-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଅତାବିରା ଓ ବେଲପାହାଡ଼ ବିବେକାନନ୍ଦ ଯୁବ ମହାମଣ୍ଡଳ ର ମିଳିତ ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶା ପ୍ରାନ୍ତୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

20-Oct-2024



ଅତାବିରା/ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର):  ଅତାବିରା ଜାତୀୟ ୫୩ ନଂ ରାଜପଥ କଡ଼ରେ ଅବସ୍ଥିତ ଅଗ୍ରସେନ ଭବନ ଠାରେ ଅତାବିରା ଓ ବେଲପାହାଡ଼  ବିବେକାନନ୍ଦ ଯୁବ ମହମଣ୍ଡଳର ମିଳିତ ଆନୁକୁଲ୍ୟରେ ଆଜି  ପଶ୍ଚିମ ଓଡ଼ିଶା  ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅତାବିରା ବିବେକାନନ୍ଦ ଯୁବ ମହାମଣ୍ଡଳ ର ସଭାପତି ବାଳମୁକୁନ୍ଦ ସାହୁ ଙ୍କ  ସଭାପତିତ୍ବରେ ତଥା  ସୁଶାନ୍ତ ପ୍ରଧାନ ଙ୍କ ସଂଯୋଜନା ରେ ଆୟୋଜିତ ଏହି ବୈଠକରେ  ଅଖିଳ ଭାରତ  ବିବେକାନନ୍ଦ ଯୁବ ମହାମଣ୍ଡଳ ,କଲିକତା ର କେନ୍ଦ୍ରୀୟ ସଭ୍ୟ  ରଣଜିତ୍ କିଶୋର ମହାନ୍ତି,କେନ୍ଦ୍ରୀୟ କୋଷାଧ୍ୟକ୍ଷ  ପ୍ରବଳକାନ୍ତି ମହାନ୍ତି, ଅଖିଳ ଭାରତ ଯୁବ ମହାମଣ୍ଡଲ ,ଓଡ଼ିଶା ଶାଖା ଭୁବନେଶ୍ୱର ର ଉପ ସଭାପତି  ରମେଶ ଚନ୍ଦ୍ର ଭଦ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ ।  ନିମନ୍ତ୍ରିତ ଅତିଥି ମାନେ ଗତ କାଲି ସନ୍ଧ୍ୟାରେ ପହଞ୍ଚିବା ପରେ ଅତାବିରା ବିବେକାନନ୍ଦ ଯୁବ ମହା ମଣ୍ଡଳ  ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ ଅତିଥି ଭବନ କୁ ।ଏହାପରେ  ଅତାବିରା  ମାଁ ସାରଦା  ସଂଗଠନ ର ପ୍ରଶସ୍ତିକରଣ ନିମନ୍ତେ ସଂଗଠନ ର ସଦସ୍ୟା ଅନସୁୟା ଦେବତା  ଙ୍କ ସହ  ଏକ ଆଲୋଚନା ଚକ୍ର ହୋଇଥିଲା । ଆଜି ସକାଳ ୯ ଟା ୩୦ ମିନିଟ ରୁ  ଅପରାହ୍ନ ୪ ଟା ପର୍ଯ୍ୟନ୍ତ ୨୪ ଟି ଗୁଣ କୁ ନେଇ  " ଜୀବନ ଗଠନ" ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଧ୍ୟାତ୍ମିକତା ହିଁ ମଣିଷର ଜାତୀୟ ଜୀବନର ଶୋଣିତ ପ୍ରବାହ।ଏହି ପ୍ରବାହ  ଯେତେଦିନ ନିର୍ମଳ ଓ ଓଜସ୍ୱୀ

ରହିବ ସେତେଦିନ  ଆମର କଲ୍ୟାଣ ର ପଥ ଉନ୍ମୁକ୍ତ ହୋଇ ରହିବ ବୋଲି ଆଲୋଚକ ମାନେ କହିଥିଲେ  ।  ଜୀବନ  ଗଠନ ଦିଗରେ  ୨୪ ଟି ଗୁଣ  କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଲୋଚନା କରିଥିଲେ । ଏହି ବୈଠକରେ ଅତାବିରା ଯୁବ  ମହାମଣ୍ଡଳ ର ସମ୍ପାଦକ ନାରାୟଣ ମହାରଣା, ସଂଗଠକ ଦୁଃଖିଶ୍ୟମ ପ୍ରଧାନ,ଉପ ସଭାପତି ଶ୍ରୀକାନ୍ତ ପଣ୍ଡା,ଉପଦେଷ୍ଟା ଅଚ୍ୟୁତାନନ୍ଦ ହୋତା,ସଦସ୍ୟ ସୁଶିଲ ବାଗ, ବେଲପାହାଡ଼  ଯୁବ ମହା ମଣ୍ଡଳ ର ସମ୍ପାଦକ ଚିନ୍ତାମଣି ପଶାୟତ ତଥା ବହୁ  ସଂଖ୍ୟକ  ବ୍ୟକ୍ତି ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like