-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହରରେ ବିହାରୀ ସମ୍ପଦାୟ ପକ୍ଷରୁ ମହାସମାରୋହରେ ଛଟ ପୂଜା ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ବିହାରୀ ପଡାରୁ ଏକ ଭବ୍ଯ ଶୋଭାଯାତ୍ରାରେ ମହିଳା ପୁରୁଷ ସମେତ ବହୁ ଲୋକ ମାନେ ସାମିଲ ହୋଇ ଖର୍ଡା ନଦୀକୁ ପହଞ୍ଚିଥିଲେ । ସଂଧ୍ୟା ଓ ସକାଳ ସମୟରେ ସୂର୍ଯ୍ୟଙ୍କ ବିଧିବଦ୍ଧ ପୂଜା ଅର୍ଚ୍ଚନା କରିବା ସହ ବହୁ ଭକ୍ତ ଉପବାସ ରହିଥିଲେ।