-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
14-Oct-2024
(ମିହିର ଶଙ୍କର ପାତ୍ର,)
ଦଶହରା ର ଶେଷ ପର୍ଯ୍ୟାୟରେ ଅକ୍ଟୋବର ୧୩ ରଜନୀ ରେ ମିନି ଷ୍ଟାଡିୟମରେ ପାଳିତ ହୋଇ ଯାଇଛି ରାବଣ ଯୋଡ଼ି ଉତ୍ସବ। ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂଜା କମିଟି ସଭାପତି ଜେ ରାଜଶେଖର ରାଓ, ସୁରେନ୍ଦ୍ର ଶିଷୟୀ, ପୂଜା କମିଟି ଉପ ସଭାପତି ଦିବ୍ୟ ରଞ୍ଜନ ପାତ୍ର, ଏମ୍ ଆପା ରାଓ, ଜି ସାଇ ରାଜୁ, ଆଇନଜୀବୀ ଜୟନ୍ତ କୁମାର ପାତ୍ର, ପ୍ରକାଶ ପଣ୍ଡା, ରାଜେଶ ଅଗ୍ରୱାଲ, ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, କୈଳାସ ବିଷୟୀ ,ସତ୍ୟ ରାଓ, ପ୍ରଦୀପ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଆଖପାଖ ଅଞ୍ଚଳ ରୁ ହଜାର ହଜାର ଲୋକ ଏହି ଆଲୋକିତ ଉତ୍ସବ କୁ ଉପଭୋଗ କରିବା ପାଇଁ ଆସିଥିଲେ।