-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
14-Oct-2024
ବରଗଡ଼/ଆମ୍ବାଭୋନା(ପ୍ରେରଣା ଖବର): ଦ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ୱାରୀ ଗ୍ରାମ ପଞ୍ଚାୟତର କାଶିପାଲି (ଦ୍ଵାରୀ) ଦୁର୍ଗା ମନ୍ଦିରର ଦୁର୍ଗା ପୂଜା ଉଦଯାପିତ ହୋଇଯାଇଛି । ବଂଶୀଧର ନାୟକ ଓ ଧର୍ମପତ୍ନୀ ଡାଲ୍ କୁମାରୀ ନାୟକ କର୍ତ୍ତା ହିସାବରେ ଦାୟିତ୍ଵ ନିର୍ବାହ କରିଥିଲେ । ପଣ୍ଡିତ ଦିଲ୍ଲୀପ ଦାଶ, ଲୋକନାଥ ଦାଶ ଓ ଗୈାରାଙ୍ଗ ପଣ୍ଡା ପୂଜାର୍ଚ୍ଚନା କରିଥିଲେ। କଶିପାଲି ଦୁର୍ଗା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ଵାରା ବୁଧବାର ଦିନରୁ ଆଜି ପର୍ଯ୍ୟନ୍ତ ଦିବାରାତ୍ର ଅନ୍ନ ପ୍ରସାଦ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା ।