଙ୍କୁ ମିଳୁନି ସୁଭଦ୍ରା ଟଙ୍କା, ଦୁଃଖ ଜଣାଇଲେ ଗ୍ରାମରକ୍ଷୀ


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like