-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ସାଂସଦ ଏବଂ ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ସମ୍ବଲପୁର ଅଧିକାରୀ ଙ୍କ ଡିଭିଜନ ସ୍ତରୀୟ ବୈଠକ

19-Oct-2024



ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସାଙ୍ଗୀତl କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତା ରେ ଝାରସୁଗୁଡା ଠାରେ  ସାଂସଦ ଏବଂ ଇଷ୍ଟ କୋଷ୍ଟ ରେଲୱେ  ସମ୍ବଲପୁର ଡିଭିଜନ ର ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି l ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ଅନ୍ତର୍ଗତ  ସମ୍ବଲପୁର, ବରଗଡ, କଳାହାଣ୍ଡି, ବଲାଙ୍ଗିର,ଝାରସୁଗୁଡା, ନୁଆଁପଡା, କୋରାପୁଟ, ନବରଙ୍ଗପୁର, ମହାଶମୁନ୍ଦ, ସୋନପୁର, ବୌଦ୍ଧ,ଆଦି ସମସ୍ତ ଜ଼ିଲ୍ଲା ର  ଟ୍ରେନ ସମ୍ବନ୍ଧୀୟ ସମସ୍ୟା, ନୂତନ ରେଲୱେ ଲାଇନ, ନୂତନ ଟ୍ରେନ ଚଳାଚଳ ବ୍ୟବସ୍ଥା, ରେଲୱେ ଷ୍ଟେସନ ର ସମସ୍ୟା, ଯାତ୍ରୀ ମାନଙ୍କ ସୁବିଧା,ଜନସାଧାରଣ ଙ୍କ ସୁବିଧା ବିଷୟରେ ସାଂସଦଗଣ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ବୈଠକ ରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସାଙ୍ଗୀତl କୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡି ସାଂସଦ ମାଲବିକା ଦେବୀ,ମହାଶମୁନ୍ଦ ଲୋକସଭା ସାଂସଦ ଶ୍ରୀମତୀ ରୂପ କୁମାରୀ ଚୌଧୁରୀ, ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ଇଷ୍ଟ କୋଷ୍ଟ ରେଲୱେ ର ମହା ପ୍ରବନ୍ଧକ, ଡିଆରଏମ ସମ୍ବଲପୁର, ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ବୈଠକ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପରାମର୍ଶ ଦେଇ କହିଲେ ଯେ ବଲାଙ୍ଗିର ନୂଆପଡା ଭାୟା ଢୁଲୁସର, ଚୂଡ଼ାପାଲି, ଭଇଂସା, ପାଟଣାଗଡ, ଗମ୍ଭାରୀ, ଖପ୍ରାଖୋଲ, ଲଖନା ନୂତନ ରେଲୱେ ଲାଇନ ର ଚୂଡାନ୍ତ ସର୍ଭେ ସାରିଛି,ରେଲୱେ ବୋର୍ଡ କୁ ଡିପିଆର ଯାଇଛି ତେଣୁ ଭୂମି ଅଧିଗ୍ରହଣ କରି ରେଲୱେ ଲାଇନ ନିର୍ମାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା,ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା କଣ୍ଟାବାଞ୍ଜି ରେଳ ୱାଗନ ୱାର୍କସପ ର ଭିତ୍ତି ପ୍ରସ୍ତର ସ୍ଥାପନ ର ୧0 ମାସ ବିତିଗଲାଣି ତେଣୁ ୱାଗନ ଫେକ୍ଟ୍ରି କାର୍ଯ୍ୟକ୍ଷମ କରାଯାଉ,ବଲାଙ୍ଗିର ବରଗଡ଼ ରୁ ଭୁବନେଶ୍ୱର ଏବଂ ଦିଲ୍ଲୀ କୁ ଯିବା ପାଇଁ ଟ୍ରେନ ସୁବିଧା, ପୁରୀ ସମ୍ବଲପୁର ଟ୍ରେନ କୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ, ସମତା ଏକ୍ସପ୍ରେସ ଟ୍ରେନ କୁ ଜାମ୍ମୁ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିର ରେଲୱେ ଷ୍ଟେସନ ରେ ଲିଫ୍ଟ ବ୍ୟବସ୍ଥା, ଦେଓଗାଁ ଷ୍ଟେସନ ରେ ଇସ୍ପାତ ଟ୍ରେନ ରହଣି, ଜାମ୍ମୁ ତାୱାଇ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିର ରୁ ଦିଲ୍ଲୀ ପ୍ରୟାଗରାଜ କୁ ସିଧା ଟ୍ରେନ ଚଳାଚଳ, ସମ୍ବଲପୁର ବେଙ୍ଗାଲୁର ଏକ୍ସପ୍ରେସ ଟ୍ରେନ କୁ ମହୀଶୂର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭବାନୀପାଟଣା ରୁ ନୁଆଁ ଦିଲ୍ଲୀ କୁ ଟ୍ରେନ ଚଳାଚଳ,ଯାତ୍ରୀ ମାନଙ୍କ ସୁବିଧା ପାଇଁ ରାୟପୁର ସିକନ୍ଦରlବାଦ ଟ୍ରେନ କୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିନା ରେଜିଷ୍ଟ୍ରେସନ ରେ ଦାଦନ ଚାଲାଣ ରୋକିବା ପାଇଁ ରେଲୱେ ଷ୍ଟେସନ ମାନଙ୍କ ରେ କଡାକଡି ଯାଞ୍ଚ, ଟିଟିଲାଗଡ଼ ରେଲୱେ ଷ୍ଟେସନ ରେ ଲିଫ୍ଟ ବ୍ୟବସ୍ଥା, ଟିଟିଲାଗଡ଼ ସିରଭଟା ପଡ଼ା ପ୍ଲାଟଫର୍ମ ରେ ଟିକେଟ କାଉଣ୍ଟର ବ୍ୟବସ୍ଥା କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ l ଅଧିକାରୀ ଉପସ୍ଥିତ ଥିଲେ l ବୈଠକ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପରାମର୍ଶ ଦେଇ କହିଲେ ଯେ ବଲାଙ୍ଗିର ନୂଆପଡା ଭାୟା ଢୁଲୁସର, ଚୂଡ଼ାପାଲି, ଭଇଂସା, ପାଟଣାଗଡ, ଗମ୍ଭାରୀ, ଖପ୍ରାଖୋଲ, ଲଖନା ନୂତନ ରେଲୱେ ଲାଇନ ର ଚୂଡାନ୍ତ ସର୍ଭେ ସାରିଛି,ରେଲୱେ ବୋର୍ଡ କୁ ଡିପିଆର ଯାଇଛି ତେଣୁ ଭୂମି ଅଧିଗ୍ରହଣ କରି ରେଲୱେ ଲାଇନ ନିର୍ମାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା,ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା କଣ୍ଟାବାଞ୍ଜି ରେଳ ୱାଗନ ୱାର୍କସପ ର ଭିତ୍ତି ପ୍ରସ୍ତର ସ୍ଥାପନ ର ୧0 ମାସ ବିତିଗଲାଣି ତେଣୁ ୱାଗନ ଫେକ୍ଟ୍ରି କାର୍ଯ୍ୟକ୍ଷମ କରାଯାଉ,ବଲାଙ୍ଗିର ବରଗଡ଼ ରୁ ଭୁବନେଶ୍ୱର ଏବଂ ଦିଲ୍ଲୀ କୁ ଯିବା ପାଇଁ ଟ୍ରେନ ସୁବିଧା, ପୁରୀ ସମ୍ବଲପୁର ଟ୍ରେନ କୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ, ସମତା ଏକ୍ସପ୍ରେସ ଟ୍ରେନ କୁ ଜାମ୍ମୁ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିର ରେଲୱେ ଷ୍ଟେସନ ରେ ଲିଫ୍ଟ ବ୍ୟବସ୍ଥା, ଦେଓଗାଁ ଷ୍ଟେସନ ରେ ଇସ୍ପାତ ଟ୍ରେନ ରହଣି, ଜାମ୍ମୁ ତାୱାଇ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିର ରୁ ଦିଲ୍ଲୀ ପ୍ରୟାଗରାଜ କୁ ସିଧା ଟ୍ରେନ ଚଳାଚଳ, ସମ୍ବଲପୁର ବେଙ୍ଗାଲୁର ଏକ୍ସପ୍ରେସ ଟ୍ରେନ କୁ ମହୀଶୂର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭବାନୀପାଟଣା ରୁ ନୁଆଁ ଦିଲ୍ଲୀ କୁ ଟ୍ରେନ ଚଳାଚଳ,ଯାତ୍ରୀ ମାନଙ୍କ ସୁବିଧା ପାଇଁ ରାୟପୁର ସିକନ୍ଦରlବାଦ ଟ୍ରେନ କୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିନା ରେଜିଷ୍ଟ୍ରେସନ ରେ ଦାଦନ ଚାଲାଣ ରୋକିବା ପାଇଁ ରେଲୱେ ଷ୍ଟେସନ ମାନଙ୍କ ରେ କଡାକଡି ଯାଞ୍ଚ, ଟିଟିଲାଗଡ଼ ରେଲୱେ ଷ୍ଟେସନ ରେ ଲିଫ୍ଟ ବ୍ୟବସ୍ଥା, ଟିଟିଲାଗଡ଼ ସିରଭଟା ପଡ଼ା ପ୍ଲାଟଫର୍ମ ରେ ଟିକେଟ କାଉଣ୍ଟର ବ୍ୟବସ୍ଥା କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ l


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like