-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଦାନା କୁ ଅପେକ୍ଷା କରିଥିଲେ ଚାଷୀ :ବର୍ଷା ଅଭାବ ରୁ ମରୁଡି ଅପେକ୍ଷା ରେ ତରଭା ବ୍ଲକ

25-Oct-2024



ତରଭା(କପିଳାସ ସେଠ): ଚଳିତ ବର୍ଷ ପ୍ରାରମ୍ଭରେ ବର୍ଷା ଓ ପାଣି ପାଗ ବେଶ ଅଞ୍ଚଳ ଚାଷୀଙ୍କୁ ସୁହାଇଲା ପରି ବର୍ଷା ହୋଇ ଥିଲା I ଫଳରେ ଚାଷୀ ମାନେ ନିଜ ମନମୁତାବକ ଅଧିକ ଅମଳ ପାଇବା ପାଇଁ କ୍ଷେତ ମାନଙ୍କରେ ଚାଷ କରିଥିଲେ I ହେଲେ ଅମଳ କ୍ଷମ ସମୟରେ ଦୈବୀ ଅସହଯୋଗ କଳା ପରି ପ୍ରାୟ ଏକ ମାସ ହେଲା ତରଭା ବ୍ଲକ ଅଞ୍ଚଳ ରେ ବର୍ଷା ର ଦେଖା ନାହିଁ I  ଅନେକ ସମୟରେ ଆକାଶ ରେ ମେଘ ଆସୁଛି ହେଲେ ବର୍ଷା ର ଦେଖାନାହିଁ I  ଧାନ ଗଛ ରୁ ଧାନ ବାରିବା ସମୟରେ କ୍ଷେତ ରେ ପାଣି ର ଅଭାବ ଦେଖା ଦେଲା I  ଚାଷୀ ବିଭିନ୍ନ ନାଳ, ନାଲିଆ, ବନ୍ଧ, କଟା ରୁ ପାଣି ସଂଗ୍ରହ କରି ଧାନ ଚାଷ କୁ ବଞ୍ଚାଇ ଚେଷ୍ଟା କରିଛି  I ପଶ୍ଚିମାଞ୍ଚଲ ର  ଚାଷୀ ଙ୍କୁ ସୁହାଇଲା ପରି "ଦାନା "ପ୍ରଭାବ  ଘୋଷଣା ହୋଇ ଥିଲା I ମାରିବା ସମୟରେ ଜୀବନ କୁପାଣି ଦେବା ଭଳି ଚାଷୀ ମନରେ ଧାନ ବଞ୍ଚିବା ଆଶା ସଂଚାର ହୋଇ ଥିଲା I କିନ୍ତୁ ଏହି ଅଞ୍ଚକ ବର୍ଷା ର ଦେଖା ନାହିଁ କେବଳ ମେଘୁଆ ପାଗ ରହିଛି ଆକାଶ ରେ I ବହୁ ଆଶା ବାନ୍ଧି କ୍ଷେତ ମୁଣ୍ଡରେ ବସି ରହିଛି ଚାଷୀ I ପୂର୍ବାଞ୍ଚଳ ରେ ଦାନା ର ପ୍ରଭାବ ରେ ବର୍ଷା ରବିପତ୍ତି ସୃଷ୍ଟି କରିଛି I ଵ୍ୟପକ କ୍ଷୟ କ୍ଷତିକରିଚାଲିଛି I ପଶ୍ଚିମାଞ୍ଚଲ ରେ ଅଳ୍ପ ବର୍ଷା ହେଲେ ମଧ୍ୟ୍ୟ ହଜାର ହଜାର ହେକ୍ଟର ଧାନ ଚାଷ ଜମି ରେ ଧାନ ଫସଲ ରକ୍ଷା ପାଇ ପାରନ୍ତା ବୋଲି ଅଞ୍ଚଳ ର ଚାଷୀ ଆଲୋଚନା କରୁଛନ୍ତି  I ଗୋଟିଏ ପଟେ ଅଭାବୀ ବର୍ଷା ଲାଗି ରହିଥିବା ବେଳେ ଚାଷୀ ଙ୍କୁ ଅସହଯୋଗ କଳା ଭଳି ବିଭିନ୍ନ ଅଞ୍ଚଳ ରେ ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଜଳ ସୋଚନ ପାଇଁ ମେଗା ଉଠା ଜଳ ସୋଚନ ପ୍ରକଳ୍ପ କରିଛନ୍ତି  I ହେଲେ ବିଭୀଗୀୟ ଟେକନିକାଲକର୍ମଚାରୀ ଙ୍କ ଦୁରଦୃଷ୍ଟ ଅଭାବ ଯୋଗୁଁ ପ୍ରକଳ୍ପ ଗୁଡିକ କାର୍ଯ୍ୟ କ୍ଷମ ହେଉ ନ ଥିବାରୁ ଅଞ୍ଚଳ ରେ ମରୁଡି ସମସ୍ୟା କୁ ଦିଗୁଣିତ କରି ପକାଉଛି  I ତରଭା ବ୍ଲକ ର କେତେକ ଅଞ୍ଚଳରେ ଜଳ ସୋଚନ ର ସୁବିଧା ଥିଲେ ମଧ୍ୟ୍ୟ ଚାଷୀ ତାର ଧାନ କ୍ଷେତ ରେ ପାଣି ର ଆବଶ୍ୟକତା ଥିବା ଜଳ ଯୋଗାଣ ହୋଇ ପାରୁନାହିଁ I ଫଳରେ ଚାଷୀ ଅର୍ଥନୈତିକ ସ୍ଥିତି ର ମେରୁଦଣ୍ଡ ଭାଙ୍ଗି ଦେଉଛି ପରିସ୍ଥିତି  I ଚଳିତ ବର୍ଷା ଧାନ ଅମଳ ନେଇ ଭଗବାନ ଭରଷା ରେ ରହିଛି ଚାଷୀ  I ଏଠାରେତରଭା ବ୍ଲକ ରୁ ମିଳିଥିବା  ସୂଚନା ଅନୁଯାୟୀ  ଗତ ଅଗଷ୍ଟ ମାସ ରେ394ମି.ମି ବର୍ଷା ଓ  ସେପ୍ଟେମ୍ବର ମାସ ରେ 233ମି. ମି ବର୍ଷାହୋଇଛି   I କିନ୍ତୁ  ଚଳିତ ଅକ୍ଟୋବର ମାସ ରେ ଆଜି ପ୍ରାୟନ୍ତ ବର୍ଷା  ହୋଇ ନଥିବାର ରେକର୍ଡ କରାଯାଇଛି  I ଦାନା ର ପ୍ରଭାବ ବର୍ଷା କୁ ଅପେକ୍ଷା କରି ଚାହିଁ ରହିଛି ଚାଷୀ  I ଆଗାମୀ ଦିନ ରେ ବର୍ଷା ନ ହେଲେ ତରଭା ବ୍ଲକ ରେ ଭୟା ଭୟ ମରୁଡି ପରିସ୍ଥିତି ଦେଖା ଦେବ ବୋଲି ଚାଷୀ ମାନେ ଆଲୋଚନା କରୁଛନ୍ତି I 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like