-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ଯାଦବ ଭବନ ପରିସରରେ ଡିିିବିଟିଏଲ୍ ଦ୍ୱାରା ଆର୍ମି ଅର୍ଗାନାଇଜେସନ ର ସୌଜନ୍ୟତାରେ ମହିଳାମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ଅନୁଦାନିତ ସୁସ୍ଥ ଭାରତ ଗଠନରେ ଛୋଟ ପ୍ରାୟସକୁ ସେବିକାମାନଙ୍କ ଦ୍ୱାରା ପ୍ରତ୍ୟେକ ନାରୀମାନଙ୍କ ପାଖରେ “ସ୍ୱଚ୍ଛତା ହିଁ ସୁସ୍ଥତା” ର ମୂଳମନ୍ତ୍ରକୁ ଆପଣାଇବା ପାଇଁ ଜାଗୃତ ବା ସଚେତନତା କରାଇବା ତତ୍ ସଙ୍ଗେ ସଙ୍ଗେ ସବିକାମାନଙ୍କୁ ସ୍ୱାବଳମ୍ବୀ କରାଇ ନାରୀ ସଶକ୍ତି କରଣ ଯୋଜନାର ସାରଥି ଭାବେ ଗଢି ତେଳିବା । ଏହି କାର୍ଯ୍ୟକ୍ରମକୁ ବଢାଇବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ବିଭିନ୍ନ ଗ୍ରାମପଂଚାୟତରେ ୫୩ ଜଣ ସେବାକୁ ନେଇ ନିଯୁକ୍ତି ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତାଲିମ ପରାମର୍ଶଦାତା ଅଶୋକ ମେହେର, ଟିମ୍ ଲିଡର ଭୁବନେଶ୍ୱର ବସ୍ତିଆ, ମାୟାଧର ଗଡତ୍ୟା ଯୋଗଦାନ କରି ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ ।