-+91-9937148622 |

prerana_bgr@rediffmail.com |

  Friday 13th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||      ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Mar-2026)       ||      ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ ♦️ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ ଓ ଟି ପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ    (13-Mar-2026)       ||      ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ-୨୦୨୬ ଅନୁଷ୍ଠିତ   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ଖଡ଼ିଛୁଆଁ ପୂର୍ବରୁ ଶିଶୁ ବାଟିକା ପିଲାଙ୍କ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ   (13-Mar-2026)       ||      ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ   (13-Mar-2026)       ||      ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍   (13-Mar-2026)       ||      ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ   (13-Mar-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ପାର୍କିଂ ଜୋନ ଓ ସ୍ପୀଡ ବ୍ରେକର ଦାବି - ଜିଲ୍ଲା ଛାତ୍ର କଂଗ୍ରେସ ର ପ୍ରସ୍ତାବ   (12-Mar-2026)       ||      ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଳିକେଶଙ୍କ ବିଧାନସଭାରେ ପ୍ରଶ୍ନ♦️ ବଲାଙ୍ଗୀର ଜିଲ୍ଲାରେ ଖଣିଭିତ୍ତକ ଶିଲ୍ପସ୍ଥାପନର ପ୍ରସ୍ତାବ ନାହିଁ - ଖଣିମନ୍ତ୍ରୀ   (12-Mar-2026)       ||      *ନିଆରା ବିବାହ ବାର୍ଷିକୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ*-   (12-Mar-2026)       ||      ସରକାରଙ୍କ ଅଜବ ନୀତି:ଏଚ୍ ଆର ଏମ୍ ଏସ ସର୍ଭର ବନ୍ଦ,ତଥାପି ବିଲ୍ ଦାଖଲ ପାଇଁ ଡେଡ୍ ଲାଇନ୍   (12-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   (12-Mar-2026)       ||     

HOME   ଜିଲ୍ଲା

ଚଳନା ରେ ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ପାଳିତ

12-Oct-2024



ସିନାପାଲି   (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଳନା ବଜାର ପଡିଆରେ କ୍ଷତ୍ରୀୟ ସମାଜ ର ପଞ୍ଚ ବାର୍ଷିକ  କ୍ଷତ୍ରୀୟ ଖଣ୍ଡା ପୂଜା ମହା ସମାରୋହରେ ପାଳିତ  ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ  ଶ୍ରୀଯୁକ୍ତ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି  ଭାବେ କେନ୍ଦ୍ରୀୟ ପରାମର୍ଶ ଦାତା ସଦାନନ୍ଦ ନାୟକ, ସମାଜ ସେବୀ ନରେନ୍ଦ୍ର ନାୟକ, ଚଳନା କ୍ଷତ୍ରୀୟ ସମାଜ ସଭାପତି ସାକ୍ଷୀଗୋପାଳ ନାୟକ, ଉପସଭାପତି ମୁରଲୀଧର ନାୟକ ମଞ୍ଚାସିନ ଥିଲେ | ଏହି କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ  ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା  ଶ୍ରୀଯୁକ୍ତ ତ୍ରିନାଥ କଛିଆ ମଞ୍ଚ ପରିଚାଳନା  କରିଥିବା ବେଳେ  ମୁଖ୍ୟ ବକ୍ତା ଭାବରେ  ଶ୍ରୀଯୁକ୍ତ ଅଶୋକ କୁମାର ନାୟକ,  କ୍ଷତ୍ରୀୟ ସମାଜ ଯୁବ ସମ୍ପାଦକ ଶ୍ରୀଯୁକ୍ତ କିଶୋର କୁମାର ନାୟକ, ଚଳନା କ୍ଷତ୍ରିୟ ସମାଜ କମିଟିର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଚରଣ ପୁଝାରୀ, ଉମାକାନ୍ତ ବିଶି  ସଭାପତି ସିଙ୍ଗଝର, ଭୁଜବଳ ଖଣ୍ଡାୟତ ସଭାପତି ବ୍ରାହ୍ମଣପଡା, ରାହାସ ନାଏକ ସଭାପତି ଟିପିଗୁଡା, ଗୋପୀନାଥ ରାଉତରାୟ ସଭାପତି ନୂଆମାଳପଡ଼ା, ସମସ୍ତ କ୍ଷତ୍ରୀୟ ସମାଜ ସଭାପତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ |  ଏହି କାର୍ଯ୍ୟକ୍ରମ ରେ ସ୍ୱାଗତ ସହିତ ନୃତ୍ୟ ପରିବେଷଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ କ୍ଷତ୍ରିୟ ସମାଜ ର  ଆବାଳ ବୃଦ୍ଧ ବନିତା  ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |    ଏଥିରେ ଖଣ୍ଡା ପୂଜା ସହିତ ଅନେକ ପ୍ରତିଯୋଗିତା, କାର୍ଯ୍ୟକ୍ରମ କରଯାଇଥିଲା | ଏଥିରେ ସମସ୍ତ କ୍ଷତ୍ରୀୟ ସମାଜ ଚଳନା  ଗ୍ରାମ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି   କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ। ପରିଶେଷ ରେ  କିଶୋର  କୁମାର ନାଏକ  ଧନ୍ୟବାଦ ଅର୍ପଣ କରିଥିଲେ,।


News Comment




Photo in News

Advertisment
Lastest News
  ଜିଲ୍ଲା  
ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ   13-Mar-2026
  ଜିଲ୍ଲା  
ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   13-Mar-2026
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   13-Mar-2026
  ଜିଲ୍ଲା  
ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   13-Mar-2026
  ଜିଲ୍ଲା  
ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   13-Mar-2026
  ଜିଲ୍ଲା  
*ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   13-Mar-2026
  ଜିଲ୍ଲା  
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   13-Mar-2026
  ଜିଲ୍ଲା  
ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ ♦️ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ ଓ ଟି ପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ   13-Mar-2026
  ଜିଲ୍ଲା  
ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ-୨୦୨୬ ଅନୁଷ୍ଠିତ   13-Mar-2026
  ଜିଲ୍ଲା  
ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   13-Mar-2026
  ଜିଲ୍ଲା  
ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   13-Mar-2026
  ଜିଲ୍ଲା  
ଖଡ଼ିଛୁଆଁ ପୂର୍ବରୁ ଶିଶୁ ବାଟିକା ପିଲାଙ୍କ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ   13-Mar-2026

You Might Also Like